Updated: Dec 30, 2023, 14:47 IST

ଅବୁଝା ଦେଢ଼ଶୁରକୁ ବୁଝାଇ ବୁଝାଇ ଥକିଗଲା ଭାଇ ବୋହୂ ଶେଷରେ ବାଧ୍ୟ ହୋଇ କରିଦେଲା ଏମିତି କାଣ୍ଡ ସମସ୍ତେ ଦେଖି ଦେଲେ ମୁଣ୍ଡରେ ହାତ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି, ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜ ସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି।
Special Report
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି। 
ଏବଂ ତାସହ ଲୋକମାନେ ମଧ୍ୟ ପରିବର୍ତ୍ତନ ହେବା ସହ ଚାଲିଚଳନ ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଆସୁଛି। ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି।
Special Report
ଯାହା ପାଇଁ କାହାର ଦରକାର ସମୟରେ ଭଲ ମନ୍ଦ ବୁଝି ଦୂର କଥା କାହାକୁ କିଛି ସାହାଯ୍ୟ ମଧ୍ୟ କରୁନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯାହାକି ସୁନ୍ଦର ଚେହେରା ଦେଖି ରହି ପାରିଲାନି ଦେଢଶୁର।
ଏପଟେ ଭାଇ ବୋହୂ ବୁଝାଇ ବୁଝାଇ ବୁଝିଲାନି ଦେଢଶୁର। ଅବୁଝା ଦେଢଶୁରକୁ ଶେଷରେ ଭାଇ ବୋହୂ ହତ୍ୟା କରିଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଦେଡଗାଁ ରେ।
Special Report
ତେବେ ବନ୍ଧୁଗଣ ଭାଇ ବୋହୂ ଜୟନ୍ତୀ ଗୋଟିଏ ଟାଇମ୍ ତିଆରି କରିଥିଲେ ଦେଢଶୁରକୁ ମାରିବା ପାଇଁ। ସେହି ଟିମ ଚାରି ଜଣ ପୁରୁଷ ରହିଥିଲେ। ଯେଉଁ ମାନେ କି ଜୟନ୍ତୀ ର ଇଶାରାରେ କାମ କରୁଥିଲେ। 
ଏହାପରେ ସେହି ଚାରିଜଣ ଜୟନ୍ତୀ ଦେଢଶୁରକୁ ଆକ୍ରମଣ କରିଥିଲେ। ଶେଷରେ ଆକ୍ରମଣ ଶିକାର ହୋଇ ଜୀବନ ଯାଇଥିଲା ଦେଢଶୁର ଜଣକର। ଏହାପରେ ପୋଲିସ ଗିରଫ କରିଥିଲା ଅଭିଯୁକ୍ତ ମାନଙ୍କୁ।
ତେବେ ବନ୍ଧୁଗଣ ଅନୈତିକ ସମ୍ପର୍କ ଓ ପାରିବାରିକ କଳହ ପାଇଁ ଏହି ହ-ତ୍ୟା-କା-ଣ୍ଡ ଘଟିଛି ବୋଲି କହିଛି ସିନ୍ଧେହ କେଲା ପୋଲିସ। ଅଭିଯୁକ୍ତ ମାନଙ୍କୁ ସିନ୍ଧେହ କେଲା ପୋଲିସ ଗିରଫ କରିଛି।

Advertisement