Oct 12, 2023, 10:29 IST

ଧରା ପଡ଼ିଗଲା ମାର ପ୍ଲାନ୍ ଦେଖନ୍ତୁ ରାତିରେ ମା ଶାଢ଼ୀ ପିନ୍ଧି ବାପାଙ୍କ ପାଖକୁ ଗଲା ଝିଅ ଆଉ ତା ପରେ ...

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମସ୍ତେ ଖବର ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ମାଧ୍ୟମରେ ଏକ କାହାଣୀ ଆପଣଙ୍କୁ ଜଣାଯିବ ।
ଗୋଟିଏ ଅଞ୍ଚଳରେ ଝିଅଟିଏ ତାର ବାପା , ମାଆ ସହିତ ରହୁଥିଲା । ଏହି ଝିଅଟିର ନାଁ ସ୍ବପ୍ନା ଥିଲା । ଆଉ ଏହି ଯୁବତୀ ଜଣକ ଏକ କାହାଣୀ ମାଧ୍ୟମରେ ସବୁ କଥା କହିଥିଲେ । ସେ ଦଶମ ପାସ କରି କଲେଜରେ ନାଁ ଲେଖାଇଛି । ସେମାନେ ହସଖୁସିରେ ଜୀବନ ବିତାଉଥିଲେ ।
ଆଉ ଦିନେ ସ୍ବପ୍ନାଙ୍କ ଘରକୁ ଜଣେ ଅଚିହ୍ନା ଲୋକ ଆସିଲେ । ସେହି ବ୍ୟକ୍ତି ଜଣକ ସ୍ବପ୍ନାଙ୍କୁ ଦେଖିବା ମାତ୍ରକେ ତାଙ୍କୁ ଭଲପାଇ ବସିଲେ । ସେହି ଲୋକଙ୍କ ମନରେ ଥିଲା କିଛି ଅଲଗା ଉଦ୍ଦେଶ୍ୟ । ସେହି ଲୋକ ଜଣକ ହେଉଛନ୍ତି ତାଙ୍କ ମାଆଙ୍କ ପ୍ରେମିକ ।ସ୍ବପ୍ନାଙ୍କ ମାଆ ଯେତେବେଳେ କଲେଜରେ ପଢୁଥିଲେ ସେତେବେଳେ ତାଙ୍କର ପ୍ରେମିକ ଥିଲା । 
Special report
ଆଉ ତାର ନାମ ଦିନେଶ ଥିଲା । ଏହି ଦିନେଶ ନାମକ ବ୍ୟକ୍ତି ଜଣକ ଖରାପ ଉଦ୍ଦେଶ୍ୟ ରଖି ସ୍ବପ୍ନାର ଘରକୁ ଆସିଥିଲା । ଏହି ଯୁବକ ଜଣଙ୍କୁ ଦେଖି ସ୍ବପ୍ନାର ମାଆ ପଚାରିଥିଲେ କିଏ ଏହି ଯୁବକ । ସ୍ବପ୍ନା କହିଥିଲେ ସେ ତାଙ୍କୁ ଜାଣି ନାହାନ୍ତି । ଏହାପରେ ସ୍ବପ୍ନାର ମାଆ କାଞ୍ଚନ ଯେତେବେଳେ ସେହି ଯୁବକ ଦିନେଶକୁ ଦେଖିଥିଲେ ସେତେବେଳେ ସେ ଜାଣିଥିଲେ କି ତାଙ୍କ ପ୍ରେମିକ ବୋଲି।
ଏହି ଯୁବକ ଜଣଙ୍କୁ ଦେଖି ସେ ଜାଣିବା ପରେ ତାଙ୍କୁ ତାଙ୍କ ପିଲାଦିନର ସାଙ୍ଗ ବୋଲି କହିଥିଲେ । ଏହାପରେ ଏହି ଦିନେଶ ସହିତ ପ୍ରେମରେ ରହୁଥିଲେ ସ୍ବପ୍ନାର ମାଆ କାଞ୍ଚନ । ସେ ଆଗଭଳି ଆଉ ତାଙ୍କ ବାପାଙ୍କର ଯତ୍ନ ନେଉ ନଥିଲେ । ଘରେ ସବୁବେଳେ ଝଗଡ଼ା ହେଉଥିଲା । 
ଏହିସବୁ କାରଣ ପାଇଁ ତାଙ୍କର ହସଖୁସିର ପରିବାର ଆଉ ହସଖୁସିରେ ନଥିଲା । ଏହାପରେ ଦିନେ ସ୍ବପ୍ନାର ମାଆ କାଞ୍ଚନ ଆଉ ତାଙ୍କ ପ୍ରେମିକ ଦିନେଶ ସ୍ବପ୍ନାର ବାପାଙ୍କୁ ମାରିବେ ବୋଲି ଯୋଜନା କରୁଥିଲେ । ଆଉ ଏହି ଯୋଜନା କରୁଥିବା ବେଳେ ସ୍ବପ୍ନା ସବୁ ଶୁଣି ନେଇଥିଲା । ସ୍ବପ୍ନା ଏହିସବୁ କଥା ଶୁଣି ତାର ବାପାଙ୍କୁ ଏହି ବିଷୟରେ ଜଣାଇଥିଲା ।
ସ୍ବପ୍ନାର ବାପା ପୋଲିସ ଥାନାରେ ଏନେଇ ଜଣାଇଲେ । ପୋଲିସ ଜାଣିବା ପରେ ଦିନେଶକୁ ଗିରଫ କରିଥିଲା । ଏହାପରେ କାଞ୍ଚନ ତାଙ୍କୁ କ୍ଷମା ମାଗିଥିଲେ ଆଉ ପୁଣି ସେମାନେ ହସଖୁସିରେ ଘରେ ରହିଲେ । ବିଶ୍ବାସ କେବେ କାହାର ଭାଙ୍ଗିବା ଉଚିତ୍ ନୁହେଁ ବୋଲି ଏହି ଶିକ୍ଷା ଜାଣିଲେ । ଏହାସହ ଆହୁରି ଅନେକ ଶିକ୍ଷା ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପରିଲେ ।

Advertisement