ନମସ୍କାର ପାଠକ ବନ୍ଧୁ।ନିଜ ପ୍ରଶଂସକ ଙ୍କୁ ଚାପୁଡ଼ା ମାରି ଏବେ ଚର୍ଚ୍ଚା ରେ ଅଛନ୍ତି ବାଂଲାଦେଶୀ କ୍ରିକେଟର ଶାକୁବ୍ ଉଲ ହାସନ।ଆପଣମାନେ ସମସ୍ତେ ଜାଣି ଥିବେ କ୍ରିକେଟର ମାନଙ୍କୁ ଲୋକ ମାନେ କେତେ ପସନ୍ଦ କରନ୍ତି। ଶାକୁବ ଉଲ ହାଶନ ଙ୍କ ଜଣେ ପ୍ରଶଂସକ ତାଙ୍କ ସହିତ ସେଲ୍ଫି ନେବା ପାଇଁ ଇଚ୍ଛା କଲେ।
ସେଥିପାଇଁ ସେ ବ୍ୟକ୍ତି ଜଣକ ଶାକୁବ ଙ୍କୁ ପଛ ପଟୁ ଜାବୁଡି ଧରି ଥିଲେ।ଏହା ପରେ ଶାକୁବ ରାଗି ଯାଇ ତାଙ୍କ ପ୍ରଶଂସକ ଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲେ।ଯେଉଁଥିରେ ପ୍ରଶଂସକ ଜଣକ ସେହି ଠାରେ ପଡ଼ି ଯାଇ ଥିଲେ।ଯାହାକି ନେଇ ଲୋକ ମାନେ ଏବେ ଶାକୁବ ଙ୍କ ଏଭଳି ବ୍ୟବହାର କୁ ଖୁବ୍ ନିନ୍ଦା କରିଛନ୍ତି।
ସୂଚନା ଅନୁସାରେ ବାଂଲାଦେଶ ର ମଦୂରାଇ ଠାରୁ ନିକଟ ରେ ଏକ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା।ଏଥିରେ ବାଂଲାଦେଶ କ୍ରିକେଟର ଶାକୁବ ଉଲ ହୁସନ୍ ବିପୁଳ ଭୋଟ ରେ ବିଜୟ ହାସଲ କରିଥିଲେ।ଲୋକମାନେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି।ହେଲେ ଏହି ଖେଳାଳି ଜଣକ ଲୋକ ମାନଙ୍କୁ ଭଲ ବ୍ୟବହାର ଦେଖାଉ ନାହାନ୍ତି।
ସେଠାରେ ନିର୍ବାଚନ ପରେ ଗୋଟିଏ ସଭା ଡକା ଯାଇଥିଲା।ଏହି ସଭା ରେ ଦେଶରେ ପ୍ରଧାନ ମନ୍ତ୍ରୀ ଆସି ଥିଲେ।ତାଙ୍କୁ ଦେଖା କରିବା ପାଇଁ ଶାକୁବ ମଧ୍ୟ ସେହି ସଭା କୁ ଯାଇଥିଲେ।ଏହି ସମୟ ରେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ପଛ ପଟୁ ଧରି ପକାଇ ଥିଲେ।
ତାଙ୍କ ସହିତ ସେଲଫି ନେବା ପାଇଁ କହିଥିଲେ। ଶାକୁବ ତାଙ୍କ କଥା କୁ ନ ଶୁଣି ତାଙ୍କୁ ଚାପୁଡ଼ା ମାରିଥିଲେ।ବହୁତ ରାଗି ଯାଇଥିଲେ।ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।ଲୋକ ମାନେ ଶାକୁବ ଉଲ ହାସନ ଙ୍କ ଏହି ବ୍ୟବହାର କୁ ଖୁବ୍ ନାପସନ୍ଦ କରୁଛନ୍ତି।
ସେମାନେ କହିଛନ୍ତି କି ଶକୁବ ଙ୍କୁ ଆଇସିସୀ ବ୍ୟାନ୍ କରୁ।ସେ କ୍ରିକେଟ ଖେଳିବା ପାଇଁ ଯୋଗ୍ୟ ନୁହନ୍ତି।ସେ ଆଜି ଯାଏଁ ଭଲ ବ୍ୟବହାର ଶିଖି ନାହାନ୍ତି।ଏବେ ଆଉ କେହି ତାଙ୍କୁ ସମର୍ଥନ କରିବେ ନାହିଁ।ତାଙ୍କୁ ରାଜନୀତି ରୁ ବାହାର କରା ଯାଉ।
ଯାହାକୁ ନେଇ ସମସ୍ତେ ଏବେ ତାଙ୍କର ନିନ୍ଦା କରିଛନ୍ତି।ତାଙ୍କ ସହିତ ଫଟୋ ଉଠାଇବା କଥା କହିବାରୁ ତାଙ୍କୁ ଚାପୁଡ଼ା ମାରିଛନ୍ତି ଶାକୁବ୍ ଉଲ ହାସନ।ନିର୍ବାଚନ ଜିତିବା ପରେ ତାଙ୍କର ଅଧିକ ଗର୍ବ ହୋଇ ଯାଉଚି ବୋଲି କିଛି ଲୋକ ମତ ଦେଇଛନ୍ତି।
ଏଭଳି ଘଟଣା ଦେଖିବାକୁ ମିଳିଛି ବାଂଲାଦେଶ ରେ।ଏହା ଗତ ଜାନୁଆରୀ ତିନି ତାରିଖ ରେ ଘଟିଥିଲା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଓ ଲୋକ ମାନେ ଶାକୁବ ଙ୍କୁ ଖୁବ୍ ବିରୋଧ କରିଛନ୍ତି।