Updated: Jan 7, 2024, 11:14 IST

ଦୀପିକା ଆଉ ରଣବୀର ଙ୍କ ଭିତରେ ଆସିଗଲା ଫାଟ : ପୁଅ ମୁଁହ ନ ମିଶିବାରୁ ରାଗରେ ନିଆଁ ହେଲେ ରଣବୀର..

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଭଲ ଅଭିନେତ୍ରୀ ହେବା ସହିତ ଭଲ ବ୍ୟାଡ ମିଟନ ଖେଳାଳି।ସେ ତାଙ୍କ ଅଭିନୟ ମାଧ୍ୟମ ରେ ଏବେ ସାରା ଦେଶ ରେ ପରିଚିତ।ଲୋକ ମାନେ ତାଙ୍କ ଫିଲ୍ମ କୁ ଖୁବ୍ ପସନ୍ଦ କରନ୍ତି।
Special Report
ତାଙ୍କୁ ତାଙ୍କ ଅଭିନୟ ହିଁ ନୂତନ ପରିଚୟ ଦେଇଛି।ସେଥିପାଇଁ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ଖୁବ୍ ଶୀଘ୍ର ସେ ଆପଣ ମାନଙ୍କୁ ବଡ ଖୁସି ଖବର ଦେବାକୁ ଯାଉଛନ୍ତି।ଯାହାକୁ ଆପଣ ମାନେ ଶୁଣିଲେ ଖୁବ୍ ଖୁସି ହେବେ।
ସୂଚନା ଅନୁସାରେ ଦୀପିକା ବଲିଉଡ ର ଅନ୍ୟତମ ଷ୍ଟାର ରଣବୀର ସିଂହ ଙ୍କୁ ବିବାହ କରିଛନ୍ତି।ବିବାହ ର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ଉଭୟ ଙ୍କ ର କୌଣସି ସନ୍ତାନ ଜନ୍ମ ହୋଇ ନାହାଁନ୍ତି।ହେଲେ ଏବେ ଶୁଣିବାକୁ ମିଳୁଛି କି
ଦୀପିକା ଓ ରଣବୀର ପିତା ମାତା ହେବା ପାଇଁ ଏବେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି।ଖୁବ୍ ଶୀଘ୍ର ତାଙ୍କ ପରିବାର ରେ ଆଉ ଜଣେ ଯୋଗ ଦେବାକୁ ଯାଉଛନ୍ତି।ଯାହାକୁ ନେଇ ସେ ନିକଟ ରେ ସୂଚନା ଦେଇଥିଲେ।ଏହାକୁ ଶୁଣିବା ପରେ ଦୀପିକା ଓ ରଣବୀର ସିଂହ ଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।
Special Report
ଅନେକ ଦିନ ରୁ ଅପେକ୍ଷା କରିଥିବା କଥା ଟି ସେମାନଙ୍କ ରେ ସତ ହେବାକୁ ଯାଉଛି।ନିକଟ ରେ ଦୀପିକା ପାଦୁକୋନ କହିଥିଲେ କି ସେ ପିଲା ଜନ୍ମ କରିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି।ତାଙ୍କ ସନ୍ତାନ ତାଙ୍କ ଜୀବନ ରେ ଗୋଟିଏ ନୂଆ ଆଶା ନେଇ ଆସିବ।
ସେ ଦିନ କୁ ମୁଁ ଅପେକ୍ଷା କରି ରହିଛି।ମୋ ପରିବାର ଯେପରି ମୋର ଲାଳନ ପାଳନ କରିଥିଲେ।ତା ଠାରୁ ଅଧିକ ମୁଁ ମୋ ପିଲା କୁ ଧ୍ୟାନ ଦେବି।ମୋ ପରିବାର ମୋତେ ସବୁବେଳେ କିପରି ସମ୍ମାନ ର ସହିତ ବଞ୍ଚିବା ଶିଖାଇଛନ୍ତି।ମୁଁ ସେଭଳି ମୋ ପିଲା ଙ୍କୁ ଶିକ୍ଷା ଦେବି।
ଦୀପିକା ଙ୍କ ଏଭଳି କଥା କୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହାର କାରଣ ହେଉଛି ନିକଟରେ ଦୀପିକା ଓ ରଣବୀର ଏକ ଟିଭି ସୋ ରେ ଏପରି କହିଥିଲେ ଯାହାକୁ ଶୁଣି ସମସ୍ତେ ଚକିତ ହୋଇ ଯାଉ ଥିଲେ।କହିଥିଲେ କି ଦୀପିକା ଏବେ ମା ହେବାକୁ ଯାଉଛନ୍ତି।
ଏହି ଖବର ପ୍ରସାରିତ ହେବା ପରେ ସମସ୍ତେ ବହୁତ ଖୁସି ହୋଇ ଯାଇଛନ୍ତି।ତେବେ ଦେଖିବାକୁ ବାକି ରହିଲା କେବେ ଦୀପିକା ଓ ରଣବୀର ତାଙ୍କ ପ୍ରଥମ ସନ୍ତାନ କୁ ଜନ୍ମ ଦେଉଛନ୍ତି।ଓ ତାଙ୍କ ପ୍ରଶଂସକ ମାନଙ୍କ ଆଶା କୁ ପୂର୍ଣ୍ଣ କରୁଛନ୍ତି।

Advertisement