Updated: Feb 8, 2024, 18:20 IST

ଫୋନରେ ଅଶ୍ଵିଳ ଭିଡିଓ ଦେଖାଇ ଛାତ୍ରୀଙ୍କୁ ଏମିତି କରିବାକୁ ବାଧ୍ୟ କରୁଥିଲେ ସାର ଦେଖନ୍ତୁ ଆସିଲା ବଡ ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ କିଛି ଖବର ପାଇ ପାରୁଛନ୍ତି ।
Special report
ଶିକ୍ଷକ ହୋଇ ମଧ୍ୟ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ସବୁ ନିର୍ଲଜ୍ଜ କାମ କରନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । ସାର୍ ହୋଇ ଏଭଳି କାମ କରିଛନ୍ତି । 
ସାହିତ୍ୟ ଶିକ୍ଷକ ଜଣକ କରିଛନ୍ତି ଏଭଳି କାମ । ସାହିତ୍ୟ ଶିକ୍ଷକ ଜଣକ ଜଣକ ଘରକୁ ପଢ଼ାଇବାକୁ ଯାଇଥିଲେ । ସେଠାରେ ସେ ପାଠ ପଢ଼ାଇବା ବଦଳରେ ଛାତ୍ରୀ ଜଣଙ୍କୁ ଅ-ଶ୍ଳୀ-ଳ ଭିଡିଓ ଦେଖାଉଥିଲେ ।
Special Report
ଏହି ଛାତ୍ରୀ ଜଣକ ପାଠ ପଢିବାକୁ ଯାଉଥିଲେ ବା ଏହି ଶିକ୍ଷକ ଜଣକ ପାଠ ପଢାଇବାକୁ ଆସିଥିଲେ ବୋଲି ସମସ୍ତେ ଭାବୁଥିଲେ କିନ୍ତୁ ଏହି ଶିକ୍ଷକ ଜଣକ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ । 
ଏହି ଶିକ୍ଷକ ଜଣକ ସାହିତ୍ୟ ସାର୍ ଆଉ ତାଙ୍କର ପାଠପଢା ଚୂଲିକୁ ଗଲାଣି । ସାହିତ୍ୟ ବହିର କବିତା ପଢ଼ାଇବା ବଦଳରେ ତାଙ୍କୁ ସେ ଖରାପ କଥା ଶିଖାଇଥିଲେ । ଅଶ୍ଳିଳ ଭିଡିଓ ଦେଖାଇଥିଲେ ଏହି ଶିକ୍ଷକ ଜଣକ ।
Special report
ଶିକ୍ଷକ ଜଣକ ପଶ୍ଚିମବଙ୍ଗ ରୁ ଆସିଥିବା ଝିଅକୁ ଓଡ଼ିଆ ଶିଖାଇବାକୁ ଯାଇଥିଲେ କିନ୍ତୁ ତାଙ୍କୁ ସେଠାରେ ସେ ପାଠ ପଢ଼ାଇବା ବଦଳରେ ଏହି ସବୁ ଖରାପ କଥା ଶିକ୍ଷା ଦେଉଥିଲେ । ଏହି ଶିକ୍ଷକ ଜଣକ କବାଟ ବନ୍ଦ କରି ଅସଦାଚରଣ କରୁଥିଲେ । 
Special report
ଏହି କାମ ଶିକ୍ଷକ କରିବା ସମୟରେ ଘରଲୋକ ଜାଣି ପାରିଥିଲେ । ଘରଲୋକେ ଏହି କଥା ଜାଣିବା ପରେ ଶିକ୍ଷକ ଜଣକ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଏବେ ଏହି ଶିକ୍ଷକ ଜଣକ ଥାନାରେ ଯାଇ କବିତା ଲେଖୁଛନ୍ତି । ଏହି ଘଟଣା ଭରତପୁର ଥାନାରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ଜଣେ ବ୍ୟକ୍ତି ପଶ୍ଚିମବଙ୍ଗରୁ ତିନି ମାସ ହେଲା ଆସିଥିଲେ । ତାଙ୍କ ଝିଅ ଓଡ଼ିଆରେ ପାଠ ପଢିବା ପାଇଁ ସେ ଏହି ଶିକ୍ଷକଙ୍କୁ ଘରକୁ ଡାକିଥିଲେ । ଏହି ଶିକ୍ଷକ ଜଣକ ହେଉଛନ୍ତି ସୁଶିଲ କୁମାର ପଣ୍ଡା । ଏବେ ଏଭଳି କାମ କରିଛନ୍ତି ଶିକ୍ଷକ ।

Advertisement