Jan 12, 2024, 16:49 IST

ଦେବରାଜ ଇନ୍ଦ୍ର ଙ୍କ ଠାରୁ ନିଜ ସ୍ତ୍ରୀ କୁ ବେଶୀ ଖୁସି ରେ ରଖନ୍ତୁ ଅମ୍ବାନୀ, ୧୨୦୦ କୋଟି ର ହୀରା ପର୍ସ ଦେଲେ ଉପହାର

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ନିତା ଅମ୍ବାନୀ ଙ୍କୁ ଭଲ ଭାବେ ଜାଣି ଥିବେ।ଭାରତ ରେ ଥିବା କୋଟିପତି ମାନଙ୍କ ମଧ୍ୟରୁ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ଅନ୍ୟତମ।ସେ ଓ ତାଙ୍କ ପରିବାର ବିଷୟ ରେ ସବୁବେଳେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉ ଥାଏ।
Special Report
ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ସବୁବେଳେ ନୂଆ ନୂଆ ବ୍ରାଣ୍ଡ ର ଜିନିଷ ବ୍ୟବହାର କରନ୍ତି ନିତା ଅମ୍ବାନୀ।ସେ ବ୍ୟବହାର କରୁଥିବା ହ୍ୟାଣ୍ଡ ବ୍ୟାଗ୍ ଠାରୁ ଚପଲ ପର୍ଯ୍ୟନ୍ତ ସବୁ କିଛି ର ମୂଲ୍ୟ କୋଟି କୋଟି ଟଙ୍କା।ଗୋଟିଏ ସାଧାରଣ ପରିବାର ର ଲୋକ ପକ୍ଷେ ଏସବୁ କିଣିବା ସମ୍ଭବ ନୁହେଁ।
ନିତା ଅମ୍ବାନୀ ସବୁବେଳେ ଦାମୀ ଜିନିଷ ବ୍ୟବହାର କରି ଚର୍ଚ୍ଚା ରେ ରୁହନ୍ତି।ତାଙ୍କ ବଡ ପୁଅ ବାହାଘର ସମୟ ରେ ସେ ଯେଉଁ ଶାଢ଼ୀ ପିନ୍ଧି ଥିଲେ ତାହାର ମୂଲ୍ୟ ଏକ ଲକ୍ଷ ଟଙ୍କା ରୁ ଅଧିକ।ଏହା ଛଡ଼ା ସେ ସକାଳୁ ଉଠିବା ପରେ ପରେ ଚା ପିଇ ଥାଆନ୍ତି।ସେହି ଚା ତାଙ୍କ ପାଇଁ ବିଦେଶ ରୁ ଆସି ଥାଏ।
ସେ ଯେଉଁ କପ୍ ରେ ଚାହା ପିଇ ଥାଆନ୍ତି ତାହାର ମୂଲ୍ୟ ତିନି ଲକ୍ଷ ଟଙ୍କା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ନିତା ଅମ୍ବାନୀ ଙ୍କ ର ଏଭଳି ସଉକ କୁ ଯେ କେହି ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।ସେ ସବୁବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।
Special Report
ନିତା ଅମ୍ବାନୀ ଙ୍କ ବିଷୟ ରେ ଲୋକ ମାନେ ଅଧିକ ରୁ ଅଧିକ ଜାଣିବା ପାଇଁ ସବୁବେଳେ ଅପେକ୍ଷା କରି ଥାଆନ୍ତି।ସେ ଜାପାନ ର ସର୍ବ ପୁରାତନ ବୃକେରି ବ୍ରାଣ୍ଡ ର କପ୍ ରେ ଚା ପିଅନ୍ତି।ଏହା ବ୍ୟତୀତ ସେ ଏବେ ଯେଉଁ ହ୍ୟାଣ୍ଡ ବ୍ୟାଗ୍ ବ୍ୟବହାର କରନ୍ତି ତାହାର ମୂଲ୍ୟ ପ୍ରାୟ ଦୁଇ କୋଟି ରୁ ଅଧିକ।
ଏହି ବ୍ୟାଗ୍ କୁ ତାଙ୍କର ଧରିବା ପାଇଁ ମଧ୍ୟ ଲୋକ ରହୁଛନ୍ତି।ତାଙ୍କ ପାଖରେ ଏବେ ବହୁତ ବଡ ବଡ କମ୍ପାନୀ ରେ ଚପଲ ରହିଛି।କେବଳ ଏତିକି ନୁହେଁ ସେ ଯେଉଁ ଲିପ୍ ଷ୍ଟିକ୍ ବ୍ୟବହାର କରନ୍ତି ତାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା ରୁ ଅଧିକ ହୋଇ ପାରେ।
ତେଣୁ ଆପଣ ମାନେ ଥରେ ଭାବନ୍ତୁ।ସେ ନିଜ ପାଇଁ ଦିନ କୁ କେତେ ଟଙ୍କା ଖର୍ଚ୍ଚ କରୁ ଥିବେ।ତାଙ୍କର ଏହି କାର୍ଯ୍ୟ ପାଇଁ ଦିନ କୁ ତାଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ।ଆଜି ନିତା ଅମ୍ବାନୀ ଘରେ ଘରେ ପରିଚିତ।
ସେ ସବୁବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ତାଙ୍କ ପାଖରେ ବହୁତ ଭଲ କଲେକ୍ସନ ର କାର ରହିଛି।ଏହି ଦାମୀ କାର ଗୁଡ଼ିକ ଆପଣ ମାନେ ଦେଖିଲେ ପ୍ରଥମେ ଆଶ୍ଚର୍ଯ୍ୟ ହେବେ

Advertisement