Updated: Feb 19, 2024, 08:41 IST

ହେ ଭଗବାନ୍: ଭାରତ ରୁ ରାତା ରାତି ବ୍ୟାନ ହେଇଗଲା ବମ୍ବେ ଲଡୁ ।ଏଣିକି ଆପଣ ଯଦି ବମ୍ବେ ଲଡୁ ଖାଇବେ କି ବିକିବେ ଯିବେ ଜେଲ...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବମ୍ବେଇ ଲଡୁ ଖାଇ ଥିବେ।ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଏହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି।ଏହା ପାଟି କୁ ସୁଆଦିଆ ଲାଗେ।ତେବେ ଆପଣ ମାନଙ୍କ ପାଇଁ ଆସିଲା ଏକ ବଡ ଖବର।
Special report
ଆଉ ବିକ୍ରୀ ହେବ ନାହିଁ ଏହି ବମ୍ବେଇ ଲଡୁ ବା କଟନ କ୍ୟାଣ୍ଡି। ଯାହାକୁ ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି।ଆମେ ଆଜି ସେହି ବମ୍ବେଇ ଲଡୁ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ତାମିଲନାଡୁ ରେ ଏହି ଲଡୁ କୁ ବନ୍ଦ କରି ଦିଆ ଯାଇଛି।
ଏହା ଶରୀର ଉପରେ କୁ ପ୍ରଭାବ ପକାଉଛି ବୋଲି କୁହା ଯାଇଛି।ତାମିଲ ଭାଷା ରେ ଏହାକୁ ପାଞ୍ଜୁ ମିଠାଇ ଓ ଓଡ଼ିଆ ଭାଷା ରେ ଏହାକୁ ବମ୍ବେଇ ଲଡୁ କୁହା ଯାଏ।ଏହା ଶରୀର ଉପରେ କୁ ପ୍ରଭାବ ପକାଇ ଥାଏ।
ଏଥିରେ ଗୋଟିଏ ରାସାୟନିକ ଜିନିଷ ମିଶା ଯାଇ ଥାଏ।ତେଣୁ ପିଲା ମାନେ ଏହାକୁ ଖାଇଲେ ଭବିଷ୍ୟତ ରେ ସେମାନେ କର୍କଟ ଭଳି ମାରାତ୍ମକ ରୋଗ ର ଶିକାର ହୋଇ ପାରନ୍ତି।ସେଥିପାଇଁ ତାମିଲନାଡୁ ସରକାର ଏହାକୁ ବ୍ୟାନ କରିଛନ୍ତି।ଯେପରି ଏହା କେଉଁ ଠାରେ ବି ବିକ୍ରୀ ହେବ ନାହିଁ ସେଥିପାଇଁ ଗୁରୁତ୍ଵ ଦିଆ ଯାଇଛି।
Special report
ଏକ ରିପୋର୍ଟ ଅନୁଯାୟୀ ଏହି ବମ୍ବେଇ ଲଡୁ କୁ ଏକ ଅସୁରକ୍ଷିତ ଖାଦ୍ୟ ରୂପେ ଗ୍ରହଣ କରା ଯାଇଚି।ଏଥିରେ ଏକ ମାରାତ୍ମକ ରାସାୟନିକ ଜିନିଷ ମିଶା ଯାଇ ଥାଏ।ଯାହାକି ସମସ୍ତଙ୍କ ପାଇଁ ବିପଦ କୁ ଡାକି ଆଣି ଥାଏ।
ଏହି ରାସାୟନିକ ଜିନିଷ ର ନାମ ହେଉଚି କ୍ରୋଦାମାଇଲ ବି।ଏହାକୁ ବିକ୍ରୀ କରିବା ଏକ ଦଣ୍ଡନୀୟ ଅପରାଧ।ସାଧାରଣ ଭାବରେ ବିବାହ ଭୋଜି ଜନ୍ମ ଦିନ ଏହି ସ୍ଥାନ ମାନଙ୍କ ରେ ଏହି ବମ୍ୱେଇ ଲଡୁ ବିକ୍ରୀ କରା ଯାଇ ଥାଏ।ଲୋକ ମାନେ ଏହାକୁ ବହୁତ ପସନ୍ଦ କରି ଥାନ୍ତି।
ହେଲେ ଏହା ଯେ ଆମ ଶରୀର ପାଇଁ କେତେ କ୍ଷତି କାରକ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟି କରି ଥାଏ।
ତେଣୁ ଏହି ଜିନିଷ ଗୁଡ଼ିକ ଆପଣ ମାନେ ଆପଣଙ୍କ ପିଲା ମାନଙ୍କୁ ଦିଅନ୍ତୁ ନାହି।ଏହାକୁ ବନ୍ଦ କରି ଦେଇଚି ତାମିଲନାଡୁ ସରକାର।ଆମ ଓଡ଼ିଶା ରେ ଏହା କେବେ ବନ୍ଦ ହେଉଚି ଦେଖିବାକୁ ବାକି ରହିଲା।

Advertisement