ନମସ୍କାର ପାଠକ ବନ୍ଧୁ।ପାଣି ଟାଙ୍କି ରୁ ମିଳିଚି ଯୁବତୀ ଙ୍କ ମୃ-ତ ଦେହ।ଏବେ ଏଭଳି କିଛି ଖବର ଭାଇରାଲ ହେବାକୁ ଲାଗିଛି।ଏହି ଘଟଣା ଟି ଦେଖିବାକୁ ମିଳିଛି ଗୁଜୁରାଟ ଅଞ୍ଚଳ ରେ।ଏଠାରେ କିଛି ଦିନ ତଳେ ଜଣେ ଯୁବତୀ ନି-ଖୋ-ଜ ହୋଇ ଯାଇଥିଲେ।
ତେଣୁ ସମସ୍ତେ ସନ୍ଦେହ କରୁଛନ୍ତି କି ପାଣି ଟାଙ୍କି ରେ ଥିବା ମୃ-ତ ଦେହ ର ଅଂଶ ବିଶେଷ ହେଉଚି ସେହି ଯୁବତୀ ଙ୍କ ର।ଏହି ଘଟଣା ଟି ଗୁଜୁରାଟ ଅଞ୍ଚଳ ରେ ଏବେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।
ସୂଚନା ଅନୁସାରେ ପାଣି ଟାଙ୍କି ରୁ ମହିଳା ମାନେ ପାଣି ନେବା ସମୟ ରେ ରକ୍ତ ମିଶା ପାଣି ଆସି ଥିଲା।ଏହା ସହିତ କିଛି ମାଂସ ମଧ୍ୟ ଆସି ଥିଲା।ଏହାକୁ ଦେଖି ସେଠାକାର ଲୋକ ମାନେ ଭୟବୀତ ହୋଇ ଯାଇଥିଲେ।

ସେମାନେ ଏ ବିଷୟ ରେ ପ୍ରଶାସନ କୁ ଖବର ଦେଇଥିଲେ।ପ୍ରଶାସନ ଏ ବିଷୟ ରେ ଜାଣିବା ପରେ ପ୍ରଥମେ ଟାଙ୍କି କୁ ସଫା କରିଥିଲେ।ସେମାନେ ଏଥିରେ ମାଂସ ଦେଖିବାକୁ ପାଇଥିଲେ।ଏହା ପରେ ସେମାନେ ପୋଲିସ କୁ ଖବର ଦେଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ପାଣି ଟାଙ୍କି ରୁ ମାଂସ କଢ଼ିଲା ପରେ ତାହାକୁ ପରୀକ୍ଷା ପାଇଁ ପଠା ଯାଇଛି।ସେହି ରକ୍ତ ଓ ମାଂସ କାହାର ବୋଲି ଖୁବ୍ ଶୀଘ୍ର ଜଣା ପଡ଼ିବ ବୋଲି ପୋଲିସ ଅଧିକାରୀ ମାନେ କହିଛନ୍ତି।
ଏବେ ସମସ୍ତେ ସନ୍ଦେହ କରୁଛନ୍ତି କି ଏହି ରକ୍ତ ମାଂସ ହେଉଚି ସେହି ଯୁବତୀ ଙ୍କ ର।ତାଙ୍କୁ କିଏ ମାରିକି ଟାଙ୍କି ରେ ପକାଇ ଦିଆ ଯାଇଛି ବୋଲି କୁହା ଯାଇଛି।କିନ୍ତୁ ଏହା କେତେ ଦୂର ସତ ତାହା ଏ ଯାଏଁ ଜଣା ପଡି ନାହିଁ।
ସେହି ରକ୍ତ ମିଶା ପାଣି ଲୋକ ମାନେ ଚାରି ଦିନ ପର୍ଯ୍ୟନ୍ତ ବ୍ୟବହାର କରିଥିଲେ।ଏବେ ଟାଙ୍କି ସଫା ହୋଇ ସାରିଲା ପରେ ମଧ୍ୟ ଲୋକ ମାନେ ସେ ପାଣି କୁ ପିଇବା ପାଇଁ ଆଉ ପସନ୍ଦ କରୁ ନାହାନ୍ତି।ଏବେ ସେଠାକାର ଲୋକ ମାନେ ବହୁତ ଭୟବିତ ହୋଇ ଅଛନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।