Nov 7, 2023, 18:09 IST

ଛାତ୍ରୀଙ୍କ ଦେହରେ ହାତ ମାରିଦେଲେ ସାର ଦେଖନ୍ତୁ ଛାତ୍ରୀ କଲେ ଏମିତି - Exclusive

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଅନେକ ଘଟଣା ଦେଖିଥିବେ । ଆଜିକାଲି ଦୁନିଆରେ ଶିକ୍ଷକମାନଙ୍କୁ ନେଇ ଅନେକ ଖବର ଆସିଥାଏ । ଶିକ୍ଷକମାନେ ଏଭଳି ସବୁ କାମ କରିଥାନ୍ତି ଯାହା ଶୁଣିଲେ ବା ଦେଖିଲେ ଆପଣମାନେ ବିଶ୍ବାସ କରିପାରିବେ ନାହିଁ ।
Special report
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଶିକ୍ଷକ ହୋଇ ଏଭଳି ନିନ୍ଦନୀୟ କାମ କରିଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । 
ପ୍ରଧାନ ଶିକ୍ଷକ ହୋଇ ଏଭଳି ନିର୍ଲଜ୍ଜ କାମ କରିଛନ୍ତି ବ୍ୟକ୍ତି ଜଣକ । ଆଉ ପ୍ରଧାନ ଶିକ୍ଷକଙ୍କର ଏଭଳି ନିନ୍ଦନୀୟ କାମକୁ ନେଇ ଗ୍ରାମବାସୀ ତାଙ୍କୁ ମାଡ ମାରିଛନ୍ତି । ପ୍ରବଳ ରୁ ଅତି ପ୍ରବଳ ମାଡ ମାରିଛନ୍ତି ।
ଏହି ପ୍ରଧାନ ଶିକ୍ଷକ ଜଣଙ୍କୁ ମାଡ଼ ମାରିବାର କାରଣ ହେଉଛି ସେ ଛାତ୍ରୀମାନଙ୍କ ସହିତ ଅସଦାଚରଣ କରୁଥିଲେ । ଆଉ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା । ଏବେ ହଟହଟା ହେଇଛନ୍ତି ଏହି ଶିକ୍ଷକ ଜଣକ । ଏବେ ଗ୍ରାମବାସୀଙ୍କ କ୍ରୋଧର ଶିକାର ହୋଇଛନ୍ତି ଗାଁ ଶିକ୍ଷକ ।
Special report
ଏହି ଶିକ୍ଷକ ଜଣକ ଏଭଳି ନିର୍ଲଜ୍ଜ କାମ କରିବା ପୂର୍ବରୁ ସେ ଭାବିବା ଉଚିତ୍ କି ଗୁରୁ ହେଉଛନ୍ତି ଉଚ୍ଚ ପଦସ୍ଥ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କକଡା ପଞ୍ଚାୟତ ଚଣ୍ଡୀପୁର ମୁଣ୍ଡାବଣିଆ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ।
ଏହି ସ୍କୁଲର ପ୍ରଧାନ ଶିକ୍ଷକ ହେଉଛନ୍ତି ଗୋବିନ୍ଦ କୁମାର ଜେନା । ଗ୍ରାମବାସୀ ଏବଂ ମିଡ଼ିଆ ପ୍ରଧାନ ଶିକ୍ଷକଙ୍କୁ ଘେରାଉ କରିଛି । ଏହି ଘଟଣାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।
ଏହି ଘଟଣା ଏବେ ଗୁରୁତର ରୂପ ନେଇଛି । ଏହି ଘଟଣା ଆଧାରରେ ପ୍ରଧାନ ଶିକ୍ଷକଙ୍କୁ ମାଡ ମାରିବା ସହ ସେଠାରେ ସିଆରସିଶି ଟିମ୍ ପହଞ୍ଚିଥିଲେ ଆଉ ଏହି ଘଟଣାର ତଦନ୍ତ ଏବେ କରାଯାଉଛି ।
ଯଦି ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଥିବା ଅଭିଯୋଗ ସତ ହୋଇଥାଏ ତାହେଲେ ଏହି ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି । ଏବେ ଏହି ଘଟଣାକୁ ନେଇ ସ୍କୁଲରେ ଉତ୍ତେଜନା ପରିବେଶ ଦେଖାଯାଇଛି ।

Advertisement