Jan 12, 2024, 09:53 IST

ଦେହ ରୁ ଭୂତ ଛଡେଇ ଦେବ କହି ଗୁଣିଆ କଲା ବଳାତ୍କାର, ନବ ବିବାହିତା ଯୁବତୀ ର ବ୍ୟକ୍ତିଗତ ଅଙ୍ଗ ରେ ହାତ ମାରିଲା ମୁଣ୍ଡିଆ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦାଢ଼ିଆ ବାବା ଙ୍କୁ ବାହା ହେବା ପାଇଁ ଯିଦି କରି ବସିଲେ ଜଣେ ସୁନ୍ଦରୀ ମହିଳା। ମହିଳାଙ୍କ ଏକ ବଢିଲା ପୁଅ ଥିବା ବେଳେ ସେପଟେ ମହିଳା ଜଣକ ସେହି ବାବଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ।
Special Report
ବାବା ଙ୍କ ମୁଣ୍ଡରେ ଲମ୍ବା ଜଟା ରହିଛି ଏଥି ସହ ସେ ଗେରୁଆ ରଙ୍ଗର ବସ୍ତ୍ର ମଧ୍ୟ ପିନ୍ଧିଛନ୍ତି। ଆଉ ଏହି ବାବା ଆଗରୁ ଜଙ୍ଗଲରେ ରହୁଥିଲେ ମାତ୍ର ଏବେ ଜଙ୍ଗଲ ଛାଡ଼ି ଘର ମୁହାଁ ହୋଇ ଯାଇଛନ୍ତି।
ଯେଉଁ ବାବା ରଙ୍ଗ ବେରଙ୍ଗ ର ମାଳି ପିନ୍ଧି ଜଙ୍ଗଲ ରେ ବୁଲୁ ଥିଲେ ସେ ଏବେ ଜଙ୍ଗଲ ଛାଡ଼ି ବେଡରୁମ କଥା ଭାବୁଛନ୍ତି। ଏବେ ସେ ନିଜର ଲମ୍ବା ଜଟା କୁ କାଟି ସଂସାର କରିବା ପାଇଁ ଚାହୁଁଛନ୍ତି।
ପୂର୍ବରୁ ଏହି ବାବା ଜଣକ ମହିଳାଙ୍କୁ ବିବାହ କରିଥିଲା ବେଳେ ତାଙ୍କର ଏକ ପୁଅ ମଧ୍ୟ ରହିଛି। ହେଲେ ପରେ ମହିଳା ଜଣକ ନିଜ ସ୍ବାମୀଙ୍କୁ ଛାଡ଼ି ଯେଉଁ ଆଡେ଼ ଫେରାର ହୋଇ ଯାଇଥିଲେ।ସେହି ଦୁଃଖରେ ଏହି ବ୍ୟକ୍ତି ଜଣକ ଘର ଛାଡି ଦେଇଥିଲେ।
Special Report
ଏବଂ ଏହାପରେ ସେ ଜଙ୍ଗଲ କୁ ଚାଲି ଯାଇଥିଲେ। ଏହାପରେ ସେ ସନ୍ନ୍ୟାସ ନେଇ ଜଙ୍ଗଲ ରେ ରହୁଥିଲେ। ଆଉ ଏବେ ୧୫ ବର୍ଷ ବିତି ଯିବା ପରେ ସ୍ୱାମୀ ପାଖକୁ ସ୍ତ୍ରୀ ଫେରିଛି।
ସୁଚନା ମୁତାବକ ଏହି ବ୍ୟକ୍ତି ଜଣଙ୍କ ଭାରତୀୟ ନୌ ସେନା ରେ ଚାକିରୀ କରିଥିଲେ। ଆଉ ସେଠାରେ ହିଁ ସେ ଏହି ସୁନ୍ଦର୍ ମହିଳାଙ୍କୁ ବିବାହ କରିଥିଲେ। ବିବାହ ଠିକ ଠାକ୍ ଚାଲିଥିବା ବେଳେ ଦୁହିଁଙ୍କ ମଧ୍ୟରେ ଖୁବ ପାଟିତୁଣ୍ଡ ହୋଇଥିଲା।
ସେଥିରେ ରାଗିଯାଇ ମହିଳା ଜଣକ ଘର ଛାଡି ପଳାଇ ଯାଇଥିଲେ। ସାଙ୍ଗରେ ମଧ୍ଯ ତାଙ୍କର ଛୋଟ ପୁଅକୁ ନେଇ ଯାଇଥିଲେ। ସ୍ତ୍ରୀ ଛାଡ଼ିଯିବା ଦୁଃଖରେ ଚାକିରୀ ଛାଡି ସେ ବାବା ହୋଇ ଯାଇଥିଲେ।
ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ନିବିଡ ଥିଲା ଯେ ସ୍ବାମୀଙ୍କୁ ଛାଡି ସ୍ତ୍ରୀ ରହି ପାରି ନଥିଲେ। ଦୀର୍ଘ ୧୫ ବର୍ଷ ପରେ ସେ ପୁଣି ଥରେ ନିଜର ସ୍ୱାମୀ ନିକଟକୁ ଫେରି ଆସିଥିଲେ। ବର୍ତ୍ତମାନ୍ ଦୁହେଁ ଏକାଠି ରହିବାକୁ ରାଜି ହୋଇଛନ୍ତି।

Advertisement