ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଚାରି ଆଡ଼େ ଭଣ୍ଡ ବାବା ମାନେ ଘୂରି ବୁଲୁଛନ୍ତି।ଏମାନେ ଲୋକ ଙ୍କୁ ଠକି ତାଙ୍କ ଠାରୁ ବହୁତ ଅର୍ଥ ନେଇ ଯାଉଛନ୍ତି।କିଛି ବାବା ମାନେ ଅଛନ୍ତି ଯେଉଁ ମାନେ ଉଭୟ ସାଧୁ ବୋଲି ଦେଖେଇ ହୋଉ ଥିବା ବେଳେ ଭିତରେ ଖରାପ ଗୁଣ ରହିଛି।
ଏପରି ଅନେକ ଭଣ୍ଡ ବାବା ମାନେ ଏବେ ଜେଲ ରେ ଅଛନ୍ତି।ଆଜି ଆମେ ସେହି ଭଣ୍ଡ ବାବା ଙ୍କ ବିରୋଧ ରେ କିଛି କହିବାକୁ ଯାଉଛୁ।ଆମେ ଯେଉଁ ଭଣ୍ଡ ବାବା ଙ୍କ ବିରୋଧରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାର କାର୍ଯ୍ୟ କଳାପ ଶୁଣିଲେ ଆପଣ ମାନେ ମୁଣ୍ଡ ରେ ହାତ ଦେବେ।
ସୂଚନା ଅନୁସାରେ ଲୋକ ମାନଙ୍କ ବିଭିନ୍ନ ସାଧୁ ବା ବାବା ମାନଙ୍କ ପ୍ରତି ରହିଛି ବହୁତ ବିଶ୍ଵାସ।ସେମାନେ ଭାବନ୍ତି ଯେ ବାବା ମାନେ ଆମର ସବୁ ସମସ୍ୟା ର ସମାଧାନ କରି ଦେବେ।ହେଲେ ପରେ ସେହି ବାବା ମାନେ କିଛି ଭୁଲ କାମ ଜେଲ କୁ ଯାଇ ଥାଆନ୍ତି।
ନିକଟ ରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇ ଥିଲା।ଏହି ଭିଡିଓ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏଥିରେ ଜଣେ ଗ-ର୍ଭ-ବ-ତୀ ମହିଳା ଙ୍କ ସହ ବାବା ଯାହା ସବୁ କରୁଛନ୍ତି ଆପଣ ନ ଦେଖିଲେ ବିଶ୍ୱାସ କରିବେ ନାହିଁ।
ଯେଉଁ ମହିଳା ମାନଙ୍କ ପିଲା ଛୁଆ ହୁଏ ନାହିଁ ସେମାନେ ବାବା ଙ୍କ ନିକଟ କୁ ଆସନ୍ତି।ବାବା ଙ୍କ ପାଦ ଛୁଇଁ ପ୍ରଣାମ କରନ୍ତି।ଓ ବାବା ମାନେ ତାଙ୍କ ଶରୀର ର ସମସ୍ତ ଅଙ୍ଗ କୁ ଛୁଇଁ ତାଙ୍କୁ ଆଶ୍ରୀର୍ବାଦ ଦିଅନ୍ତି।ଏଭଳି ଜଣେ ମହିଳା ଙ୍କ ଶରୀର କୁ ଛୁଇଁ ଥିବାର ଭିଡିଓ ବାବା ଙ୍କ ପଛ ପଟେ ରହି ଜଣେ ବ୍ୟକ୍ତି କରିଥିଲା।
ଓ ପରେ ଏହାକୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲା।ଅନେକ ଲୋକ ଙ୍କ ଉପସ୍ଥିତି ରେ ସେହି ଭଣ୍ଡ ବାବା ମହିଳା ଙ୍କ ସହିତ ଏପରି କରୁଥିଲେ।କେହି ହେଲେ ଏହାର ବିରୋଧ କରି ନ ଥିଲେ।
ଏହା ବଦଳ ରେ ସମସ୍ତେ ବାବା ଙ୍କ ଜୟ ଜୟ କାର କରିବାକୁ ଲାଗିଥିଲେ।ଏ ଦୃଶ୍ୟ କୁ ଯିଏ ଦେଖୁଛି ସେ କହୁଚି ଏଠି ବାବା ଙ୍କ ଆଶ୍ରମ ଭିତରେ ଚାଲିଛି କଣ।କଣ ପାଇଁ ବାବା ଏମିତି ସେ ଗ-ର୍ଭ-ବ-ତୀ ମହିଳା ଙ୍କ ସହିତ କରୁଛନ୍ତି ବୋଲି ଲୋକ ମାନେ କହୁଛନ୍ତି।