Jan 25, 2024, 09:23 IST

ଦେଢ଼ସୁରଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ପମି ଦେଖନ୍ତୁ କଣ କହିଲେ ୧୭ ବର୍ଷର କଥା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଥାନାରେ ପହଞ୍ଚିିଲା ଓଲିଉଡର କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି। 
ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଭୁକିଶୋର, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରାଖୀ ଦାସ ଓ ଜଣାଶୁଣା କଣ୍ଠଶିଳ୍ପୀ ପମି ହେଲେ ଖାରବେଳନଗର ଥାନାର ଦ୍ୱାରସ୍ଥ। ବିଭୁକିଶୋର ଓ ତାଙ୍କ ପତ୍ନୀ ବିଭୁଙ୍କ ବଡ଼ ଭାଇ ପିଉସ ଦାସଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ।
Special report
ବିଭୁକିଶୋରଙ୍କ ଘରେ ଭଡ଼ା ରୁହନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ପମି। ପମି ତାଙ୍କ ଘରେ ସିସିଟିଭି ଲଗାଉଥିବା ବେଳେ ବିଭୁକିଶୋରଙ୍କ ବଡ଼ ଭାଇ ପିୟୂସ ଘଟଣାସ୍ଥଳକୁ ଆସି ପାଟିତୁଣ୍ଡ କରିଥିଲେ। ଏମିତି କି ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଛନ୍ତି। 
ସେ ବିଭୁଙ୍କ ପତ୍ନୀ ତଥା ଅଭିନେତ୍ରୀ ରାଖୀ ଦାସଙ୍କୁ ବି ଆକ୍ରମଣ କରିଛନ୍ତି। ଖାଲି ସେତିକି ନୁହେଁ, ଅସଦାଚାରଣର ଅଭିଯୋଗ ମଧ୍ୟ ଆଣିଛନ୍ତି ରାକ୍ଷୀ।
Special report
ଏହା ସହିତ ବିଭୁକିଶୋରଙ୍କ ଘରେ ଭଡ଼ା ରହୁଥିବା ପ୍ରସିଦ୍ଧ କଣ୍ଠଶିଳ୍ପୀ ପମି ମିଶ୍ରଙ୍କୁ ମଧ୍ୟ ମାଡ଼ ମାରିବା ସହ ଅ-ଶ୍ଳୀ-ଳ ଭାଷାରେ ଗାଳିଗୁଲଜ କରିଛନ୍ତି ପୀୟୁଷ। ଏହାକୁ ନେଇ ସୋମବାର ଉଭୟ ରାକ୍ଷୀ ଦାସ ଓ ପମି ମିଶ୍ରଙ୍କ ସମେତ ବିଭୁକିଶୋରଙ୍କ ମାଆ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଆଉ ନ୍ୟାୟ ମାଗିଛନ୍ତି।
ତେବେ ବନ୍ଧୁଗଣ ଜମି ଓ ଘର ବିବାଦକୁ ନେଇ ଏଭଳି କରିଥିବା ନେଇ କହିଛନ୍ତି ବିଭୁକିଶୋର ଙ୍କ ପତ୍ନୀ ରାଖୀ ଦାସ। ସେପଟେ ନିଜ ମା’ଙ୍କୁ ମଧ୍ୟ ଛାଡି ନାହାନ୍ତି ବିଭୁ କିଶୋରଙ୍କ ଭାଇ। ମା’ଙ୍କ ଉପରେ ଆକ୍ରମଣ ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି।
ବଡ଼ ଝିଅ ପ୍ରରୋଚନାରେ ଘର ହଡ଼ପ କରିବା ପାଇଁ ପିୟୁସ ଦାସ ଏଭଳି କାମ କର ଥିବା କହିଛନ୍ତି ତାଙ୍କ ମା। ପରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିଲା।

Advertisement