Oct 10, 2023, 14:19 IST

ଓଃ କି ପ୍ରଶଂସା, ଦୀପାଳୀ ପୁରା ନବୀନ ବାବୁ ଙ୍କୁ ପୋତି ପକେଇଲେ.. ଏମିତି କଥା କହିଲେ ଯେ ଆପଣ ବି ଟିକେ ଜରୁର ଶୁଣନ୍ତୁ

Special report

ନମସ୍କାର ପାଠକ ବନ୍ଧୁ।ଆଗକୁ ନିର୍ବାଚନ ରହିଛି।ଏବେ ଠାରୁ ନିର୍ବାଚନ ଦଳ ଗୁଡିକ ଦିନ ଗଣିବା ଆରମ୍ଭ କରି ଦେଲେଣି।ଝାରସୁଗୁଡ଼ା ବିଧାୟିକା ଦିପାଲି ଦାସ ନିକଟରେ ଏକ ସଭା ରେ ଯୋଗ ଦେଇଥିଲେ।ସେ ରାଜ୍ୟ ରେ ହୋଇ ଥିବା ଉନ୍ନତି ବିଷୟ ରେ କହିଥିଲେ।
Special report
ଏହାକୁ ନେଇ ରାଜନୀତି ରେ ଏବେ ଜୋରେ ଚର୍ଚ୍ଚା ହେଉଛି।ତାଙ୍କ ସଭା ରେ ଯୋଗ ଦେଇଥିଲେ ଅନେକ ଏସ ଏ ଜି ମହିଳା ମାନେ।କିଭଳି ସେମାନଙ୍କ ର ଉନ୍ନତି ହୋଇଛି ସେ ବିଷୟ ରେ ସେ ବର୍ଣ୍ଣନା କରିଥିଲେ।ସେ ଆହୁରି ମଧ୍ୟ ନବୀନ ପଟ୍ଟନାୟକ ଙ୍କ ବିଷୟରେ ଅନେକ କଥା କହିଥିଲେ।
ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଦିପାଲି ଦାସ ଙ୍କ ପିତା ହେଉଛନ୍ତି ନବ ଦାସ୍ ତାଙ୍କ ମୃ-ତ୍ୟୁ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ର ପ୍ରତିନିଧି ରୂପେ ନିର୍ବାଚିତ କରିଥିଲେ।
ଲୋକ ଙ୍କ ଭଲ ପାଇବା ଯୋଗୁଁ ସେ ସେଠାରେ ବିଧାୟିକା ରୂପେ ନିଯୁକ୍ତି ହୋଇ ଛନ୍ତି।ଝାରସୁଗୁଡ଼ା ରେ ହେଉଥିବା ସଭା ରେ ସେ କହି ଥିଲେ।କି ଏସ ଏ କି ମହିଳା ମାନଂକ ପାଇଁ ଆଗରୁ ଏପରି କିଛି ବି ସୁବିଧା ଦିଆ ଯାଉ ନ ଥିଲା।
Special report
ଏବେ ତାଙ୍କ ଉନ୍ନତି କଥା ସରକାର ବିଚାର କରୁଛନ୍ତି।ମହିଳା ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଭାବରେ ଅର୍ଥ ଋଣ ରୂପେ ଦେଉଛନ୍ତି।ଏହା ଦ୍ବାରା ଗରିବ ଶ୍ରେଣୀ ର ମା ମାନେ ଅଧିକ ରୁ ଅଧିକ ମାତ୍ରା ରେ ଲାଭ ବାନ ହେଉଛନ୍ତି।
ଏତେ ସବୁ ଉନ୍ନତି ଏତେ ସବୁ ପ୍ରଗତି କେବଳ ଗୋଟିଏ ମାତ୍ର ବ୍ୟକ୍ତି ଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି।ସେ ହେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ଦିନ ରେ ଝାରସୁଗୁଡ଼ା ର ଆହୁରି ଅନେକ ଉନ୍ନତି କରିବା ପାଇଁ ଆମେ ଚେଷ୍ଟା କରିବୁ।
ମୋତେ ଅଧିକ ରୁ ଅଧିକ ଖୁସି ଲାଗୁଚି ମୁ ହେଉଚି ବିଜୁ ଜନତା ଦଳ ର ଜଣେ ସଦସ୍ୟ।ଆଗକୁ ବହୁତ ଜଲଦି।ଝାରସୁଗୁଡ଼ା ଠାରେ ଏକ ହସ୍ପିଟାଲ୍ ର ଉଦଘାଟନ ହେବାକୁ ଯାଉଛି ବୋଲି ସେ କହିଥିଲେ।ଦୀପାଲି ଏମିତି ଅନେକ ଉନ୍ନତି ମୂଳକ କାର୍ଯ୍ୟ ବିଷୟ ରେ ଏହି ଜନ ସମ୍ପର୍କ ପଦ ଯାତ୍ରା ରେ କହି ଥିଲେ।

Advertisement