Jun 18, 2024, 20:47 IST

ଡାକିଲେ ଅରୁଣ ଗଲେନି ନବୀନ ଦେଖନ୍ତୁ ସାମ୍ନାକୁ ଆସିଲା ବଡ଼ ଖବର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ କିଛି ଦିନ ପୂର୍ବେ ନବୀନ ନିବାସରେ ପହଞ୍ଚିଥିଲେ ଅରୁଣ। ସମସ୍ତେ ଭାବିଥିଲେ ଅରୁଣ ଓଡ଼ିଶାର ରାଜନୀତିରେ ସାମିଲ ହେବାକୁ ଆସିଥିଲେ ବୋଲି। 
କିନ୍ତୁ ଏବେ ଜଣାପଡିଛି ଯେ ଅରୁଣ ତାଙ୍କ ବାହାଘର ପାଇଁ ଦାଦା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ। ହେଲେ କୌଣସି କାରଣ ପାଇଁ ବାହାଘରରେ ସାମିଲ ହେଇପାରିନଥିଲେ ନବୀନ ପଟ୍ଟନାୟକ।
ନବୀନ ଯେତେବେଳେ ଶପଥ ନେଉଥିଲେ ଠିକ୍ ସେହି ସମୟରେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ଦେଖିବାକୁ ମିଳିଥିଲା ଯେ, ନବୀନଙ୍କ ପୁତୁରା ବାହା ହେଇଛନ୍ତି ବୋଲି। 
ବନ୍ଧୁଗଣ ଅରୁଣ ଗତ ୧୧ ତାରିଖରୁ ବାହା ହେଇସାରିଛନ୍ତି କିନ୍ତୁ ସେ ଏବେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫୋଟକୁ ପୋଷ୍ଟ କରିଛନ୍ତି। ତେବେ ଓଡିଶାରେ ଏବେ ରାଜନୈତିକ ମହଲ ଠିକ୍ ନଥିବା ବେଳେ ସେପଟେ ୨୪ ବର୍ଷ ପରେ ପରାସ୍ତ ହେଇଛି ବିଜେଡି।
Special report
ଏହା ସହିତ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଥିଲା। ଅରୁଣଙ୍କ ବାହାଘର ନେଦ୍ରଲ୍ୟାଣ୍ଡରେ ହେଉଥିବାରୁ ନବୀନ ପଟ୍ଟନାୟକ ଏତେ ଦୂର ଯାଇପାରିନଥିଲେ। ଯଦି ବି ନବୀନ ପଟ୍ଟନାୟକ ଅରୁଣଙ୍କ ବାହାଘରକୁ ଯାଇଥାନ୍ତେ, ତାହାଲେ ଶପଥ ଗ୍ରହଣ ପୂର୍ବରୁ ଓଡ଼ିଶାରେ ଆସି ପହଞ୍ଚି ପାରିନଥାନ୍ତେ। 
ଏବଂ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥାରେ ମଧ୍ୟ ବାଧା ହେଇଥାନ୍ତା। ସେଥିପାଇଁ ନବୀନ ପଟ୍ଟନାୟକ ତାଙ୍କ ପୁତୁରା ଅରୁଣଙ୍କ ବାହାଘରକୁ ନେଦ୍ରଲ୍ୟାଣ୍ଡ ଯାଇନାହାନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।
ନବୀନ ତାଙ୍କ ପୁତୁରାଙ୍କ ବାହାଘରକୁ ଯାଏନପାରିଲେ ବି ଘରେ ବସି ଆଶୀର୍ବାଦ ଦେଇଛନ୍ତି। ନବୀନ ତାଙ୍କ ପୁତୁରା ଅରୁଣଙ୍କୁ ବହୁତ ଭଲପାଆନ୍ତି। ସେପଟେ ଏବେ ଚର୍ଚ୍ଚା ହେଉଛି ଯେ ନବୀନ ନିବାସକୁ ଆସିପାରନ୍ତି ନବଦମ୍ପତ୍ତି।

Advertisement