Sep 25, 2023, 18:32 IST

ଦିଅରକୁ ଭଲ ପାଇ ସ୍ୱାମୀକୁ ମାରିଦେଲା ସ୍ତ୍ରୀ ଦେଖନ୍ତୁ କେମିତି ପରକୀୟା ପ୍ରୀତିକୁ ନେଇ ଆସିଲା ସାଙ୍ଘାତିକ ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ବିଷୟରେ ଜାଣିପାରିବେ । ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକା ଯୁଗରେ ମହିଳାମାନେ ଏଭଳି କିଛି ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । 
ସମାଜରେ ଏହିଭଳି ମହିଳା ରହିଲେ ସମାଜ କଳୁଷିତ ହୋଇଥାଏ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ । ଏହି ଖବର ହେଉଛି ଜଣେ ମହିଳା ନିଜ ସ୍ବାମୀ ଥାଉ ଥାଉ ଦିଅର ସହ କରୁଥିଲା ରାସଲୀଳା ।
Special report
ଆଉ ଏହି ବିଷୟରେ ସ୍ଵାମୀ ଜାଣିବା ପରେ ସ୍ତ୍ରୀକୁ ବାରଣ କରିଥିଲା କିନ୍ତୁ ଏହି ସ୍ତ୍ରୀ ଜଣକ ସ୍ୱାମୀର କୌଣସି କଥା ମାନିଲା ନାହିଁ । ଏହି ମହିଳା ଜଣକ ଦିଅରକୁ ପ୍ରେମ କରି ତାସହ ଶା-ରି-ରୀ-କ ସମ୍ପର୍କ ରଖିଛି । ଆଉ ସ୍ବାମୀ ବାଧା ଦେବାରୁ ସ୍ବାମୀଙ୍କୁ ହ-ତ୍ୟା କରିଲା ଏହି ନିର୍ଲଜ୍ଜ ସ୍ତ୍ରୀ । 
ଏହିଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଗୁଗୁଆ ଗ୍ରାମର ଭାଗଡିହିରେ । ଦିଅର ସହ ସବୁବେଳେ ଅବୈଧ ପ୍ରେମ ସଂପର୍କ ରଖୁଥିଲା ସ୍ତ୍ରୀ ଆଉ ସ୍ବାମୀ ଜଣକ ବାଧକ ସାଜୁଥିଲା । ଶେଷରେ ଏହି ବିବାହିତା ମହିଳା ଜଣକ ନିଜ ସ୍ବାମୀଙ୍କୁ ମାରି ମଥାରୁ ସିନ୍ଦୂର ପୋଛି ଦେଲେ ।
Special report
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଭାଗଡିହିର ସୁଜିତ୍ କୁମାର ସାହୁ ଚାରି ବର୍ଷ ପୂର୍ବେ ନରେନ୍ଦ୍ର ଗ୍ରାମର ଅନିତା ସାହୁଙ୍କୁ ବିବାହ କରିଥିଲେ । ଆଉ ବିବାହ ପୂର୍ବରୁ ଏହି ମହିଳା ଜଣକ ତାଙ୍କ ଦିଅର ସହ ପ୍ରେମ ସମ୍ପର୍କରେ ଥିଲେ ।
ସ୍ବାମୀ ଘରେ ପ୍ରାୟ ରହୁ ନଥିଲେ ସେଥିପାଇଁ ଏହି ସ୍ତ୍ରୀ ଜଣକ ତାର ଦିଅର ସହ ଶାରିରୀକ ସମ୍ପର୍କ ରଖୁଥିଲେ ।ପ୍ରେମରେ ଅନ୍ଧ ହୋଇ ଏହି ମହିଳା ଜଣକ ତାର ସ୍ୱାମୀଙ୍କୁ ଜୀବନରୁ ମାରିବାକୁ ପଛାଇଲା ନାହିଁ । ଏହି ସ୍ବାମୀ ଜଣକ ୨୦ ତାରିଖ ଦିନ ଡ୍ରେନରେ ପଡ଼ି ଯାଇଥିଲେ ।
ଆଉ ତାଙ୍କୁ ଅଚେତ୍ ଅବସ୍ଥାରେ ସ୍ତ୍ରୀ ଜଣକ ଘରକୁ ନେଇଥିଲେ । ଏହାର ସୁଯୋଗ ନେଇ ସେ ତାଙ୍କ ସ୍ବାମୀଙ୍କ ମୁଣ୍ଡରେ ମାରି ତାଙ୍କୁ ହ-ତ୍ୟା କରିଥିଲା । ଏହାପରେ ଦିଅରକୁ ଡାକି ପ୍ରମାଣ ନଷ୍ଟ କରି ଦେଇଥିଲେ । ଏହାପରେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ପରେ ସତ କଣ ଜଣା ପଡିଥିଲା ଆଉ ଏହି ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ ।

Advertisement