Dec 5, 2023, 12:44 IST

+୨ ଝିଅ ସହ ଶାରୀରିକ ସଂପର୍କ ରଖୁ ରଖୁ ଦେଖି ଦେଲା ସ୍ତ୍ରୀ..ପରେ ସ୍ତ୍ରୀ ସହ ବି ଜବରଦସ୍ତି ରଖିଲା ଶାରୀରିକ ସମ୍ପର୍କ ..

Special Report

ନମସ୍କାର ପାଠକ ବନ୍ଧୁ।ଘରେ ସ୍ତ୍ରୀ ଥାଉ ଥାଉ ସ୍ଵାମୀ ରଖିଲା ଅନ୍ୟ ଜଣେ ମହିଳା ଙ୍କ ସହିତ ସମ୍ପର୍କ।ଏ କଥା ଯିଏ ବି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଚି।ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ
Special Report
ଏଭଳି ଘଟଣା ଦେଖିବାକୁ ମିଳିଛି କାଠଗଡା ପୋଲିସ ଥାନା ଅଞ୍ଚଳ ରେ।ଏଠାରେ ଜଣେ ବ୍ୟକ୍ତି ନିଜକୁ ଆଇ ଏ ଏସ ଅଫିସର ଭାବେ ଦର୍ଶାଇ ଜଣେ ନାବାଳିକା ଝିଅ ସହିତ ପ୍ରେମ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ ସେହି ଅଞ୍ଚଳ ର ମୁନା ଆଗରୁ ବିବାହିତ ଥିଲେ।ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ରହିଛି।
Special Report
ହେଲେ ରସକିଆ ମୁନା ଙ୍କ ର ଅନ୍ୟ ଜଣକ ସହିତ ପ୍ରେମ କରିବାକୁ ଇଛା ହୋଇ ଥିଲା।ଶେଷ ରେ ଗୋଟିଏ ସରଳିଆ କଲେଜ୍ ପଢୁଆ ଝିଅ କୁ ନିଜ ପ୍ରେମ ଜାଲ ରେ ଫସାଇ ଦେଇଥିଲେ।ଝିଅ ଟି ମଧ୍ୟ କିଛି ନ ବୁଝି ମୁନା ଙ୍କୁ ପ୍ରେମ କରିବାକୁ ଲାଗିଲେ।
ହେଲେ ହଟାତ ଦିନେ ମୁନା ଙ୍କ ପତ୍ନୀ ସବୁ କିଛି ଜାଣି ଦେଇଥିଲେ।ସେ ସେହି ନାବାଳିକା ଝିଅ ଙ୍କ ଘର ସମ୍ମୁଖ କୁ ଆସି ଗାଳି ଗୁଲଜ କରିଥିଲେ।ତାଙ୍କ ସ୍ଵାମୀ ଙ୍କୁ ଛାଡ଼ି ଦେବା ପାଇଁ ଧମକ ଦେଇଥିଲେ।
ମୁନା ତାଙ୍କ ପ୍ରେମିକା କୁ କହିଥିଲେ କି ସେ ଜଣେ ଆଇ ଏ ଏସ।ଏହା ପରେ ପ୍ରେମିକା ଓ ତାଙ୍କ ପରିବାର ଲୋକେ ଥାନା ର ଦ୍ବାରସ୍ଥ ହୋଇ ଥିଲେ।ମୁନା ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ।
ସେତିକି ବେଳେ ନାବାଳିକା ଝିଅ ଜାଣିବାକୁ ପାଇ ଥିଲେ କି ମୁନା ଆଗରୁ ବିବାହିତ ଅଟନ୍ତି।ଏହା ପରେ ପୋଲିସ ତାଙ୍କ ଅଭିଯୋଗ କୁ ଗ୍ରହଣ କରି ଘଟଣା ର ତଦନ୍ତ ଆରମ୍ଭ କରିଥିଲା।ଓ ମୁନା ଙ୍କୁ ଅଧିକ ରୁ ଅଧିକ ଦଣ୍ଡ ଦିଆ ଯିବା ନେଇ ସମସ୍ତେ ଦାବି କରିଛନ୍ତି।

Advertisement