Updated: Jan 21, 2024, 10:46 IST

ସେ ଝିଅ ମତେ ବୁଢ଼ା ଭାବୁଥିଲା ହେଲେ ଏମିତି କାଣ୍ଡ କଲି ଏବେ ସେ ମୋ ସହ ଆଉ କେବେ ବି ପଙ୍ଗା ନବନି

Viral

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଛୋଟ ଛୋଟ ଝିଅ ମାନଙ୍କୁ ନେଇ ବ-ଳା-ତ୍କା-ର ଭଳି ଅମାନବିକ କାର୍ଯ୍ୟ କରା ଯାଉଛି।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର୍ ଧରିଛି।
ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ବାର ବର୍ଷ ର ନାବାଳିକା ଝିଅ କୁ ବଳାତ୍କାର କରା ଯାଇଛି।ଛୋଟ ପିଲା ଟି ବିଦ୍ୟାଳୟ କୁ ଯାଉ ଥିବା ସମୟ ରେ ତାକୁ ନିକଟସ୍ଥ ଗ୍ରାମ ର ଜଣେ ବ୍ୟକ୍ତି ବ-ଳା-ତ୍କା-ର କରିଛି।
Jddj
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ସଦର ଥାନା ଅଞ୍ଚଳ ରେ।ଏଠାରେ ଜଣେ ନାବାଳିକା ଝିଅ କୁ ବ-ଳା-ତ୍କା-ର କରା ଯାଇଛି।ଝିଅ ଟି ପ୍ରତିଦିନ ବିଦ୍ୟାଳୟ କୁ ଯାଏ।ହେଲେ କିଏ ଜାଣି ଥିଲା ତା ସହିତ ଏପରି କିଛି ଘଟଣା ଘଟିବ।
ସେହି ଗ୍ରାମ ର ଚନ୍ଦନ ଜେନା ନାମକ ଜଣେ ବ୍ୟକ୍ତି ତାକୁ ବ-ଳା-ତ୍କା-ର କରିଛି।ନିଜ ଝିଅ ବୟସ ର ସେହି ନାବାଳିକା ସହିତ ଏପରି କରିବା ପାଇଁ ତାଙ୍କୁ ଟିକେ ହେଲେ ବି ଖରାପ ଲାଗିଲା ନାହିଁ।ଗତ ଜାନୁଆରୀ ୧୬ ତାରିଖ ରୁ ନାବାଳିକା ଜଣକ ନିଖୋଜ ଥିଲେ।
Hdhdhd
ତାଙ୍କ ପରିବାର ଲୋକେ ଏ ନେଇ ତାଙ୍କୁ ଅନେକ ଆଡ଼େ ଖୋଜିଥିଲେ।ହେଲେ କେଉଁଠାରେ ବି ପାଇ ନ ଥିଲେ।ଏହା ପରେ ସେମାନେ କେନ୍ଦ୍ରାପଡ଼ା ଜିଲ୍ଲାର ସଦର ଥାନା କୁ ଖବର ଦେଇଥିଲେ।ସେଠାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ପୋଲିସ ଏହା ପରେ ତାର ତଦନ୍ତ ଆରମ୍ଭ କରିଥିଲା।ପୋଲିସ ଅଭିଯୁକ୍ତ ଚନ୍ଦନ ଜେନା ଙ୍କ ଫୋନ୍ କୁ ଟ୍ରାକ କରିବା ପରେ ଘଟଣା ର ସତ୍ୟାସତ୍ୟ ବିଷୟ ରେ ଜଣା ପଡ଼ି ଥିଲା।ପରେ ପୋଲିସ ସେଠାରେ ପହଞ୍ଚି ଚନ୍ଦନ ଜେନା ଙ୍କୁ ଗିରଫ କରିବା ସହିତ ନାବାଳିକା ଙ୍କୁ ଉ-ଦ୍ଧା-ର କରିଥିଲା।
ନାବାଳିକା ଙ୍କ ପରିବାର ଲୋକେ ଏ ନେଇ ପୋଲିସ କୁ ଧନ୍ୟବାଦ୍ ଦେଇଛନ୍ତି।ତାଙ୍କରି ପାଇଁ ଆଜି ତାଙ୍କ ଝିଅ ର ଜୀବନ ବଞ୍ଚି ଯାଇଛି।ପୋଲିସ ସହିତ ଲୁଚକାଳି ଖେଳ ଖେଳି ଖେଳି ଶେଷ ରେ ପୋଲିସ ହାତ ରେ ଧରା ପଡ଼ି ଥିଲେ ଚନ୍ଦନ ଜେନା।ପୋଲିସ ତାଙ୍କୁ ଯାଜପୁର ଜିଲ୍ଲା ରୁ ଗିରଫ କରି ଥିଲା।ଏବେ ନା-ବା-ଳି-କା ଜଣକ ସୁସ୍ଥ ଅଛନ୍ତି।

Advertisement