Oct 10, 2023, 14:24 IST

ଭାରତୀୟ ଯୁବକ ଙ୍କ ଠାରୁ ଗର୍ଭବତୀ ହେବାକୁ ଧାଇଁ ଆସୁଛନ୍ତି ବିଦେଶୀ ଯୁବତୀ.. ଦେଖନ୍ତୁ କେଉଁ କେଉଁ ଜିଲ୍ଲା ରେ ଆସିଗଲେଣି ଯୁବତୀ

Special report

ନମସ୍କାର ପାଠକ ବନ୍ଧୁ।ପୃଥିବୀ ରେ ଏଭଳି କିଛି ସ୍ଥାନ ରହିଛି ଯାହା ବିଷୟ ରେ ଆପଣ ମାନେ ଜାଣି ଲେ ଆଶ୍ଚର୍ଯ୍ୟ ହେବେ।ଏମିତି ଏକ ଗାଁ ରହିଛି ଲାଦାଖ ରେ।ସେହି ଗାଁର ନାମ ହେଉଚି ଆର୍ଯ୍ୟ।ଏଠାକୁ ବିଦେଶ ରୁ ଅନେକ ମହିଳା ମାନେ ଗ-ର୍ଭ-ବ-ତୀ ହେବାକୁ ଆସି ଥାଆନ୍ତି।
Special report
ଶୁଣି ବାକୁ ଆଶାର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏ କଥା ସତ।ଏହା କାରଗିଲ ନାମକ ସ୍ଥାନ ଠାରୁ ୭୦ କିମି ଦୂର ରେ ଅବସ୍ଥିତ ଲଦାଖ ର ଏକ ଛୋଟିଆ ଗାଁ।ଏଠାରେ ଅନେକ ପୁରୁଷ ଓ ମହିଳା ବାସ କରନ୍ତି।ବିଦେଶୀ ମହିଳା ମାନେ ଅନେକ ବୁଲିବାକୁ ଆସନ୍ତି।
ଏହାକୁ ନେଇ ଏକ ଲୋକ କଥା ରହି ଅଛି।ଲୋକ ଙ୍କ କହିବା କଥା ଅନୁଯାୟୀ ଆଜି ଠାରୁ ପ୍ରାୟ ୪୫୦୦ ବର୍ଷ ପୂର୍ବେ ଆଲେକଜାଣ୍ଡାର ଭାରତ ଜୟ କରିବା ଉଦ୍ଦେଶ୍ୟ ରେ ଆସିଥିଲେ।ହେଲେ ସେ ଭାରତ ଜୟ କରି ପାରିଲେ ନାହିଁ।
ଏହାର କାରଣ ହେଉଛି ତାଙ୍କ ସେନା ଓ।ମନ୍ତ୍ରୀ ମାନେ ବହୁ ପରିମାଣ ରେ ଥକି ଯାଇଥିଲେ।ସେମାନେ ଆଉ ଯୁଦ୍ଧ କରି ପାରିଲେ ନାହିଁ।ଯାହା ଫଳ ରେ ସେମାନେ ନିଜ ଦେଶ ଗ୍ରୀସ କୁ ଫେରି ଯିବାକୁ ବାହାରିଲେ।ହେଲେ ଯିବା ସମୟ ରେ ତାଙ୍କ ପାଖରେ ଆଉ ଶକ୍ତି ନ ଥିଲା।
Special report
ସେଥିପାଇଁ ସେମାନେ ସମସ୍ତେ ଲଦାଖ ରେ ରହି ଯାଇ ଥିଲେ।ସେହି ପୁରୁଷ ମାନେ ବହୁ ଶକ୍ତି ଶାଳୀ ଥିଲେ।ତେଣୁ ବିଦେଶ ର ଅନେକ ମହିଳା ନିଜ ପିଲା ଙ୍କୁ ତାଙ୍କ ଭଳି ଶକ୍ତି ଶାଳୀ ଓ ବୃଦ୍ଧି ମାନ କରିବା ପାଇଁ ଇଚ୍ଛା କରି ଥାଆନ୍ତି।
ଓ ସେଥିପାଇଁ ସେମାନେ ପ୍ରତିବର୍ଷ ଏଠାକାର ପୁରୁଷ ମାନଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବା ପାଇଁ ଆସନ୍ତି।ପ୍ରାୟ ଗୋଟେ ମାସ ସେମାନେ ଏଠାରେ ରହି ଥାଆନ୍ତି।ଓ ସେମାନେ ଗ-ର୍ଭ-ବ-ତୀ ହେବା ପରେ ନିଜ ଦେଶ କୁ ଫେରି ଯାଆନ୍ତି।ଏହା ଏବେ ଏକ ପ୍ରଥା ରେ ପରିଣତ ହୋଇଛି।
ଏଥିପାଇଁ ତାଙ୍କ ସ୍ବାମୀ ମାନେ ମଧ୍ୟ ତାଙ୍କୁ ଅନୁମତି।ଦେଇ ଥାନ୍ତି।ଆପଣ ମାନେ କେବେ ବି ଏଭଳି ଗାଁ ବିଷୟ ରେ ଶୁଣି ନ ଥିବେ।ଏହି ଗାଁ ର ପ୍ରାକୃତିକ ସୁନ୍ଦରତା ମଧ୍ୟ ବହୁତ ସୁନ୍ଦର।
ଲୋକ ମାନେ ବୁଲିବା ପାଇଁ ମଧ୍ୟ ଏଠାକୁ ଆସନ୍ତି।ଆପଣ ମାନେ ବି ଥରେ ଏହି ଗାଁ କୁ ବୁଲିବା ପାଇଁ ଆସନ୍ତି।ସେଠାକାର ଲୋକ ମାନେ ଯାତ୍ରୀ ମାନଙ୍କୁ ବିଭିନ୍ନ ସୁବିଧା ମଧ୍ୟ ଯୋଗାଇ ଦିଅନ୍ତି।

Advertisement