Apr 18, 2024, 10:39 IST

୮ ବର୍ଷ ଆଗରୁ ଦିନେଶ କାର୍ତ୍ତିକ ଙ୍କ ସ୍ତ୍ରୀ ଦେଇଥିଲା ଧୋକା...ଏବେ ହଜାରେ କୋଟି ର ମାଲିକ ହୋଇ ନୂଆ ବାହା ହେଲେ କାର୍ତ୍ତିକ..

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ କ୍ରିକେଟ ଜଗତ ର ଅନେକ ଏପରି ଖେଳାଳି ଅଛନ୍ତି ଯେଉଁ ମାନେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ଆଜି ଆମେ ସେଭଳି ଜଣେ କ୍ରିକେଟର ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଭଲ ଭାବେ ଜାଣି ଥିବେ।
ସେ ଅନ୍ୟ କେହି ନୁହନ୍ତି ସେ ହେଉଛନ୍ତି ଦିନେଶ କାର୍ତ୍ତିକ।ତାଙ୍କ ଜୀବନ ରେ ଅନେକ ଦୁଃଖ ଆସିଚି।ହେଲେ ସବୁ ଦୁଃଖ କୁ ସେ ମୁଣ୍ଡ ପାତି ସହି ଯାଇଛନ୍ତି।ହେଲେ ଏତେ ଦିନ ର ଅପେକ୍ଷା ପରେ ତାଙ୍କ ଜୀବନ ରେ ପୁଣି ଥରେ ଖୁସି ମିଳିଚି।
Ju
ସୂଚନା ଅନୁସାରେ ଆପଣ ମାନେ ସମସ୍ତେ ଜାଣି ଥିବେ ଦିନେଶ କାର୍ତ୍ତିକ ଙ୍କୁ।ଯିଏ କି ବିବାହ କରି ବହୁତ କଷ୍ଟ ଭୋଗିଛନ୍ତି।ତାଙ୍କ ପ୍ରଥମ ପତ୍ନୀ ଙ୍କ ନାମ ହେଉଚି ନିକିତା ବଞ୍ଜର।ଯିଏ କି ଦେଖିବାକୁ ଖୁବ୍ ସୁନ୍ଦର ଥିଲେ।
ହେଲେ ସେ ଦିନେଶ ଙ୍କ ସାଙ୍ଗ ଙ୍କୁ ପ୍ରେମ କରୁ ଥିଲେ।ଏହାକୁ ପରେ ଦିନେଶ ଜାଣିବା ପରେ ତାଙ୍କୁ ସେ ଛାଡ ପତ୍ର ଦେଇ ଥିଲେ।ସେ ଏବେ ଦିନେଶ ଙ୍କ ସାଙ୍ଗ ଙ୍କୁ ବିବାହ କରି ତାଙ୍କ ସହିତ ରହୁଛନ୍ତି।ସେହି ସମୟ ଠାରୁ ତାଙ୍କ ଜୀବନ ରେ ଅନେକ ଦୁଃଖ ଥିଲା।
ନିଜ ଦୁଃଖ କଷ୍ଟ କୁ ସେ ସବୁବେଳେ ନିଜ ମନ ଭିତରେ ଚାପି ରଖୁଥିଲେ।ହେଲେ ଏହି ସମୟ ରେ ତାଙ୍କ ସାହାରା ବନିଥିଲେ ଦୀପିକା ପଲ୍ଲୀକନ।ଧୀରେ ଧୀରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସଂପର୍କ ବଢିବାରେ ଲାଗିଲା।ଦୀପିକା ଦିନେଶ ଙ୍କୁ ଖୁବ୍ ଭଲ ପାଇଲେ।
Kj
ସାରା ଜୀବନ ସାଥିରେ ରହିବେ ବୋଲି କଥା ଦେଇ ଥିଲେ।ସେ ଦିନେଶ ଙ୍କ ଜୀବନ କୁ ଆସିବା ପରେ ତାଙ୍କ ଜୀବନ ରେ ଅନେକ କିଛି ପରିବର୍ତ୍ତନ ହୋଇଚି।ଆଜି ସେ ବହୁତ ଖୁସି ଅଛନ୍ତି।ଯେଉଁ ଦୁଃଖ ତାଙ୍କ ଜୀବନ ରେ ସବୁବେଳେ ରହିଥିଲା।
ଆଜି ତାହା ଶେଷ ହୋଇ ଯାଇଛି।ତାଙ୍କ ପ୍ରଥମ ପତ୍ନୀ ତାଙ୍କ ପିଲା ଦିନ ର ସାଥି ଥିଲେ ସତ ହେଲେ ସେ ଦିତୀୟ ପତ୍ନୀ ତାଙ୍କ ଜୀବନ ରେ ଅନେକ ଖୁସି ଭରି ଦେଇଛନ୍ତି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement