Dec 16, 2023, 07:09 IST

କନେଷ୍ଟବଳର ଏମିତି କାମ ଦେଖି ସମସ୍ତେ ଭୟରେ ଦେଖନ୍ତୁ ବାହା ହେବାକୁ ପ୍ରେମିକା ମନାକଲା ବୋଲି କଲେ ଏମିତି

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇପାରିବେ ।ଆପଣମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ମନରେ ଅନେକ କଥା ଭାବିବେ ।
Special Report
ଏବେ ଏକ ଖବର ଆସିଛି ଯାହା ସମସ୍ତଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଜଣେ କନେଷ୍ଟବଳ କରିଛନ୍ତି ଏଭଳି କାମ । ତାଙ୍କୁ ତାଙ୍କ ପ୍ରେମିକା ବାହା ହେବାକୁ ମନା କରିବାରୁ ସେ ତାଙ୍କୁ ଗୁଳି କରି ମାରି ଦେଇଥିଲେ ।
ଏହି କନେଷ୍ଟବଳ ଜଣକ ହେଉଛନ୍ତି ସୁବାଷ । ସୁବାଷ ତାଙ୍କ ବାପାଙ୍କ ଦେହ ଖରାପ ଥିବାରୁ ତାଙ୍କୁ ମେଡ଼ିକାଲକୁ ନେଇଥିଲେ । ସେହି ମେଡ଼ିକାଲରେ ତାଙ୍କର ବାପା ଚିକିତ୍ସିତ ହେଉଥିବା ସମୟରେ ସେଠାରେ ତାଙ୍କର ସମ୍ପର୍କ ଗଢି ଉଠିଥିଲା ନର୍ସ ଜଣକ ସହିତ ।
Special Report
ଏହି ନର୍ସ ଜଣକ ହେଉଛନ୍ତି ଶିବାନୀ ।ଶିବାନୀ ମଧ୍ୟ ସୁବାଷଙ୍କୁ ଭଲ ପାଉଥିଲେ । ଶିବାନୀ ଆଉ ସୁବାଷଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ସେମାନେ ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ ।
ଏହାପରେ ତାଙ୍କ ମଧ୍ୟରେ ଶା-ରି-ରୀ-କ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ ହେବା ପରେ ଶିବାନୀର ବାପା ସୁବାଷ ଆଉ ଶିବାନୀର ଧର୍ମ ଅଲଗା ଅଲଗା ଥିବାରୁ ତାଙ୍କର ବିବାହ କରିବାକୁ ମନା କରିଲେ ।
Special Report
ଏହାପରେ ସୁବାଷ ଏହି କଥା ଜାଣିଲା ପରେ ରାଗି ଯାଇଥିଲେ । ଆଉ ତାଙ୍କର ମୁଣ୍ଡ କିଛି କାମ କରିଲା ନାହିଁ । ଏହାପରେ ସୁବାଷ ଯାହା କରିଲା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସୁବାଷ ଶିବାନୀ ଶୋଇଥିବା ସମୟରେ ତାଙ୍କ ଘରକୁ ଯାଇଥିଲା ।
ଆଉ ଏହାପରେ ସୁବାଷ ସିଡି ପକାଇ ପ୍ରେମିକା ଶିବାନୀ ପାଖରେ ପହଞ୍ଚିବା ପରେ ତାକୁ ଗୁଳି କରି ଦେଇଥିଲା । ଏହାସହ ସେ ତାର ବାପାଙ୍କୁ ମଧ୍ୟ ଗୁଳି କରି ଦେଇଥିଲା । ଏହାପରେ ଏହି କନେଷ୍ଟବଳ ଏଭଳି କାମ କରିବା ପରେ ଆହୁରି ମଧ୍ୟ କିଛି କାମ କରିଥିଲେ ।
ଏହି କନେଷ୍ଟବଳ ଜଣକ ଗୁଳି କରି ମାରିଦେବା ପରେ ତାଙ୍କର ଆଉ ଶିବାନୀର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଏବେ ସାରା ଦେଶରେ ଏହି ଘଟଣା ଚର୍ଚ୍ଚା ହେଉଛି।

Advertisement