Updated: Nov 24, 2023, 10:32 IST

ଏମାନେ ଧାରଣା ବସିଗଲେ ଓଡ଼ିଶା ର ଓଲିଉଡ କୁ ବଞ୍ଚେଇବାକୁ ହେଲେ " ଚଳଚ୍ଚିତ୍ର " ବନାନ ଲେଖି ଆସୁନି, ଲେଖିଛନ୍ତି କଣ ଦେଖ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କିଭଳି ଭାବରେ ବିବାଦ ଲାଗି ରହିଛି। ଏହି ବିବାଦ ମଧ୍ୟରେ ପ୍ରାଯୋଜିକା ସାନଲିଶା ପଟେଲ ମଧ୍ୟ ବିଧାନସଭା ନିକଟରେ ଆନ୍ଦୋଳନ ରେ ବସିଛନ୍ତି।
Special report
ଆଉ ଏହାରି ମଧ୍ୟରେ ଅଭିନେତା ବୁଦ୍ଧାଦିତ୍ୟ ମଧ୍ୟ ବିଧାନ ସଭା ସମ୍ମୁଖରେ ଆନ୍ଦୋଳନ ରେ ବସିଛନ୍ତି। ଟିକେଟ ଆଉ ହଲ୍ କୁ ନେଇ ହେଉଥିବା ସମସ୍ୟା ପାଇଁ ସେ ଆନ୍ଦୋଳନ ରେ ବସିଛନ୍ତି।
ସେ ଏହା କହିଥିଲେ କି ବାରମ୍ୱାର ସେ ଗଣ ମାଧ୍ୟମ ସମ୍ମୁଖରେ ଏହା କହି ଆସିଛନ୍ତି କି କଣ ସମସ୍ୟା ଅଛି କି ନାହିଁ। ଆଉ ସେ ଘଟଣା କୁ ସାନଲିଶା ପଟେଲ ସାମ୍ନା କୁ ନେଇ ଆସିଛନ୍ତି ବୋଲି ବୁଦ୍ଧାଦିତ୍ୟ କହିଛନ୍ତି ।
ସେ କହିଛନ୍ତି କି ତାଙ୍କୁ ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରି ର ଚିନ୍ତା ଅଛି ସେଥିପାଇଁ ସେ ସାନଲିଶା ପଟେଲ ଙ୍କ କାନ୍ଧ ରେ କାନ୍ଧ ମିଳାଇ ଛିଡ଼ା ହୋଇଥିବା କଥା କହିଛନ୍ତି।ଆଉ ଓଡିଆ ଇଣ୍ଡଷ୍ଟ୍ରି ମଧ୍ୟ ମାନସିକ ସ୍ତରରେ ସଂପୂର୍ଣ୍ଣ ଭାବରେ ତାଙ୍କର ସମର୍ଥନ କରୁଛନ୍ତି ବୋଲି କହିଥିଲେ।
Special Report
ଯେଉଁ ମାନେ ଜାଣି ପାରି ନାହାଁନ୍ତି ଆଉ ଉପସ୍ଥିତ ଅଛନ୍ତି ସେମାନେ ଆସି ତାଙ୍କୁ ଯୋଗ ଦେବା ପାଇଁ ମଧ୍ୟ ସେ କହିଥିଲେ। ସେଠାରେ ସେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସିଛନ୍ତି ବୋଲି ମଧ୍ୟ ସେ କହିଥିଲେ।
ସେ ମଧ୍ୟ ପ୍ରଥମେ ଜାଣି ପାରି ନଥିଲେ କି ଆନ୍ଦୋଳନ ହେଉଛି କି ନ ହେଉଛି ବୋଲି। ସେଥିପାଇଁ ଯେଉଁ ମାନେ ଜାଣି ନାହାନ୍ତି ସେହି ମାନେ ହିଁ ଆସି ଆନ୍ଦୋଳନ ରେ ଯୋଗ ଦେଇ ପାରିବେ। ଯାହାର ଅସୁବିଧା ପାଇଁ ସେମାନେ ଆସି ପାରୁ ନଥିବେ,
ସେମାନେ ନିଜ ନିଜର ସମୟ ବାହାର କରି ଆନ୍ଦୋଳନରେ ଯୋଗ ଦେବା ପାଇଁ ମଧ୍ୟ କହିଥିଲେ। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହାକୁ ନେଇ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement