Updated: Dec 7, 2023, 09:44 IST

କ୍ରିକେଟ କୁ ନେଇ ବହୁତ୍ ବଡ଼ କଥା ଟେ କହିଦେଲେ ମ୍ୟକ୍ସୱେଲ, ମୁ ପଛେ ମୋ ଦେଶ ପାଇଁ ଖେଳିବା ଛାଡ଼ିଦେବେ ହେଲେ ଆଇପିଏଲ ନୁହେଁ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏହି କିଛି ଦିନ ତଳେ ଭାରତ ଦିନିକିଆ ବିଶ୍ୱକପ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଦଳ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଥିଲା।
Special Report
ଏହି ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଦଳ ପକ୍ଷ ରୁ ହିରୋ ସାଜି ଥିଲେ ଗ୍ଲେନ୍ ମାର୍କସୱିଲ।ସେ ନିଜର ଚମତ୍କାର ବ୍ୟାଟିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ବିଜୟ ଆଡ଼କୁ ଗତି କରିଥିଲା।ଏଥିପାଇଁ ଅଷ୍ଟ୍ରେଲିଆ ଦଳ କୁ ଅନେକ କଥା ଏବେ ଶୁଣିବାକୁ ମିଳିଛି। ଶୁଭେଚ୍ଛା ର ସୁଅ ଛୁଟି ଆସି ଥିଲେ।
ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି।ଏବେ ସେ ଏପରି କିଛି କଥା କହି ଦେଇଛନ୍ତି।ଯାହାକୁ ଯେ କେହି ବି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଛି।ଏପରି କଥା ଆଗରୁ କୌଣସି ଖେଳାଳି ମାନେ କହି ନ ଥିଲେ।
Special Report
ଆପଣ ମାନେ ଜାଣି ଥିବେ ଆଗକୁ ଟି ୨୦ ବିଶ୍ୱକପ୍ ମ୍ୟାଚ୍ ଖେଳା ଯିବାର ଅଛି।୨୦୨୪ ଆଇପିଏଲ ମ୍ୟାଚ୍ ଓ ଟି ୨୦ ବିଶ୍ୱକପ୍ ଏକା ସମୟ ରେ ପଡୁ ଅଛି।ଏଥିପାଇଁ କିଛି ଖେଳାଳି ଆଇପିଏଲ ଖେଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି।
ଏହି ସମୟ ରେ ଗ୍ଲେନ ମାର୍କସୱେଲ କିଛି ଏପରି କଥା କହି ଦେଇଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।ତାଙ୍କ କହିବା ଅନୁଯାୟୀ ଆଇପିଏଲ ତାଙ୍କୁ ପରିଚୟ ଦେଇଛି।
ଆଜି ସେ ଯେଉଁ ଠାରେ ବି ଅଛନ୍ତି ତାହା କେବଳ ଆଇପିଏଲ୍ ପାଇଁ।ଆଇପିଏଲ କୁ ଛାଡି ସେ ରହି ପାରିବେ ନାହିଁ।ସେ ଟି ୨୦ ବିଶ୍ୱକପ୍ ସହିତ ଆଇପିଏଲ ମ୍ୟାଚ୍ ଖେଳିବେ।ଆଇପିଏଲ ଯୋଗୁଁ ସେ ଅଷ୍ଟ୍ରେଲିଆ ଦଳ ରେ ସାମିଲ ହୋଇ ଥିଲେ।
ଆସନ୍ତା ମାସ ରୁ ଟି ୨୦ ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି। ଏବଂ ୨୦୨୪ ଆଇପିଏଲ ମ୍ୟାଚ୍ ମଧ୍ୟ ଆରମ୍ଭ ହେବାକୁ ଯାଉଛି।ଏବେ ଦେଖିବାକୁ ବାକି ରହିଲା କେଉଁ ଦଳ ଓ ଖେଳାଳି ଏ ବର୍ଷ ଆଇପିଏଲ ରେ ଅଂଶ ଗ୍ରହଣ କରୁଛନ୍ତି।

Advertisement