Mar 23, 2024, 10:26 IST

ବଡ଼ ଦୁଃଖରେ ମିଡ଼ିଆ ଆଗରେ କହିଲେ ଦାମ ଙ୍କ ନାତି..ଜେଜେ ମତେ ୧୦ହଜାର ଟଙ୍କା ଦେଇ କହିଲେ ଭଲସେ ପାଠ ପଢ଼ିବୁ..

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ଦାମୋଦର ରାଉତରଙ୍କର ଦେହାନ୍ତ ହୋଇଥିଲା। ମୃ-ତ୍ଯୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।
ଦାମୋଦରଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ୭ ଥର ବିଧାୟକ, ବହୁବାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ଖବର ପ୍ରଚାର ପରେ ହସ୍ପିଟାଲରୁ ଆରମ୍ଭ କରି ତାଙ୍କ ବାସଭବନ ପର୍ଯ୍ଯନ୍ତ ଲୋକଙ୍କ ସୁଅ ଛୁଟିଥିଲା।
Jj
ଦଳମତ ନିର୍ବିଶେଷରେ ନେତା, ରାଜନୈତିକ ସହକର୍ମୀ, ସମର୍ଥକ, ପ୍ରଶଂସକ, ଆତ୍ମୀୟ ସ୍ବଜନ ଡାକ୍ତର ଦାମୋଦର ରାଉତଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତାଙ୍କ ପରଲୋକରେ ରାଷ୍ଟ୍ରପତି, ରାଜ୍ଯପାଳ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ତେବେ ବନ୍ଧୁଗଣ ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର।
Hh
ଦାମ ରାଉତଙ୍କ ଦେହାନ୍ତ ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ନାତି। ତେବେ ବନ୍ଧୁଗଣ ଡାକ୍ତର ଦାମୋଦର ରାଉତଙ୍କ ପରଲୋକରେ ଭାଙ୍ଗି ପଡ଼ିଛନ୍ତି ନାତି। କହିଲେ, ଜେଜେ ନାହାନ୍ତି ସବୁ ଅନ୍ଧାର ଲାଗୁଛି।
"ମୋ ପଢିବା ପାଇଁ ସବୁବେଳେ ଚିନ୍ତା କରୁଥିଲେ। ଶେଷଥର ପାଇଁ ମତେ ୧୦ ହଜାର ଟଙ୍କା ଦେଇଥିଲେ କଲେଜରେ ଫର୍ମ ପକାଇବା ପାଇଁ।" ଏବଂ ତାଙ୍କ ନାତି କହିଛନ୍ତି ଜେଜେ ଯିବା ପରେ ସବୁ ଅନ୍ଧାର ଲାଗୁଛି।
ପିଲାଟି ଦିନୁ ସେ ହାତ ଧରି ଚାଲିବା ଶିଖାଇଥିଲେ ଆଜି ହାତ ଛାଡିଦେଲେ ତାଙ୍କ ପୁରା ଦୁନିଆ ଅନ୍ଧାର ହୋଇଗଲା ବୋଲି କହିଛନ୍ତି ଦାମଙ୍କ ନାତି। ତାଙ୍କ ଜେଜେଙ୍କ ଭଳି କେହି ୨ୟ ନାହାନ୍ତି ସେ ୱାନ୍ ପିସ୍ । ଆଉ ତାଙ୍କ ଘରେ ବାବୁ ଡାକ ଶୁଭିବନି, ସେ ତାଙ୍କ ନତିଙ୍କୁ ବାବୁ ବାବୁ ବୋଲି ଡାକୁଥିଲେ।
ତାଙ୍କ ଜେଜେ ଜଣେ ଲିଜେଣ୍ଡ ଥିଲେ। ତାଙ୍କ ନାତି ନିଜେ ହତରେ ତାଙ୍କୁ ହସ୍ପିଟାଲ୍ ନେଇଥିଲେ। ଆଉ ଭାବିଥିଲେ ଫେରିଆସିବେ ହେଲେ ଭଗବାନ ତାଙ୍କୁ ନିଜ ପାଖକୁ ଡାକିନେଲେ।

Advertisement