Dec 26, 2023, 17:33 IST

ସାରା ବିଶ୍ବରେ ନାଁ କରିବାରେ ସଫଳ ହୋଇଥିବା ବେଳେ ସଫଳତା ପଛରେ ପୁରୁଣା ପ୍ରେମିକାଙ୍କ ହାତ !!! ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ପ୍ରତ୍ୟେକ ପୁରୁଷଙ୍କ ସଫଳତା ପଛରେ ମହିଳାଙ୍କ ହାତ ରହିଥାଏ। ଠିକ୍ ସେମିତି କିଛି ଘଟଣା ଘଟିଛି କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ।
Special Report
ଯିଏ କି ନିଜ ଚତୁର ଚାଲ ବଳରେ ଭାରତକୁ ଦୁଇ ଦୁଇଟି ବିଶ୍ୱକପ ଭେଟିଦେବା ସହ ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଂ ବହୁବାର ଚମ୍ପିୟାନ କରିଛନ୍ତି। 
ସେହିଥିରୁ ମହେନ୍ଦ୍ର ସିଂ ଧୋନି ସହ ସହ କୋଟି ଟଙ୍କା ରୋଜଗାର କରିବା ସହ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଯେଉଁ ନାରୀଙ୍କ ପାଇଁ ଆଜି ଧୋନୀ ସଫଳତା ହାସଲ କରିଛନ୍ତି। କିନ୍ତୁ ଦୁଃଖର କଥା ତାଙ୍କ ସହିତ ସଫଳତା ଦେଖିବା ପାଇଁ ତାଙ୍କ ପ୍ରେମିକା ନାହାଁନ୍ତି।
Special Report
ଧୋନିଙ୍କ ପ୍ରେମିକା ଧୋନିଙ୍କ ପାଖେ ପାଖେ ରହି ତାଙ୍କର ମନବଳକୁ ବୃଦ୍ଧି କରୁଥିଲେ। ଧୋନିଙ୍କ ପାଖରେ ରହି ତାଙ୍କର ଦୁଃଖରେ ସୁଖରେ ସାଥ ଦେଉଥିଲେ। ଆଉ ଧୋନିଙ୍କ ଆଗକୁ ଯିବା ପାଇଁ ପ୍ରେରଣା ଦେଉଥିଲେ। 
ଧୋନୀ ଯେତେବେଳ ପ୍ରଥମରୁ ଖେଳିବା ପାଇଁ ସଂଘର୍ଷ କରୁଥିଲେ ଆଉ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଭାବୁଥିଲେ ତାଙ୍କ ପ୍ରେମିକା ପ୍ରୟୀଙ୍କା ତାଙ୍କ ପାଖରେ ସହଯୋଗ ଦେଉଥିଲେ। ୨୦୦୪ ମସିହାରେ ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ଡ଼କା ଯାଇଥିଲା।
Special Report
ଧୋନି ଦମଦାର ମ୍ୟାଚ୍ ଖେଳି ସମସ୍ତଙ୍କ ମନ ଜିତି ଯାଇଥିଲେ। ସେହି ମ୍ୟାଚ ଖେଳି ଜିତିବା ଘରକୁ ଫେରିବା ବେଳେ ତାଙ୍କ ପ୍ରେମିକା ୟାରର୍ପୋଟରେ କୁଣ୍ଢାଇ ପକେଇଥିଲେ। 
ତା'ପରେ ଧୋନୀ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଖେଳି ବିଜୟ ଲାଭ କରି ଭାରତ ପାଇଁ ଗୌରବ ଆଣିଥିଲେ। ଆଉ ଧୋନୀଙ୍କ ସହିତ ପ୍ରୟଙ୍କାଙ୍କ ପ୍ରେମ ସମ୍ପର୍କ ଆଗକୁ ବଢିଥିଲା। ଧୋନିଙ୍କ ପାଖକୁ ଏକ କଲ ଆସିଥିଲା ଆଉ କେହି ଜଣେ କହିଥିଲେ ପ୍ରିୟଙ୍କା ଏକ୍ସିଡେଣ୍ଟ ହୋଇଯାଇଛି।
ଆଉ ତା'ପରେ ପ୍ରିୟଙ୍କାର କିଛିଦିନର ଚିକିତ୍ସା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପ୍ରେମିକାକୁ ମନେ ପକାଇ ଦୁଃଖରେ ଲୁହ ଝରାଇଲେ ଧୋନି। ଏବେ ବି ଧୋନି ବିବାହ କରିଥିଲେ ମଧ୍ୟ ତାଙ୍କର ପ୍ରେମିକାକୁ ଭୁଲି ପାରୁନାହାଁନ୍ତି।

Advertisement