Mar 2, 2024, 09:00 IST

ଯୁବତୀ ଙ୍କ ଯୌନାଙ୍ଗ ଚିକିତ୍ସା କରୁ କରୁ... ବଳାତ୍କାର କରିଦେଲା ନୂଆ ନୂଆ ଆସିଥିବା ଡ଼ାକୁର..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆମ ସମାଜ ରେ ଡାକ୍ତର ମାନଙ୍କୁ ଭଗବାନ ସଦୃଶ୍ୟ ମନେ କରା ଯାଏ।ଭଗବାନ ଙ୍କ ଭଳି ସେ ଆମ ଜୀବନ ବଞ୍ଚାଇ ଥାଆନ୍ତି।ହେଲେ ବର୍ତ୍ତମାନ ସମୟ ରେ ଏଭଳି କିଛି ଡାକ୍ତର ମାନେ ଅଛନ୍ତି
Special report
ଯେଉଁ ମାନେ କେବଳ ନିଜର ସ୍ବାର୍ଥ ପାଇଁ କିଛି ବି କରି ଦେଉଛନ୍ତି।ଆଜି ଆମେ ସେଭଳି ଜଣେ ଡାକ୍ତର ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ଡାକ୍ତର ହୋଇ ରୋଗୀ ମାନଙ୍କ ସହିତ ଏପରି କିଛି କରୁ ଥିଲେ।ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।
ସୂଚନା ଅନୁସାରେ ଦିଲ୍ଲୀ ରେ ଗୋଟିଏ ଘରୋଇ ହସ୍ପିଟାଲରେ କାମ କରୁ ଥିଲେ ଡାକ୍ତର ସୁରେଶ।ତାଙ୍କ ପାଖକୁ ଅନେକ ମହିଳା ରୋଗୀ ଆସନ୍ତି।ସେ ଉକ୍ତ ମହିଳା ରୋଗୀ ମାନଙ୍କୁ ପ୍ରଥମେ ନିଶା ଇଞ୍ଜେକସନ ଦେଇ ବେହୋସ୍ କରି ଦିଅନ୍ତି।
ଏହା ପରେ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖନ୍ତି।ଏହା ପରେ ସେମାନଙ୍କ ଭିଡିଓ କରି ସେହି ମହିଳା ମାନଙ୍କ ଠାରୁ ଟଙ୍କା ନିଅନ୍ତି।ଏପରି ସେ ସବୁବେଳେ କରନ୍ତି।ହେଲେ କୌଣସି ଝିଅ ଏହାର ପ୍ରତିବାଦ କରି ପାରନ୍ତି ନାହିଁ।କିନ୍ତୁ ଥରେ ଏଭଳି ଜଣେ ଝିଅ ହାତ ରେ ପଡ଼ି ଯାଇ ଥିଲେ।
Special report
ଯିଏ କି ତାଙ୍କର ସବୁ ଖେଳ କୁ ପର୍ଦ୍ଦାଫାଶ କରି ଦେଇ ଥିଲା।ଜଣେ ମହିଳା ଅସୁସ୍ଥ ଥିବାରୁ ଡାକ୍ତର ସୁରେଶ ପାଖକୁ ଯାଇ ଥିଲା।ଡାକ୍ତର ସୁରେଶ ତାଙ୍କୁ ନିଶା ଇଞ୍ଜେକସନ ଦେଇ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।
ପରେ ସେହି ଭିଡିଓ ତାଙ୍କ ସ୍ଵାମୀ ଙ୍କୁ ଦେଖାଇ ଦେବେ ବୋଲି କହି ଧମକାଇ ଥିଲେ।ହେଲେ ମହିଳା ଜଣକ ଏଥିରେ ଡରି ଯାଇ ନ ଥିଲେ।ସେ ସବୁ କଥା ତାଙ୍କ ସ୍ବାମୀ ଙ୍କୁ ଜଣାଇ ଥିଲେ।ସ୍ଵାମୀ ସ୍ତ୍ରୀ ଉଭୟ ଯାଇ ଥାନା ର ଦ୍ବାରସ୍ଥ ହୋଇ ଥିଲେ।
ଏହି ଠାରେ ହିଁ ଡାକ୍ତର ବାବୁ ଙ୍କ ର ସବୁ ଖେଳ ସମସ୍ତଙ୍କ ସାମ୍ନା କୁ ଆସି ଯାଇ ଥିଲା।ମହିଳା ଜଣକ ଙ୍କ ସହିତ ଯାହା ଯାହା ଘଟି ଥିଲା ସେ ସବୁ ସେ ପୋଲିସ ଆଗରେ କହି ଥିଲେ।
ପୋଲିସ ଡାକ୍ତର ସୁରେଶ ଙ୍କୁ ଗିରଫ କରି ଏବେ କୋର୍ଟ ଚାଲାଣ କରିଛନ୍ତି।ଜଣେ ଡାକ୍ତର ହୋଇ ଏଭଳି ସେ କରି ଦେଉଛନ୍ତି କି ଯେ କେହି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଚି।

Advertisement