Updated: Dec 24, 2023, 10:34 IST

ଛାଡ଼ପତ୍ର ପରେ ବାହା ହେବେ ଏହି ଲୋକପ୍ରିୟ ଯୋଡ଼ି ! ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚର୍ଚ୍ଚାରେ ବଲିଉଡ଼ର ଲୋକପ୍ରିୟ ଯୋଡ଼ି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ। ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଗୁଜବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
Special Report
ଐଶ୍ୱର୍ଯ୍ୟା ଓ ଅଭିଷେକ ପରସ୍ପରକୁ ସୋସିଆଲ ମିଡ଼ିଆରେ ଅନଫଲୋ କରିବା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି। କେବଳ ଏତିକି ନୁହେଁ ଐଶ୍ୱର୍ଯ୍ୟା ନିଜ ଶ୍ୱଶୁର ଘର ଜଲସାରେ ନୁହେଁ ବରଂ ନିଜ ମା’ଙ୍କ ଘରେ ରହୁଛନ୍ତି।
ତେବେ ବନ୍ଧୁଗଣ ସିନେମାରେ ଅଭିନୟ କରୁଥିବା ସୁପରଷ୍ଟାର ମାନଙ୍କ ଜୀବନକୁ ଦେଖିଲେ ଲାଗୁଛି ତାହା କୌଣସି ଚଳଚ୍ଚିତ୍ର ଠାରୁ କମ୍ ନୁହେଁ। ଅନେକ ଅଭିନେତା ୬୦ ବର୍ଷ ଛୁଇଁ ସାରିବା ପରେ ମଧ୍ୟ ହିରୋ ରୋଲକୁ ଛାଡ଼ି ପାରୁନାହାନ୍ତି।
Special Report
ପୁଣି କେତେକ ଅଭିନେତା ଘରେ ସ୍ତ୍ରୀ ଥାଇ ମଧ୍ୟ ଗୋଟେ ପରେ ଗୋଟେ ବିବାହ କରିଚାଲିଛନ୍ତି। ଆଉ ଏବେ ବଲିଉଡ୍ ଜଗତକୁ ଆଶ୍ଚର୍ଯ୍ୟ କଲାଭଳି ଏକ ଖବର ସାମ୍ନାକୁ ଆସିଛି। 
ତେବେ ବନ୍ଧୁଗଣ ସେହି ଖବର ହେଉଛି ଅଭିଷେକ ବଚ୍ଚନକୁ ଛାଡ଼ପତ୍ର ଦେଇ ସଲମାନ ଖାଁଙ୍କୁ ବାହାହେବେ ଐଶ୍ୱର୍ଯ୍ୟା ରାୟ। ନିଜ ପୁରୁଣା ପ୍ରେମିକ ସଲମାନ ଖାଁଙ୍କୁ ଏବେବି କୁଆଡେ ଭୁଲି ପାରିନାହାନ୍ତି ଐଶ୍ୱର୍ଯ୍ୟା ରାୟ।
Special Report
ଅଭିଷେକ ବଚ୍ଚନକୁ ବିବାହ କରିବାର ଅନେକ ବର୍ଷ ହୋଇସାରିଥିବା ପରେ ମଧ୍ୟ ସଲମାନ ଖାଁଙ୍କ ପାଖକୁ ଫେରିଯିବାକୁ ଚାହୁଛନ୍ତି ଐଶ୍ୱର୍ଯ୍ୟା ରାୟ। 
ବୋଧେ ସେଥିପାଇଁ ସଲମାନ ଖାଁ ବିବାହ କରିନଥିବା ବର୍ତ୍ତମାନ ସମସ୍ତେ ଆଲୋଚନା କରୁଛନ୍ତି। ତେବେ ଅଭିଷେକ ବଚନ ଆଉ ଐଶ୍ୱର୍ଯ୍ୟା ରାୟଙ୍କ ଭିତରେ ବିବାଦ ସୃଷ୍ଟି ହୋଇଛି ବୋଲି ସୋସିଆଲ ମିଡିଆରେ ଖବର ଆସିବା ପରେ
ସଲମାନ ଖାଁ ଆଉ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଦର୍ଶକ ଆଲୋଚନା କରୁଛନ୍ତି। ତେବେ ବଚନ ପରିବାର ଭିତରେ କଳି କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଛି।

Advertisement