Nov 12, 2023, 13:17 IST

ଦୀପାବଳି ଆଗରୁ ଯୁବତୀ ଙ୍କୁ କାଜୁ ଜଙ୍ଗଲ ଟେକି ନେଇ ଧର୍ଷଣ, ପରେ ହେଲା ମେଡିକାଲ୍ ରେ ଭର୍ତି

Special report

ନମସ୍କାର ପାଠକ ବନ୍ଧୁ।ଏବେ ଆମ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଜଣେ ଦି-ବ୍ୟା-ଙ୍ଗ ଯୁବତୀ ଙ୍କୁ ନିର୍ମମ ଭାବେ ଦୁ-ଷ୍କ-ର୍ମ କରା ଯାଇଛି।ଯୁବତୀ ଜଣକ ପିଲା ବେଳୁ ଦି-ବ୍ୟା-ଙ୍ଗ ଥିଲେ।
Special report
ହେଲେ ତାଙ୍କ ସହିତ କିଛି ଏଭଳି ଘଟିଛି ଯାହାକୁ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ସୋର ନିକଟବର୍ତ୍ତୀ ଅଞ୍ଚଳ ରେ।ଦୀର୍ଘ ଦୁଇ ଘଂଟା କାଳ ଯୁବତୀ ଙ୍କୁ ଦୁ-ଷ୍କ-ର୍ମ କରା ଯାଇଛି।
ସୂଚନା ଅନୁସାରେ ଯୁବତୀ ଜଣକ କିଛି ସମୟ ଅତିବାହିତ କରିବା ପାଇଁ ନିଜ ଭଉଣୀ ଘର କୁ ବୁଲିବାକୁ ଯାଇଥିଲେ।ଯୁବତୀ ଜଣକ ର ଆଖି କୁ ଦେଖା ଯାଏ ନାହିଁ।
କି କାନ କୁ ଠିକ୍ ରୂପେ ଶୁଣା ଯାଏ ନାହି।ଘରେ ତାଙ୍କ ଭଉଣୀ ନ ଥିବା ବେଳେ ସେହି ଗ୍ରାମ ର ବାୟା ଓ ଅନ୍ୟ ଜଣେ ଯୁବକ ତାଙ୍କୁ ଫୁସୁଲା ଫୁସୁଲି କରି ଗୋଟିଏ ଜଙ୍ଗଲ କୁ ନେଇ ଯାଇଥିଲେ।ସେଠାରେ ସେମାନେ ଦିନ ୧୦ ଟା ରୁ ୧୨ ଟା ଯାଏଁ ଯୁବତୀ ଙ୍କୁ ଦୁ-ଷ୍କ-ର୍ମ କରିଥିଲେ।ଯୁବତୀ ଙ୍କ ଚିତ୍କାର ଗାଁ ଲୋକ ମାନେ ଶୁଣି ପାରି ନ ଥିଲେ।
Special report
ଯାହା ଫଳ ରେ ଯୁବତୀ ଙ୍କୁ ଦୁଇ ଜଣ ଯୁବକ ବଳାତ୍କାର କରି ଚାଲିଲେ।ଯୁବତୀ ଜଣକ କିଛି ବୁଝି ପାରୁ ନ ଥାଆନ୍ତି।କେବଳ ଜୋର୍ ରେ ଜୋର୍ ରେ ଚିତ୍କାର କରି ଚାଲୁ ଥିଲେ।
ଏହା ପରେ ଯୁବତୀ ଙ୍କ ଭିଣୋଇ କିଛି ଦିନ ପରେ ସବୁ କିଛି ଜାଣି ପାରିଲେ।ସେ ଏ ବିଷୟ ରେ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ।ଥାନା ବାବୁ ମାନେ ଏ ବିଷୟ ରେ ତଦନ୍ତ କରିବାକୁ ଆରମ୍ଭ କରିଥିଲେ।ଶେଷ ରେ ସବୁ କିଛି ସତ ଜଣା ପଡି ଯାଇଥିଲା।
ପୋଲିସ ବାୟା ନାମକ ଅଭିଯୁକ୍ତ ଙ୍କୁ ଗିରଫ କରି ଏବେ ଜେଲ ରେ ପୁରାଇ ଦେଇଛନ୍ତି।ହେଲେ ଅନ୍ୟ ଜଣେ ଅଭିଯୁକ୍ତ କୁ ଏ ଯାଏଁ ଧରା ଯାଇ ନାହିଁ।ସେ ଏବେ ଫେରାର ଅଛନ୍ତି।ଖୁବ୍ ଶୀଘ୍ର ତାଙ୍କୁ ପୋଲିସ ଗିରଫ କରିବ ବୋଲି ଶୁଣା ଯାଉଛି।

Advertisement