Feb 3, 2024, 11:03 IST

ଦିନେ ଭାରତ ବିଶ୍ଵକପ ଜିତିଲେ ଲ'ଙ୍ଗଳା ହେବି କହିଥିବା ମଡେଲ ଙ୍କ ଆଜି ସକାଳୁ ସକାଳୁ ହେଇଗଲା ମୃତ୍ୟୁ ... ଦେଖନ୍ତୁ କଣ ଥିଲା ଘଟଣା...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁନମ ପାଣ୍ଡେ ଙ୍କ ପରଲୋକ ଘଟିଛି। ଏବେ ତାଙ୍କର ଫ୍ୟାନ୍ସ ଓ ପରିବାର ଲୋକ ସଂପୂର୍ଣ୍ଣ ଭାବରେ ସ୍ତବ୍ଧ ହୋଇ ଯାଇଛନ୍ତି। ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ ଚେହେରା ହେଉଛନ୍ତି ପୁନମ୍ ପାଣ୍ଡେ।
Special report
ନିଜର ବୋଲ୍ଡ ଅବତାର ନେଇ ସବୁବେଳେ ସୋସିଆଲ ମିଡିଆ ହେଉ ଅବା ଟିଭି ପରଦା ଉପରେ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେ ଙ୍କ ପରଲୋକ ହୋଇଛି। ଏନେଇ ଅଭିନେତ୍ରୀ ଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ରେ ସୁଚନା ଦିଆ ଯାଇଛି।
ତାଙ୍କର ଏଭଳି ଅକସ୍ମିତ ଭାବରେ ମୃ-ତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। କାରଣ ଏହାକୁ କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ଗ-ର୍ଭା-ଶୟ କର୍କଟ ରୋଗରେ ଦୀର୍ଘଦିନ ଧରି ପୀଡ଼ିତ ହୋଇ ଥିଲେ ପୁନମ।
ଆଉ ଏବେ ତାଙ୍କର ମୃ-ତ୍ୟୁ ହୋଇଛି। ସୁଚନା ମୁତାବକ ଦୀର୍ଘଦିନ ଧରି ପୁନମ ଗ-ର୍ଭା-ଶୟ କର୍କଟ ରୋଗରେ ପୀଡିତ ଥିଲେ। ଶୁକ୍ରବାର ଦିନ ସକାଳେ ଉତ୍ତରପ୍ରଦେଶ ରେ ତାଙ୍କ ଘରେ ପୁନମ ଙ୍କ ମୃ-ତ୍ୟୁ ହୋଇଛି।
Special report
ତାଙ୍କର ଟିମ୍ ଅଧିକାରୀ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ଜଣାଇଛନ୍ତି। ଯେଉଁଥିରେ ଲେଖା ଥିଲା କି "ଆଜି ସକାଳ ଆମ ମାନଙ୍କ ପାଇଁ ଖୁବ୍ ଦୁଃଖ ପୂର୍ଣ୍ଣ ଅଟେ କାରଣ ଆମେ ଆମର ପ୍ରିୟ ପୁନମ ଙ୍କୁ ହରାଇ ବସିଛୁ।
"ପୁନମ୍ ଅନେକ ଦିନ ହେବ ଗ-ର୍ଭା-ଶୟ କର୍କଟ ରୋଗରେ ପୀଡିତ ଥିଲେ। ଆଜି ସକାଳେ ହିଁ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଖୁବ ଶୀଘ୍ର ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯିବ।
ଏହି ପୋଷ୍ଟ ଦେଖିବା ପରେ ତାଙ୍କର ଫ୍ୟାନ ମାନେ ବିଶ୍ବାସ କରି ପାରୁ ନାହାଁନ୍ତି। ପ୍ରତିକ୍ରିୟା ଦେଇ ସେମାନେ ପ୍ରଶ୍ନ କରିଛନ୍ତି କି ଏହା କଣ ପ୍ରକୃତରେ ବାସ୍ତବ ଖବର। କେତେଜଣ ଏହାକୁ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି।
ସେମାନେ ଭାବୁଛନ୍ତି କି ବୋଧ ହୁଏ ଗ-ର୍ଭା-ଶୟ କର୍କଟ ର କୌଣସି ପ୍ରକାରର ଫିଲ୍ମ ରେ ଅଭିନୟ କୁ ନେଇ ପୁନମ ଏଭଳି ପୋଷ୍ଟ କରିଛନ୍ତି। କାହିଁକି ନା ତାଙ୍କୁ ୨୯ ତାରିଖରେ ଦେଖିବାକୁ ମିଳିଥିଲା। ହେଲେ ଏହି ଖବର କିନ୍ତୁ ସତ ବୋଲି ଜଣା ପଡିଛି।

Advertisement