Feb 28, 2024, 19:50 IST

ଛି ଛି ଭଗବାନ ରୂପି ଡାକ୍ତରଙ୍କ ରୂପରେ ଲାଗିଲା କଳଙ୍କ ଦେଖନ୍ତୁ ଦାନ୍ତ ଓପାଡ଼ିବାକୁ ଆସିଥିବା ଯୁବତୀଙ୍କ ସହ କଲେ ଏମିତି ଲଜ୍ୟା ଜନକ କାଣ୍ଡ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଡାକ୍ତରଙ୍କୁ ଭଗବାନ ବୋଲି ମାନିଥାନ୍ତି କିନ୍ତୁ ଭଗବାନଙ୍କ ସ୍ଥାନ ପାଇ ଡାକ୍ତର ଏଭଳି ନିର୍ଲଜ୍ଜ କାମ କରିବେ ତାହେଲେ ଲୋକମାନେ ଆଉ କାହାକୁ ବିଶ୍ବାସ କରିବେ ! ଏବେ ଏଭଳି କିଛି ଖବର ଆସିଛି ଜଣେ ଡ଼ାକ୍ତରଙ୍କୁ ନେଇ । 
ଜଣେ ଦାନ୍ତ ଡାକ୍ତର ଏଭଳି ନିର୍ଲଜ୍ଜ କାମ କରିଛନ୍ତି । ଦାନ୍ତ ଓପାଡୁଥିବା ବେଳେ ମହିଳାଙ୍କୁ ଦୁ-ଷ୍କ-ର୍ମ କରିଦେଲେ ଡାକ୍ତର । ଏହି ଦାନ୍ତ ଡାକ୍ତର ଜଣକ ଆନାସ୍ଥାସିଆ ଦେବା ବଦଳରେ ବିହୋସ ଇଞ୍ଜେକସନ ଦେଇ କରିଥିଲେ ଏଭଳି କାମ ।
Special report
ବେହୋସ୍ ଇଞ୍ଜେକସନ ଦେଇ ମହିଳା ଜଣଙ୍କୁ ଦୁ-ଷ୍କ-ର୍ମ କରିଥିଲେ ଡାକ୍ତର ଆଉ ଏହାସହ ସେ ଏହି ସମୟର ଫଟୋ ଆଉ ଭିଡିଓ ମଧ୍ୟ କରିଥିଲେ । ରକ୍ଷକ ସାଜିଲେ ଭକ୍ଷକ । 
ଦାନ୍ତ ବିନ୍ଧା ହେବାରୁ ମହିଳା ଜଣକ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ମହିଳା ଜଣଙ୍କର ସୁନ୍ଦର ରୂପ ଦେଖି ବିମୋହିତ ହୋଇ ପଡ଼ିଥିଲେ । ମହିଳା ଜଣଙ୍କ ଦାନ୍ତ ଓପାଡିବେ ବୋଲି ଡାକ୍ତର ତାଙ୍କୁ ଭିତରକୁ ନେଇ ଯାଇଥିଲେ ।
Special report
ଆଉ ବେହୋସ୍ ଇଞ୍ଜେକସନ ଦେଇ ତାଙ୍କ ଦେହରେ ହାତ ମାରିଥିଲେ । ଏହି ମହିଳା ଜଣକ ସହ ଦୀର୍ଘ ସମୟ ଧରି ଡାକ୍ତର ଜଣକ ଦୁ-ଷ୍କ-ର୍ମ କରିଥିଲେ । ଯେତେବେଳେ ମହିଳା ଜଣଙ୍କର ଚେତା ଫେରିଲା ସେତେବେଳେ ସେ ଏହି କଥାକୁ ନେଇ ବିରୋଧ କରିଥିଲେ । 
ସେତେବେଳେ ଏହି ଡାକ୍ତର ଜଣଙ୍କ ତାଙ୍କୁ ସେହି ଅ-ଶ୍ଳୀ-ଳ ଭିଡିଓ ଆଉ ଫଟୋ ଦେଖାଇ ବ୍ଲାକମେଲ୍ କରିଥିଲେ । ସାତ ଥର ଦୁଷ୍କର୍ମ କରିଥିଲେ ଏହି ଡାକ୍ତର । ଏଭଳି ଘଟଣା ଘଟିଛି ରାଜସ୍ଥାନ ରାଜ୍ୟ ଯାଲୱର୍ ଜିଲ୍ଲାର ବଦମାଡ ଅଞ୍ଚଳରେ ।
ଏବେ ଏହି ଦାନ୍ତ ଡାକ୍ତରଙ୍କ ନାଁରେ ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଧାରରେ ଏବେ ଡାକ୍ତର ଜଣଙ୍କୁ ଗିରଫ କରାଯାଇଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ପାଇପରିଲେ । ପୋଲିସ ତଦନ୍ତ କରି ଡ଼ାକ୍ତରଙ୍କୁ କୋର୍ଟ ଚାଲାଣ କରିଛି ।

Advertisement