Updated: Mar 6, 2024, 19:17 IST

କାହିଁକି ଏମିତି ପୋଷ୍ଟ କଲେ ଆପଣଙ୍କ ଲୋକପ୍ରିୟ କ୍ରିକେଟର Mahendra Singh Dhoni ଜାଣନ୍ତୁ ସତ

Viral video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ କ୍ରିକେଟ ଜଗତକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ଜାଣିଥିବେ । ଏହି କ୍ରିକେଟର ଜଣକ ବହୁତ ସୁନ୍ଦର ଖେଳ ଖେଳିଥାନ୍ତି । ଏବେ ଏହି କ୍ରିକେଟର ଜଣଙ୍କୁ ନେଇ କିଛି ଖବର ଆସିଛି ।
Dhoni
ଏବେ କ୍ରିକେଟର ମହେନ୍ଦ୍ର ସିଂ ଧୋନି କିଛି ପୋଷ୍ଟ କରିଛନ୍ତି ଆଉ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସେ ଭିନ୍ନ ଅବତାର ନେଇପାରନ୍ତି । ଏବେ ଧୋନିଙ୍କ ଏହି ପୋଷ୍ଟକୁ ନେଇ ସସପେନ୍ସ ଜାରି ହୋଇଛି ।
ଧୋନିଙ୍କ ଫ୍ୟାନ୍ସମାନଙ୍କ ମନରେ ଏନେଇ ଅନେକ ପ୍ରଶ୍ନ ଆସୁଛି । ନୂଆ ସିଜିନରେ ନୂଆ ଭୂମିକାରେ ନଜର ଆସିବେ କ୍ରିକେଟର ମହେନ୍ଦ୍ର ସିଂ ଧୋନି । ଏହି ପୋଷ୍ଟ ଅନ୍ୟ କେହି ନୁହେଁ ବରଂ କ୍ରିକେଟର ମହେନ୍ଦ୍ର ସିଂ ଧୋନି ନିଜେ ପୋଷ୍ଟ କରିଛନ୍ତି ।
ତାଙ୍କର ଏହି ପୋଷ୍ଟକୁ କ୍ରିକେଟର ଜଣଙ୍କର ଫ୍ୟାନ୍ସ ଅନେକ ମାତ୍ରାରେ ପସନ୍ଦ କରିଛନ୍ତି । ଆଉ ଏହାସହ ଏହି ପୋଷ୍ଟଟିକୁ ସେୟାର ମଧ୍ୟ କରିଛନ୍ତି । କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ପୋଷ୍ଟ ଉପରେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି ।
Dhoni
ପ୍ରଂଶସକମାନେ କମେଣ୍ଟ ଦେଇଛନ୍ତି ଆଉ ଅନେକ ସପୋର୍ଟ ମଧ୍ୟ କରିଛନ୍ତି । ଏହି ପୋଷ୍ଟ ଏବେ ଦର୍ଶକମାନଙ୍କ ମନରେ ଅନେକ ସସପେନ୍ସ ଆଣିଛି । ସେ ଆଗାମୀ ଦିନରେ ଭାରତୀୟ ଟିମ୍ ପାଇଁ ଅନେକ କିଛି କରିବେ ବୋଲି ଜଣାପଡିଛି । ସେ କିଛି ନୂଆ ରୋଲ ବିଷୟରେ ପୋଷ୍ଟ କରିଛନ୍ତି ।
ଏହି ନୂଆ ରୋଲ୍ ବିଷୟରେ ସେ ପୋଷ୍ଟ କରିଛନ୍ତି କିନ୍ତୁ ତାଙ୍କର ନୂଆ ରୋଲ୍ କଣ ହେବ ତାହା ସେ ଲେଖି ନାହାଁନ୍ତି । ମହେନ୍ଦ୍ର ସିଂ ଧୋନି ୨୦୨୦ ମସିହା ଅଗଷ୍ଟ ମାସରେ କ୍ରିକେଟ ଜଗତରୁ ଅବସର ନେଇଥିଲେ ।
କିନ୍ତୁ ସେ ଆଇପିଏଲରେ ନଜର ଆସିଥିଲେ । ସେ ଚେନ୍ନାଇ ସୁପର କିଙ୍ଗସକୁ ୫ ଥର ଜିତାଇଛନ୍ତି । ଆଉ ତାଙ୍କ ନାଁ ବହୁତ ଅଧିକ ଖ୍ୟାତ ହୋଇଛି । ସେ ମୋଟ ୩୩୨ ମ୍ୟାଚରେ ସେ ଭାରତର ଟିମକୁ ସମ୍ଭାଳିଛନ୍ତି । ସେ ଅନେକ ମ୍ୟାଚ୍ ଖେଳିଛନ୍ତି । ଆଉ ଏବେ ତାଙ୍କର ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ହେଉଛି ।

Advertisement