Jan 6, 2024, 18:22 IST

ଦିବ୍ୟାଙ୍ଗ ଛୁଆ ଜନ୍ମ ହେଲା ବୋଲି ସ୍ତ୍ରୀକୁ ଛାଡିଦେଲା ସ୍ଵାମୀ ଦେଖନ୍ତୁ ସ୍ତ୍ରୀ ଖୋଲିଲେ ସବୁ ଗୁମର

Special Report

ନମସ୍କାର ପାଠକ ବନ୍ଧୁ।ଦିବ୍ୟାଙ୍ଗ ଛୁଆ କୁ ଛାଡି ଚାଲି ଗଲା ବାପା।ବାପା ମା ପାଇଁ ନିଜ ପିଲା ସବୁବେଳେ ସମାନ।ପିଲା ଟି ଯେତେ ଖରାପ ହେଲେ ବି ବାପା ମା ତାକୁ ସବୁବେଳେ ପାଖରେ ରଖନ୍ତି।ହେଲେ ଜଣେ ବାପା ନିଜ ପ୍ରଥମ ପିଲା ଦିବ୍ୟାଙ୍ଗ ହୋଇ ଥିବା କାରଣ ରୁ ନିଜ ପତ୍ନୀ ଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଛନ୍ତି।
Special Report
ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଅର୍ନ୍ତଗତ ବିଦ୍ୟାଧରପୁର ଗାଁ ରେ।ଏଠାରେ ସଞ୍ଜନା ବେବି ୨୦୧୭ ମସିହା ରେ ପ୍ରେମ କରି ଅମର ଅଲ୍ଲୀ ଙ୍କୁ ବିବାହ କରିଥିଲେ।ବିବାହ ପରେ ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା।
ପରିବାର ଲୋକେ ରାଜି ନ ଥିବା ରୁ ସେ ସଞ୍ଜନା ଙ୍କୁ ନେଇ ହାଇଦ୍ରାବାଦ୍ ରେ ରଖିଥିଲେ।ପୁଅ ଜନ୍ମ ହେବାର ଦୁଇ ବର୍ଷ ପରେ ଜଣା ପଡି ଥିଲା କି ପୁଅ ଟି ଦିବ୍ୟାଙ୍ଗ।ସେଥିପାଇଁ ସେମାନେ ଦିତୀୟ ପିଲା କରିଥିଲେ।ହେଲେ ତାହା ମଧ୍ୟ ଝିଅ ଟି ଜନ୍ମ ହୋଇ ଥିଲା।
Special Report
ସେଥିପାଇଁ ଅମର ଙ୍କ ପରିବାର ଲୋକେ ତାଙ୍କୁ କହିଥିଲେ କି ତୁ ତୋ ପ୍ରଥମ ପତ୍ନୀ କୁ ଛାଡି ଦିତୀୟ ବିବାହ କର।ଭଲ ପିଲା ଜନ୍ମ ହେବ।ଏ କଥା ରେ ଅମର ମଧ୍ୟ ରାଜି ହୋଇ ଯାଇଥିଲା।ସେ ସଞ୍ଜନା ଙ୍କୁ ନେଇ ନିଜ ବାପ ଘରେ ଛାଡ଼ି ଦେଇ ଆସି ଥିଲା।ସେଠାରେ ମଧ୍ୟ ବେଳେ ବେଳେ ଯାଇ ଖୁବ୍ ମାରୁଥିଲା।
ଏହା ପରେ ଦିନେ ହଟାତ ଶୁଣିବାକୁ ମିଳି ଥିଲା କି ଅମର ଦିତୀୟ ବିବାହ କରିଛନ୍ତି।ଏହାକୁ ପ୍ରତିବାଦ କରି ସଞ୍ଜନା ଏବେ ଥାନା ର ଦ୍ବାରସ୍ଥ ହୋଇ ଛନ୍ତି।ତାଙ୍କ ସ୍ଵାମୀ ଙ୍କ ଏଭଳି କାର୍ଯ୍ୟ କୁ ସେ ନିନ୍ଦା କରିଛନ୍ତି। ଅମର ଙ୍କ ଘର ଆଗରେ ଏବେ ସେ ନ୍ୟାୟ ପାଇବା ଆଶାରେ ବସି ରହୁଛନ୍ତି।
Special Report
ହେଲେ ଅମର କି ତାଙ୍କ ପରିବାର ଲୋକେ ତାଙ୍କ ଆଡ଼କୁ ଦେଖି ନାହାଁନ୍ତି।ସେମାନେ ତାଙ୍କ ପୁଅ ର ଦିତୀୟ ବିବାହ କରି ଏବେ ବହୁତ ଖୁସି ରେ ଅଛନ୍ତି।ତାଙ୍କ ପ୍ରଥମ ପୁଅ ଦିବ୍ୟାଙ୍ଗ ହେବା କଥା ଜାଣିବା ସମୟ ରେ ସଞ୍ଜନା ନଅ ମାସ ର ଗ-ର୍ଭ-ବ-ତୀ ଥିଲେ।
Special Report
ଏହି ସମୟ ରେ ସଞ୍ଜନା ତାଙ୍କୁ ନେଇ ବାଲେଶ୍ଵର ଷ୍ଟେସନ ରେ ଛାଡି ଦେଇ ଆସି ଥିଲେ।କୌଣସି ପ୍ରକାର ସଞ୍ଜନା ନିଜ ଘର କୁ ଚାଲି ଆସିଲେ।ଏହା ପରେ ତାଙ୍କ ଗ-ର୍ଭ ରୁ ଗୋଟିଏ ଝିଅ ଟି ଜନ୍ମ ହୋଇ ଥିଲା।ତାକୁ ଦେଖିବା ପାଇଁ ମଧ୍ୟ ତାର ବାପା ଆସି ନ ଥିଲେ।
ଏବେ ସଞ୍ଜନା ନିଜ ପିଲା ଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ସ୍ବାମୀ ଙ୍କ ଘର ସାମନା ରେ ବସି ରହିଛନ୍ତି।ବସ୍ତା ଥାନା ରେ ଏ ନେଇ ଅଭିଯୋଗ କରିଛନ୍ତି।ପ୍ରଥମ ପତ୍ନୀ ଥାଉ ଥାଉ ସେ ଦିତୀୟ ବିବାହ କରି ଛନ୍ତି।ଏ ନେଇ ଥାନା ରେ ତଦନ୍ତ ଆରମ୍ଭ ହୋଉଛି।

Advertisement