ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ସମାଜ ରେ କିଭଳି ନିନ୍ଦନୀୟ ଘଟଣା ମାନ ଘଟୁଛି।ଦୁ-ଷ୍କ-ର୍ମକା-ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି।ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ର କାଶିପୁର ଅଞ୍ଚଳ ର ବାଳିକା ସେବା ଆଶ୍ରମ ରେ।

ସେ ସେଠାରେ ରହୁ ଥିବା ତୃତୀୟ ଶ୍ରେଣୀ ଛାତ୍ରୀ ଙ୍କୁ ସେହି ଆଶ୍ରମ ର ପିଅନ ବ-ଳା-ତ୍କା-ର କରିଛି।ପିଲାଟି ଏବେ ମୃ-ତ୍ୟୁ ସହିତ ଲଢ଼ୁଛି।ଏମିତି କରିଥିବା ସେହି ଅ-ପ-ରା-ଧୀ କି କଠିନ ରୁ କଠିନ ଦଣ୍ଡ ଦେବା ଆବଶ୍ୟକ।
ସୂଚନା ଅନୁସାରେ ସେହି ସେବା ଆଶ୍ରମ ରେ ତୃତୀୟ ଶ୍ରେଣୀ ରେ ପଢୁଥିବା ୮ ବର୍ଷ ଝିଅ କୁ ବ-ଳା-ତ୍କା-ର କରା ଯାଇଛି।ତାହା ପୁଣି ସେହି ସ୍କୁଲ ର ପିଅନ ଏପରି କରିଛି।ପିଲା ଟି ମଧ୍ୟାହ୍ନ ଭୋଜନ କରି ସାରିବା ପରେ କିଛି ସମୟ ବିଶ୍ରାମ ନେଇ ଥିଲା।ହେଲେ ସେହି ପିଅନ ଶିବ ପ୍ରସାଦ ମିଶ୍ର ଛୋଟ ଝିଅ ଟି ଉପରେ ଖରାପ ନଜର ପକାଇ ଥିଲା।

ତାକୁ ଚକୋଲେଟ ଦେବା ବାହାନା ରେ ଏକ ନିଛାଟିଆ ସ୍ଥାନ କୁ ନେଇ ଯାଇଥିଲା।ସେଠାରେ ତା ସହିତ ଶା-ରି-ରୀ-କ ସମ୍ପର୍କ ରଖିଥିଲା।ଝିଅ ଟି ଜୋରେ ଜୋର୍ ରେ ଚିତ୍କାର କରିଥିଲା।ହେଲେ ତାର କଷ୍ଟ କୁ କେହି ଶୁଣି ନ ଥିଲେ।

ଶିବ ପ୍ରସାଦ ମିଶ୍ର ର କାମ ସରିଲା ପରେ ସେ ଝିଅ ଟିକୁ ଛାଡି ଦେଇଥିଲା।ସେତେବେଳ କୁ ଝିଅ ଟି ର ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା।ତାକୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।

ଆପଣ ମାନେ ଥରେ ଚିନ୍ତା କରନ୍ତୁ ସେହି ତୃତୀୟ ଶ୍ରେଣୀ ଛାତ୍ର ଙ୍କୁ କିଭଳି କଷ୍ଟ ଦେଇଛି ସ୍କୁଲ ର ପିଅନ।ମାତ୍ର ୮ ବର୍ଷ ର ଝିଅ ଯେତେବେଳେ ଦୁଷ୍କର୍ମ ର ଶିକାର ହୋଇ ଥିବ ତାକୁ କେତେ କଷ୍ଟ ହୋଇ ଥିବ ଏ କଥା ସେ ନିଜେ ହିଁ କହି ପାରିବ।ଶିବ ପ୍ରସାଦ ଏଭଳି ରାକ୍ଷସ ପାଲଟି ଯିବ ବୋଲି କେହି ଭାବି ନ ଥିଲେ।
ଏହି ଘଟଣା ସମ୍ପର୍କ ରେ ମୁଁହ ଖୋଲିଛନ୍ତି ଛାତ୍ରୀ ଙ୍କ ମା।ସେ କହିଛନ୍ତି କି ସେହି ସ୍କୁଲ ର ପିଅନ ତାଙ୍କ ଝିଅ କୁ ବ-ଳା-ତ୍କା-ର କରିଛି।ଏହି ଅଭିଯୋଗ ଆସିବା ପରେ ପୋଲିସ ଘଟଣା ର ତଦନ୍ତ କରିବା ଆରମ୍ଭ କରିଛି।ଖୁବ୍ ଶୀଘ୍ର ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦିଆ ଯିବ ବୋଲି କୁହା ଯାଇଛି।