Jan 24, 2024, 09:27 IST

ମା ସମଲେଶ୍ବରୀଙ୍କ ଦାନ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର କଣ ଲେଖା ହେଇଥିଲା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି। ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାହାକି ବନ୍ଧୁଗଣ ଚାଲିଥିଲା ମା ସମଲେଶ୍ଵରୀଙ୍କ ହୁଣ୍ଡିରେ ଭକ୍ତ ମାନେ ଦାନ କରିଥିବା ଟଙ୍କା ଗଣତି। ଟଙ୍କା ଗଣତି ସମୟରେ ସେଥିରୁ ବାହାରିଲା ଏକ ଚିଠି।
Special report
ଯେଉଁ ଚିଠିଟିରେ ନିଜ ପ୍ରେମିକକୁ ସଫଳ କରିଦେବା ପାଇଁ ମା'ସମଲେଶ୍ଵରୀଙ୍କୁ ପତ୍ର ଲେଖିଥିଲେ ଜଣେ ଯୁବତୀ। ସେହି ଚିଠିଟିରେ ନିଜ ପ୍ରେମ କେମିତି ସଫଳ ହେବ ସେ ନେଇ ଯୁବତୀ ଜଣକ ମା'ସମଲେଶ୍ଵରୀଙ୍କୁ ପତ୍ର ଲେଖିଥିବା ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ନାଁ ହେଉଛି ବର୍ଷା। 
ବର୍ଷା ତାଙ୍କ ପ୍ରେମିକ କାନ୍ହା ପାଇଁ ସେହି ଚିଠିଟି ଲେଖିଥିଲେ। ବର୍ଷା ଚିଠିଟିରେ ଲେଖିଥିଲେ ଯେ, କାନ୍ହା ସହ ତାଙ୍କର ବାହାଘର ହେଇଯାଉ ଆଉ ଉଭୟ ଏକା ସାଙ୍ଗରେ ବାହାଘର ପରେ ମାଙ୍କ ଦର୍ଶନ ପାଇଁ ଏକାଠି ଆସିବେ।
Special report
ଏବଂ ଏହା ସହ ବର୍ଷା କାନ୍ହା କୁ କେତେ ଭଲ ପାଆନ୍ତି ତାହା ବି ସେହି ଚିଠିଟିରେ ଉଲ୍ଲେଖ କରାଯାଇଥିଲା। ମା'ସମଲେଶ୍ଵରୀଙ୍କ ପାଖକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟେ। ଖାଲି ସ୍ଥାନୀୟ ଅଞ୍ଚଳରେ ନୁହେଁ, ବହୁ ଦୂରଦୂରାନ୍ତରୁ ଅନେକ ଭକ୍ତ ଆସିଥାନ୍ତି। 
Special report
ଭକ୍ତମାନେ ନିଜ ନିଜ ଢଙ୍ଗରେ ମା'କୁ ଦୁଃଖ ଜଣାଇଥାନ୍ତି। କିନ୍ତୁ ମା'ଙ୍କ ନିକଟରେ ନିଜ ଅନ୍ତରର ଦୁଃଖ ବା କଥା ଥିବା ଚିଠି ମାଧ୍ୟମରେ ପଠାଇବା ଏକ ନିଆରା କଥା ଅଟେ। ମନ୍ଦିର ବେଢ଼ାରେ ରହିଥିବା
ହୁଣ୍ଡି ଭିତରୁ ମିଳିଥିବା ଚିଠିରେ ଜଣେ ପ୍ରେମିକାର ବିକଳ ନିବେଦନ ଦେଖିବାକୁ ମିଳିଥିଲା। ଚିଠି ଲେଖିଥିବା ଯୁବତୀ ଜଣକଙ୍କ ଦୁଃଖ ମା'ସମଲେଶ୍ଵରୀ ନିଶ୍ଚିନ୍ତ ଶୁଣିବେ ବୋଲି ଯୁବତୀ ଜଣକ ମନରେ ବିଶ୍ବାସ ରଖିଛନ୍ତି ବୋଲି ଚିଠିଟିରେ ଜଣାପଡିଛି।

Advertisement