ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଅଜବ ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଛି ଯାହା ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ। ଗୋଟେ ଚୋର ଘରକୁ ଚୋରି କରିବା ପାଇଁ ଯାଇଥିବା ସମୟରେ

ସେଠାରେ ଥିବା ଜଣେ ମହିଳାକୁ ଦୁ-ଷ୍କ-ର୍ମ କରି ଦେଇଥିଲା। ଏହାପରେ ଏହି ଅଭିଯୁକ୍ତ ଚୋର କୁ ମଧ୍ୟ ପୋଲିସ ଗିରଫ କରି ନେଇଥିଲା। ଏବେ ଏହା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଏହି ସମ୍ପର୍କରେ ଡେପୁଟି ପୋଲିସ୍ ଅଧୀକ୍ଷକ ଭାଇଭ ପାଣ୍ଡେ କହିଛନ୍ତି ଯେ ଅଜୟ ରାମ ନାମକ ଜଣେ ବ୍ୟକ୍ତି ଡିସେମ୍ବର 8 ତାରିଖ ରାତିରେ ବାଲିଆ ସହରର କୋଟୱାଲୀ ଅଞ୍ଚଳର ଏକ ଘରେ ଚୋରି ଉଦ୍ଦେଶ୍ୟରେ ଯାଇଥିଲେ।
ହେଲେ ସେହି ଘରେ ଏକ 30 ବର୍ଷ ବୟସ୍କା ମହିଳା ଶୋଇଥିଲେ। ସେ କହିଥିଲେ କି ମହିଳା ଜଣକ ଯେତେବେଳେ ଉଠିପଡ଼ି ପାଟି କରିବାକୁ ଲାଗିଲେ ସେତେବେଳେ ତାଙ୍କର ପାଟିରେ କପଡ଼ା ଭର୍ତ୍ତି କରି ଦେଇଥିଲେ।

ଏହାପରେ ତାଙ୍କ ପାଟିରେ କପଡ଼ା ଭର୍ତି କରି ତାଙ୍କୁ ଦୁ-ଷ୍କ-ର୍ମ କରି ସେହି ସ୍ଥାନରେ ମହିଳାଙ୍କୁ ଛାଡି ଦେଇ ସେଠାରୁ ଦୌଡି ପଳାଇ ଯାଇଥିଲେ। ଯଦି ମହିଳା ଜଣକ କାହାକୁ କହିବେ ତେବେ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇ ଥିଲେ।
ହେଲେ ପୀଡ଼ିତା ଜଣକ ସବୁ କିଛି ପୋଲିସ ନିକଟରେ ଆସି କହି ଦେଇଥିଲେ। ଏହାପରେ ପୀଡ଼ିତଙ୍କ ଅଭିଯୋଗ ଆଧାରରେ ହିଁ ପୋଲିସ ମାମଲା ରୁଜ୍ଜୁ କରିଥିଲା
ଏହାପରେ ଅଭିଯୁକ୍ତ ଙ୍କୁ ଗିରଫ ମଧ୍ୟ କରାଯାଇଛି। ଏବଂ ମହିଳା ଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି।
ପୋଲିସ ମଧ୍ୟ ଏହା ଆଶା ରଖିଛି କି ତାଙ୍କୁ ନିଶ୍ଚିତ ଭାବରେ ନ୍ୟାୟ ମିଳିବ ବୋଲି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।