ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନେକ ସମୟରେ ସୋସିଆଲ ମିଡ଼ିଆରେ ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ଘଟଣାର ଭିଡିଓ ଦେଖାଯାଇଥାଏ।

ପ୍ରାୟତଃ ଯାତ୍ରା ସମୟରେ ସାମାନ୍ୟ ଅସାବଧାନତା ହେତୁ ବଡ ବଡ଼ ଦୁର୍ଘଟଣା ଘଟିଥାଏ। ବନ୍ଧୁଗଣ ଆପଣ ମାନେ ଭିଡ଼ିଓଟିରେ ଦେଖିପାରୁଥିବେ କେମିତି ପିଲା ମାନେ ସ୍କୁଲ ବସର ଝରକାକୁ ଧରି ଝୁଲି ଝୁଲି ଯାଉଛନ୍ତି ପାଠ ପଢ଼ିବା ପାଇଁ।
ବସରେ ବସିବା ପାଇଁ ପିଲା ମାନଙ୍କ ପାଇଁ ଜାଗା ନଥିବାରୁ ଏମିତି ଝୁଲି ଝୁଲି ଯାଉଛନ୍ତି ପିଲା ମାନେ। ପିଲା ମାନେ ବସରେ ଝୁଲି ଝୁଲି ଯାଉଥିବା ବେଳେ ବସ୍ ଭାରସାମ୍ୟ ହରାଇ ଓଲଟି ପଡୁଛି।

କେତେବେଳେ ବସର ଆଗ ଚକା ଉଠି ଯାଉଛି ତ ଆଉ କେତେବେଳେ ପଛ ଚକା ଉଠିଯାଉଛି ହେଲେ ତଥାପି ପିଲା ମାନେ ଝୁଲି କି ସ୍କୁଲ ବସରେ ପାଠ ପଢ଼ିବାକୁ ଯାଉଛନ୍ତି।
କିଏ ଅଧା ରାସ୍ତାରେ ଚଳନ୍ତା ଗାଡିରୁ ଖସି ପଡ଼ି ଲହୁ ଲୁହାଣ ହୋଇଗଲାଣି ତ, ପୁଣି କାହାକୁ ପଛ ଆଡୁ ଗାଡି ପଟି ଦେଲାଣି। ତେବେ ଏଭଳି ସ୍ଥିତିରେ ପିଲା ମାନେ ସ୍କୁଲ ଯିବାକୁ ଡରୁଥିବା ବେଳେ

ପାଠପଢ଼ି ଭବିଷ୍ୟତ ଗଢ଼ିବା ପାଇଁ ନିଜ ଜୀବନକୁ ବି ବାଜି ଲଗେଇ ଦେଉଛନ୍ତି। ଏନେଇ ଅଭିଭାବକ ମାନେ କିଛି ଜାଣିପାରୁନଥିବା ବେଳେ ସ୍କୁଲ ବସ ବାଲା ଛୋଟ ଛୋଟ ପିଲା ମାନଙ୍କୁ ନି-ର୍ଯା-ତ-ନା ଦେଉଛନ୍ତି।
ପ୍ରତ୍ୟେକ ଦିନ ଏମିତି ପିଲା ମାନଙ୍କୁ ନେଉଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ। ହେଲେ ସେହି ରାକ୍ଷସ ବସ ଡ଼୍ରାଇଭର ଜଣକ କିଛି ଶୁଣିନଥିଲା।
ଆଉ ଛୋଟ ଛୋଟ ପିଲା ମାନଙ୍କୁ ବସ ଡ଼୍ରାଇଭର ଜଣକ ଏମିତି ଝୁଲାଇ ସ୍କୁଲରେ ଛାଡୁଥିଲା ଆଉ ଆଣୁଥିଲା। ଯାହାର ଭିଡିଓ ସ୍ଥାନୀୟ ଲୋକେ ନିଜ ଫୋନରେ କଏଦ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି।