Updated: Nov 12, 2023, 13:25 IST

କଂଗ୍ରେସ ଯଦି ପୁଣି ଥରେ ଭାରତ ରେ ରାଜ୍ କରିବ ଭାରତ ପୁଣି ସୁନା ର ଦେଶ ହୋଇଯିବ ,କେବଳ ଏଇ ଥର ଆମକୁ ସୁଯୋଗ ଦେଇ ଦେଖ

Special report

ନମସ୍କାର ପାଠକ ବନ୍ଧୁ।ଏବେ ରାଜନୀତି କୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି।ଆପଣ ମାନେ ଜାଣି ଥିବେ ସାରା ଦେଶ ରେ ଏବେ ବିଜେପି ସରକାର କାର୍ଯ୍ୟ କରୁଛି।କଂଗ୍ରେସ ଦଳ ଏବେ ଲୋକ ମାନଙ୍କ ପାଖରେ ପହଞ୍ଚିବାକୁ ବହୁତ ଚେଷ୍ଟା କରୁଛି।
Special report
ନିକଟ ରେ ରାଜସ୍ଥାନ ର ମୁଖ୍ୟ ମନ୍ତ୍ରୀ ସଚିନ ପାଇଲଟ ଏକ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି କି ବହୁତ ଜଲଦି ଆମ କଂଗ୍ରେସ ଦଳ ୫ ଟି ରାଜ୍ୟ ରେ ଜିତିବ।ଏହା ପରେ କେନ୍ଦ୍ର ସ୍ତର ରେ ମଧ୍ୟ ଆମ ଦଳ ବିଜୟ ହାସଲ କରିବ।
ସଚିନ ପାଇଲଟ ଙ୍କ କଥା ଅନୁଯାୟୀ ରାଜସ୍ଥାନ ରେ ଯଦି ୫ ବର୍ଷ ବିଜେପି ଶାସନ କରେ ଅନ୍ୟ ପାଞ୍ଚ ବର୍ଷ କଂଗ୍ରେସ ଶାସନ କରେ।ଏହି ଧାରା ନିୟମିତ ଭାବେ ଲାଗୁ ହୋଇ ସାରିଲାଣି।ଏବେ ଆଉ ସେପରି ହେବ ନାହିଁ।
ଲୋକ ମାନଙ୍କ ର କଂଗ୍ରେସ ଦଳ ପ୍ରତି ବିଶ୍ଵାସ ଆସି ଯାଇଛି।କେନ୍ଦ୍ର ରେ ଥିବା ବିଜେପି ଦଳ ର ଦୁ-ର୍ନୀ-ତି କୁ ଦେଖି ଲୋକ ମାନଙ୍କ ର ବିଜେପି ଦଳ ଉପରୁ ଭରଷା ଉଠି ସାରିଲାଣି।ଆଗକୁ ଆପଣ ମାନେ ଦେଖନ୍ତୁ କଣ ହେଉଛି।
Special report
ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ରେ ଲୋକ ମାନଙ୍କ ର ବିଶ୍ଵାସ କଂଗ୍ରେସ ଦଳ ପ୍ରତି ଧୀରେ ଧୀରେ ଆସୁଛି।ଏବେ ତେଲେଙ୍ଗାନା ରେ ହେବାକୁ ଥିବା ନିର୍ବାଚନ ରେ ଆପଣ ମାନେ ଦେଖିବେ ପୂର୍ବ ଭଳି କଂଗ୍ରେସ ହିଁ ବିଜୟ ହାସଲ କରିବ।
ଏହି ପରି ଭାବେ ଯଦି ପାଞ୍ଚ ଟି ରାଜ୍ୟ ରେ କଂଗ୍ରେସ ଦଳ ବିଜୟ ହାସଲ କରେ ତେବେ କେନ୍ଦ୍ର ରେ କଂଗ୍ରେସ ଦଳ ମେଣ୍ଟ ସରକାର ଗଠନ କରି ପାରିବ।ତାକୁ କେହି ବି ଅଟକାଇ ପାରିବେ ନାହିଁ।
ଏଭଳି କିଛି କଥା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ସଚିନ ପାଇଲଟ।ତାଙ୍କର ଏଭଳି କଥା କୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଆଗକୁ ୨୦୨୪ ଲୋକ ସଭା ନିର୍ବାଚନ ରହିଛି।ଏଥିରେ କେଉଁ ଦଳ ବିଜୟ ହାସଲ କରିବ ତାହା ଦେଖିବାକୁ ବାକି ରହିଲା।

Advertisement