Feb 18, 2024, 09:34 IST

କଲେଜ୍ ପଛ ଭଙ୍ଗା ଘରେ ଯୁବତୀ ସହ ଶାରୀରିକ ସଂପର୍କ। ଦୁଇ ଦୁଇ ଜଣ ଯୁବକଙ୍କୁ ଧରିଲେ ଗାଆଁ ଲୋକେ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନାବାଳିକା ଝିଅକୁ ଧରି ଘର ଭିତରେ ଘର ଭିତରେ ଚାଲିଥିଲା ଏଭଳି କିଛି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ଏହାପରେ ଗାଁ ଲୋକ ଆସିଲେ ଓ ଶାବଳ ମାରି ମାରି ତାଙ୍କର କବାଟ ଭାଙ୍ଗି ଦେଇଥିଲେ। ଏହାପରେ ଘରୁ ବାହାରିଥିଲେ ଜଣେ ଝିଅକୁ ଦୁଇ ଦୁଇ ଜଣ ପୁଅ। ଏହା ଦେଖିବା ପରେ ଗାଁ ଲୋକଙ୍କ ହୋସ ସଂପୂର୍ଣ୍ଣ ଭାବରେ ଉଡ଼ି ମଧ୍ୟ ଯାଇଥିଲା।
ଆଜ୍ଞା ହଁ ଗାଁ ଭିତରେ ଏବେ ଓୟେଓ ଖୋଲି ଯାଇଛି ସେଥିପାଇଁ ଯେ କେହି ମଧ୍ୟ ଚାହୁଁଛି ସେ ଏଠାକୁ ଝିଅ ଧରି ଚାଲି ଆସୁଛି। ଏହାପରେ ମାଲିକ ହାତରେ ଟଙ୍କା ଦେଇ ଦିନ ରାତି ସମୟ କାଟୁଛନ୍ତି।
ହେଲେ ଏଭଳି କରୁ କରୁ ଏବେ ଗାଁ ଲୋକ ମାନେ ଏହାକୁ ଜାଣି ଦେଇଛନ୍ତି। ଆଉ ଯେତେବେଳେ ସବୁକିଛି ଧରା ପଡି ଯାଇଥିଲା ସେତେବେଳର ପରିବେଶ ବେଶ ଭୟଙ୍କର ଥିଲା। ଗାଁ ଲୋକେ ପ୍ରଥମେ ହାତରେ ଶାବଳ ଧରି ଆସି କବାଟ ଭାଙ୍ଗି ପକାଇଥିଲେ।
Special report
ସେହି ଘର ଭିତରୁ ବାହାରିଥିଲେ ଦୁଇ ପୁଅ ସହ ଜଣେ ମାତ୍ର ଝିଅ। ମୁହଁରେ ମାସ୍କ ଲଗାଇ ଦୁଇ ପୁଅ ଲୋକଙ୍କ ଗୋଡ଼ ଧରି ଭୁଲ ମାଗିଥିବା ଦେଖିବାକୁ ମିଳିଛି।
ଆଉ ବାରମ୍ବାର ମନା କରିଛନ୍ତି ତାଙ୍କର ଭିଡିଓ ନକରିବା ପାଇଁ। ଏହି ମାନେ ଗାଁ ଲୋକଙ୍କୁ ଧୋକା ଦେଇ ଏଭଳି ହିଁ କିଛି କରୁଥିଲେ। କିଏ କେଉଁ ଝିଅକୁ ଆଣି କଣ କରୁଥିଲା ତାହା ଗାଁ ଲୋକେ କେହି ହେଲେ ମଧ୍ୟ ଜାଣି ପାରୁ ନଥିଲେ।
ହେଲେ ଏବେ ସମସ୍ତଙ୍କର ସବୁ ଖେଳ ସମସ୍ତଙ୍କ ସାମ୍ନାରେ ଧରା ପଡି ଯାଇଥିଲା। ଲୋକମାନେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ କି ଘର ଭିତରେ ଏଭଳି କିଛି ହେଉଛି ବୋଲି ଆଉ ଏହାପରେ ସେମାନେ ଯାଇ
ସବୁ ଘଟଣାର ପରଦା ଫାର୍ସ କରି ଦେଇଥିଲେ। ଏହି ଘଟଣାକୁ ଏବେ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ନିନ୍ଦା କରାଯାଉଛି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ମତେ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement