Updated: Nov 24, 2023, 15:36 IST

ଦିବ୍ୟାଙ୍ଗ ବାପାଙ୍କ ମୁହଁରେ ନିଆଁ ଲଗାଇଲା ଜନ୍ମ କଲା ଝିଅ ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ ସମସ୍ତେ କହିଲେ....

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଜଣେ ବାପା ଘର ର ଦୁଃଖ କଷ୍ଟ କୁ ଦୂର କରିବା ପାଇଁ ସବୁ କିଛି କରି ପାରେ।ଘର ର ଅଭାବ ପୂରଣ କରିବା ପାଇଁ ଜଣେ ବାପା ବହୁତ କଷ୍ଟ କରୁଛନ୍ତି ।
Special report
ହେଲେ ଶେଷରେ ମୃତ୍ୟୁ ସହିତ ସଂଗ୍ରାମ କରି ନିଜେ ସମସ୍ତ ଙ୍କୁ ଛାଡି ଚାଲି ଗଲେ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ର ବାହାନଗା ବ୍ଲକ ଅନ୍ତର୍ଗତ ଖରସୁଆଁ ଗାଁରେ।ଏଠାରେ ଅନେକ ବର୍ଷ ଧରି ରହୁଥିଲେ ମୂରଲୀଧର ଭୂୟାଁ।
ସେ ଶାରୀରିକ ବିକଳାଙ୍ଗ ଥିଲେ।ଠିକ୍ ସେ ଚାଲୁ ପାରୁ ନ ଥିଲେ।ବହୁତ ଋଣ କରି ଦେଇ ଥିଲେ।ଋଣ ଶୁଝିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା।ସେହି ଅଭାବ ଅସୁବିଧା ଭିତରେ ସେ ନିଜ ବଡ ଝିଅ କୁ ବିବାହ କରାଇ ଦେଇଥିଲେ।
Special report
ତାଙ୍କର ପୁଅ ବି ନ ଥିଲା।ଗାଁ ରେ ଗୋଟିଏ ଛୋଟ ପାନ ଦୋକାନ ଟି ଖୋଲି ଥିଲେ।ହେଲେ ସେଥିରେ ନିଜ ପରିବାର ସେ ଚଳାଇ ପାରୁ ନ ଥିଲେ।ଯାହା କିଛି ମିଳୁ ଥିଲା ତାଙ୍କ ଦେହ ଖରାପ ରେ ଲାଗି ଯାଉଥିଲା।
Special Report
ତାଙ୍କ ର ବିଭିନ୍ନ ପ୍ରକାର ରୋଗ ରହିଥିଲା।ସେହି ରୋଗ ପାଇଁ ସେ ବହୁ କଷ୍ଟ ପାଉ ଥିଲେ।ଠିକ୍ ସେ ଖିଆ ପିଆ ମଧ୍ୟ କରୁ ନ ଥିଲେ।ପଡୋଶୀ ମାନେ ମଧ୍ୟ ତାଙ୍କୁ ବହୁତ ସାହାର୍ଯ୍ୟ କରିଛନ୍ତି।
Special report
ଶେଷ ରେ ଜୀବନ ସଂଗ୍ରାମ ରେ ହାରି ଯାଇଥିଲେ ମୁରଲୀ।ସମସ୍ତ ଙ୍କୁ ଛାଡ଼ି ସେ ଆରପାରି କୁ ଚାଲି ଯାଇଥିଲେ।ଏବେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।
ସେମାନେ ବହୁତ ଋଣ କରି ଦେଇଛନ୍ତି।ଯାହାକୁ ଶୁଝିବା ମଧ୍ୟ ଅସମ୍ଭବ।ସେଥିପାଇଁ ଗାଁ ର ପ୍ରତ୍ୟେକ ଲୋକ ମାନେ କହିଛନ୍ତି କି ସରକାର ତାଙ୍କୁ କିଛି ସାହାର୍ଯ୍ୟ କରନ୍ତୁ।ତାଙ୍କ ଦୁଃଖ କଷ୍ଟ କୁ ଟି କେ ବୁଝନ୍ତୁ।ତାଙ୍କ ସାନ ଝିଅ ର ବିବାହ ପାଇଁ କିଛି ଆର୍ଥିକ ସହାୟତା ଦେଲେ ସେ ବହୁତ ଖୁସି ହେବେ।

Advertisement