Feb 29, 2024, 16:35 IST

ଦେଖନ୍ତୁ ବିଚ୍ ରାସ୍ତାରେ କଣ ଏମିତି ହେଲା ଯେ ଚପଲ ଖୋଲି ପିଟି ଚାଲିଲେ ଅଭିନେତ୍ରୀ ରୋମାଞ୍ଜଳି - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଆପଣ ମାନେ ଓଡ଼ିଆ ଆଲବମ କ୍ୱିନ ରୋମାଞ୍ଜଳିଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଏବଂ ଓଡିଶାରେ ଲୋକ ମାନେ ଆଲବମ କ୍ୱିନ ରୋମାଞ୍ଜଳିଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି। ରୋମାଞ୍ଜଳିଙ୍କ ଅଭିନୟ ହେଉ ବା ନୃତ୍ୟ ସବୁକିଛି ବେଶ ପସନ୍ଦ କରନ୍ତି ଲୋକ ମାନେ।
Special report
ଆଉ ସେଥିପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଥିଲେ। ଏମିତିକି ରୋମାଞ୍ଜଳିଙ୍କ ବହୁତ ଆଲବମ୍ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା। ହେଲେ ଏଭଳି ସମୟରେ ରୋମାଞ୍ଜଳି କାହିଁକି ପାଦରୁ ଚପଲ କାଢି ପିଟିଲେ ତାକୁ ନେଇ ଏବେ ବହୁତ ଚର୍ଚ୍ଚା ଚାଲିଛି। 
ତେବେ ଭିଡିଓଟିରେ ଦେଖିବାକୁ ମିଳିଛି ପ୍ରଥମେ ରୋମାଞ୍ଜଳିଙ୍କ ମା'ଙ୍କୁ ଉପରେ ଆକ୍ରମଣ ହେବା ପରେ ଶେଷରେ ଚପଲ ଧରି ଗଡ଼ାଇ ଥିଲେ ରୋମାଞ୍ଜଳି। ଏହି ଘଟଣା ପଛରେ ପ୍ରେମ ସମ୍ପର୍କ ଥିବା ଜଣାପଡିଛି। ପ୍ରେମ ସମ୍ପର୍କକୁ ନେଇ ଦୁଇ ପରିବାର ଭିତରେ ମାରପିଟ ହେଇଛି।
Special report
ଏଭଳି ଘଟଣା ଦେଖିବାକୁ ମିଳିଥିଲା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ। ମୃଦଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଆୟେଜ। ଏବଂ ସେହି ପଞ୍ଚାୟତର ଆଲବମ ଅଭିନେତ୍ରୀ ରୋମାଞ୍ଜଳି ମଧ୍ୟରେ ମାରପିଟ ହେଇଥିଲା। 
Special report
ଗତକାଲି ସନ୍ଧ୍ୟାରେ ବେଣ୍ଟଶାଳିଆ ଛକ ନିକଟରେ ଚା ଦୋକାନରେ ଉଭୟ ପରିବାରଙ୍କ ମଧ୍ୟରେ ଗୋଣ୍ଡଗୋଳ ହୋଇଥିଲା। ଏହି ଭିଡିଓଟି ଏବେ ଭାଇରାଲ ହେଉଛି ସେଥିରେ ଆଲବମ ଅଭିନେତ୍ରୀ ରୋମାଞ୍ଜଳିଙ୍କ ସାନ ଭଉଣୀଙ୍କ ପୂର୍ବତନ ପ୍ରେମିକର ବାପାଙ୍କୁ ଚପଲରେ ପିଟିବାକୁ ଗୋଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଏବଂ ଅଭିନେତ୍ରୀ ମାଙ୍କୁ ମଧ୍ୟ ଠେଲା ପେଲା କରୁଥିବାର ଦେଖିବାକୁ ମିଳିଛି। ଯାହା ଜଣାପଡ଼ିଛି ଉଭୟ ପରିବାର ଭୁବନ ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ଉଭୟ ପକ୍ଷଙ୍କ ମାମଲାକୁ ରୁଜୁ କରି ଏବେ ତଦନ୍ତ ଚଳାଇଛି ଭୁବନ ଥାନା ପୋଲିସ।

Advertisement