Jan 6, 2024, 19:09 IST

ଦିନ ମଜୁରିଆ ଯୁବତୀଙ୍କ ସହ ଦେଖନ୍ତୁ ଏହି ଯୁବକ ଜଣଙ୍କ ପାଲତଳେ କରିଦେଲେ ଏମିତି - Exclusive

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଯୁଗରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏଭଳି ନିର୍ଲଜ୍ଜ କାମ କରିଥାନ୍ତି ।
Special Report
ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମନରେ ଅନେକ କଥା ଭାବିବେ । ଏହି ଖବର ହେଉଛି କି ଦାଦନ ଶ୍ରମିକ ସହ ଏଭଳି କାମ କରିଛନ୍ତି କିଛି ଦୁବୃର୍ତ୍ତ । ଏହି ଦୁର୍ବୃତ୍ତ ମାନେ ଦାଦନ କରୁଥିବା ଯୁବତୀଙ୍କ ସହିତ ଏଭଳି କାମ କରିଛନ୍ତି । 
ଦାଦନ ଖଟି ନିଜ ଘର ପ୍ରତିପୋଷଣ କରିଥାନ୍ତି ଏହି ମହିଳା ମାନେ କିନ୍ତୁ ତାଙ୍କ ସହିତ ଏଭଳି କାମ କରିବା ଏହି ସମାଜ ନିନ୍ଦନୀୟ ଅଟେ । ଦିନ ମଜୁରିଆ ଯୁବତୀଙ୍କୁ ଜରି ପାଲ ତଳେ ଦୁ-ଷ୍କ-ର୍ମ କରିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ ।
Special Report
ଏହି ଦୂର୍ବୁର୍ତ୍ତ ମାନେ ମହିଳାମାନଙ୍କ ସହିତ ଖରାପ କାମ କରିବାକୁ ଆସିଥିଲେ । ସେମାନେ ରାତିରେ ଏଭଳି କରିବାକୁ ଆସିଥିଲେ ଆଉ ସେହି ସମୟରେ ସେମାନେ ଚିତ୍କାର କରିବା ଦ୍ଵାରା ସେମାନେ ପଳାଇ ଯାଇଥିଲେ । 
ଆଉ ତାପରେ ପୁଣି ସେମାନେ ଆଉ ଥରେ ଆସିଥିଲେ । ଆଉ ତାଙ୍କୁ ମାରିଦେବେ ବୋଲି କହିଥିଲେ । ତାଙ୍କ ଠାରୁ ଟଙ୍କା ବି ନେଇଥିଲେ । ତାଙ୍କ ସହ ଏଭଳି କାମ କରିଥିଲେ ।
Special Report
ଏହି ଘଟଣା ଘଟିଛି ନୂଆପଡା ଜିଲ୍ଲା କୁଲିଙ୍ଗମାଲ ଗାଁରେ ଏହି ଘଟଣା ଘଟିଥିଲା । ସେହି ଗାଁ କୁ ଦୁର୍ବୃତ୍ତମାନେ ଆସିଥିଲେ ଆଉ ସେମାନେ ପୁରୁଷମାନଙ୍କୁ ଆକ୍ରମଣ କରିବା ସହିତ ମହିଳାମାନଙ୍କ ସହିତ ଦୁ-ଷ୍କ-ର୍ମ କରିବାକୁ ଉଦ୍ୟମ କରିଥିଲେ । 
ରାତି ୧୦ ଟା ସମୟରେ ଏଭଳି ଘଟଣା ଘଟିଥିଲା । ଆଉ ସେହି ସମୟରେ ସେଠାରେ ଗାଁ ଲୋକ ପହଞ୍ଚିଥିଲେ ଆଉ ବୁଝାବୁଝି କରିବା ପରେ ସେଠାରୁ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ । ପୁଣି ଆଉ ଥରେ ରାତି ୧ଟା, ୨ଟା ବେଳକୁ ଦୁର୍ବୃତ୍ତମାନେ ସୁଯୋଗ ପାଇ ଆସିଥିଲେ ।
ସେମାନେ ମରଣାନ୍ତକ ଅସ୍ତ୍ର ଆଣି ମହିଳାମାନଙ୍କ ସହିତ ଜୋର୍ ଜବରଦସ୍ତ କରିଥିଲେ ଆଉ ପୁରୁଷମାନଙ୍କୁ ଆକ୍ରମଣ ବି କରିଥିଲେ । ଏବେ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Advertisement