Jan 30, 2024, 15:52 IST

ଦିବାକର ର ଅଜବ ପ୍ରେମ : ୩୫ ବର୍ଷୀୟା ପ୍ରେମିକା ସହ ସମ୍ପର୍କ ପଡ଼ିଗଲା ମହଙ୍ଗା, ଘର ଆଗରେ ଡେଉଁଛି ପ୍ରେମିକା..

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପ୍ରେମ କରି ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଶେଷ ରେ ଅନ୍ୟ ଜଣେ ଝିଅ କୁ ବିବାହ କରିବା ପାଇଁ ଯାଉ ଥିଲେ ଯୁବକ।ଯାହାକୁ ନେଇ ଏବେ ଅନେକ କଥା ଶୁଣା ଯାଉଚି।
Special report
ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଗୋଳଗଳା ଗାଁ ରେ।ସେଠାରେ ଦିବାକର ନାମକ ଜଣେ ୨୬ ବର୍ଷୀୟ ଯୁବକ ଗତ ପାଞ୍ଚ ବର୍ଷ ତଳେ ମିନାକ୍ଷୀ ନାମକ ଝିଅ କୁ ପ୍ରେମ କରିଥିଲେ।ଏବେ ତାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀ ଙ୍କୁ ବାହା ହେବାକୁ ଯାଉଥିଲେ।
ସୂଚନା ଅନୁସାରେ ମିନାକ୍ଷୀ ଓ ଦିବାକର ଗତ ପାଞ୍ଚ ବର୍ଷ ତଳେ ଦେଖା ହୋଇ ଥିଲେ।ସେମାନେ ପରସ୍ପର କୁ ଖୁବ୍ ଭଲ ପାଉ ଥିଲେ।ଦିବାକର ମିନାକ୍ଷୀ ଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।
ହେଲେ ଗାଁ କୁ ଆସି ସେ ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ କରିବା ପାଇଁ ଯାଉ ଥିଲେ।ଏହାକୁ ଜାଣି ପାରି ଥିଲେ ମିନାକ୍ଷୀ।ସେ ସେଠାକୁ ଆସି ଦିବାକର ଓ ତାଙ୍କ ପରିବାର ଆଗରେ ଧାରଣା ରେ ବସି ଛନ୍ତି।ବେଦୀ ସଜା ସରି ଯାଇଥିଲା।ହେଲେ ଠିକ୍ ସମୟ ରେ ମିନାକ୍ଷୀ ଆସି ଏହି ବିବାହ କୁ ଭାଙ୍ଗି ଦେଇଥିଲେ।
Special report
ଅନ୍ୟ ପଟେ ଦିବାକର ବିବାହ କରୁଥିବା କନ୍ୟା ଙ୍କ ର ଅନ୍ୟ ସ୍ଥାନ ରେ ବିବାହ ହୋଇ ଯାଇଚି।ଏହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ପାଞ୍ଚ ବର୍ଷ ର ପ୍ରେମ କୁ ଭୁଲି ଦିବାକର ଅନ୍ୟ ସ୍ଥାନ ରେ ବିବାହ କରିବା ପାଇଁ ଯାଉ ଥିଲେ।
ହେଲେ ମିନାକ୍ଷୀ ଏହାକୁ କରିବା ପାଇଁ ଦେଇ ନ ଥିଲେ।ଦିବାକର ଙ୍କ ଘରେ ଏପରି କିଛି ହୋଇ ଥିବା ଦେଖି ଗାଁ ଲୋକ ମାନେ କହୁଛନ୍ତି କି ସେ ଟୋକା ଏପରି କିଛି କରିବ ବୋଲି ଆମେ ଭାବି ନ ଥିଲୁ।ନିଜ ଠାରୁ ନଅ ବର୍ଷ ର ଝିଅ କୁ ପ୍ରେମ କରୁଥିଲା।
ଦୁଇ ଦୁଇ ଟି ଝିଅ ର ଜୀବନ ବର୍ବାଦ କରିବାକୁ ବସି ଥିଲା ଦିବାକର।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।ମିନାକ୍ଷୀ ଏବେ ଦିବାକର ଙ୍କ ଘର ସାମ୍ନା ରେ ଧାରଣା ରେ ବସିଛନ୍ତି।ଏବେ ଦେଖିବାକୁ ବାକି ରହିଲା ମିନାକ୍ଷୀ ଦିବାକର ଙ୍କୁ ବିବାହ କରିଛନ୍ତି କି ନାହିଁ।

Advertisement