Jan 13, 2024, 19:39 IST

୧୬ ବର୍ଷର ଛାତ୍ରଙ୍କ ସହ ଗଣିତ ଶିକ୍ଷୟତ୍ରୀ କରିଦେଲେ ଏମିତି କାଣ୍ଡ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special Report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ବନ୍ଧୁଗଣ ଆମେରିକାର ମିସୋରୀରେ ଜଣେ ଶିକ୍ଷୟତ୍ରୀଙ୍କ କାମୁକତାର ଏକ ଚାଞ୍ଚଲ୍ୟର ଘଟଣା ସାମ୍ନାକୁ ଆସିଛି। 
ଗଣିତ ଶିକ୍ଷୟତ୍ରୀ ନିଜ ସ୍କୁଲ ପଡିଆରେ ଜଣେ ୧୬ ବର୍ଷୀୟ ନାବାଳକ ସହ ଶା-ରି-ରୀ-କ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ତାଙ୍କୁ ଯେପରି କେହି ବାଧା ନଦେବେ ସେଥିପାଇଁ ଅନ୍ୟ ଛାତ୍ରମାନଙ୍କୁ ନଜର ରଖିବା ପାଇଁ କହିଥିଲେ।
Special Report
ସ୍ଥାନୀୟ ପୋଲିସ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷୟତ୍ରୀ ଏହି କଳାକାରନାମା ବିଷୟରେ ପୀଡ଼ିତ ଛାତ୍ର ଖୁଲସା କରିଥିଲେ। ପ୍ରମାଣ ସ୍ବରୂପ ଛାତ୍ର ଜଣକ ନିଜ ପିଠିରେ ଥିବା ଦାଗ ଦେଖେଇ ଥିଲେ। 
ଇଣ୍ଡିପେଣ୍ଡଣ୍ଟର ଏକ ରିପୋର୍ଟ ଅନୁସାରେ, ଆମେରିକାର ମିସୋରରୀରେ ଏକ ହାଇସ୍କୁଲରେ ଶିକ୍ଷୟତ୍ରୀଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ସ୍କୁଲରେ ଜଣେ କିଶୋର ସହ ଯୌ-ନ ସଂପର୍କ ରଖିବା ଏବଂ ଛାତ୍ରୀଙ୍କୁ ନଜର ରଖିବା କାମରେ ରଖିଥିବା କଥା ଅଭିଯୋଗ କରଯାଇଛି।
Special Report
ରିପୋର୍ଟ ଅନୁସାରେ ପୁଲାସିକ କାଉଣ୍ଟୀର ଲେକି ହାଇସ୍କୁଲରେ ଜଣେ ଗଣିତ ଶିକ୍ଷୟତ୍ରୀ ହେଲି କ୍ଲିପ୍ଟନ-କାରମେକଙ୍କୁ ଜାନୁୟାରୀ ୫ରେ ଜଣେ ଛାତ୍ରଙ୍କ ଜୀବନକୁ ବିପଦରେ ପକେଇବା, ଦୁ-ଷ୍କ-ର୍ମ କରିବା ସହ ଯୌ-ନ ସମ୍ପର୍କ ରଖିବା ମାମଲାରେ ଗିରଫ କରାଯାଇଛି। 
ଟେକ୍ସାସରେ ଏହି ଗିରଫଦାରୀ କରାଯାଇଛି ଏବଂ ତାଙ୍କ ଜାମିନ ପାଇଁ ୨,୫୦୦,୦୦୦ ଡଲାର ଧାର୍ଯ୍ୟ କରାଯାଇଛି। ପୀଡିତ ଜଣକ ଦାବି କରିଛନ୍ତି ଯେ, ଯୌ-ନ ସମ୍ପର୍କ ସମୟରେ ମହିଳା ଶିକ୍ଷକ ପିଠିକୁ ଆ-ଘା-ତ ଦେଇଥିଲେ।
କୋର୍ଟ ରେକର୍ଡରୁ ଜଣାପଡିଛି ଯେ, ସ୍କୁଲର ପ୍ରିନ୍ସପାଲ ଏବଂ ସ୍କୁଲ ଅଧ୍ୟକ୍ଷକ ପୂର୍ବରୁ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କ ଜଘନ୍ୟ କାଣ୍ଡ ବିଷୟରେ ଜାଣିଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement