Updated: Feb 15, 2024, 16:57 IST

ଛାଡପତ୍ର ଖୁସି ବେଶୀଦିନ ଗଲାନି ଏବେ ବାପାଙ୍କୁ ହରାଇ ଭୋ ଭୋ ହେଇ କାନ୍ଦୁଛନ୍ତି ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି - Exclusive

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଆରପାରି ରେ ଅନୁଭବ ମହାନ୍ତି ଙ୍କ ବାପା।ଦୀର୍ଘ ଦିନ ରୁ ମୃ-ତ୍ୟୁ ସହିତ ସଂଗ୍ରାମ କରି ଶେଷ ରେ ହାରି ଯାଇଛନ୍ତି ତାଙ୍କ ବାପା।ବର୍ତ୍ତମାନ ସମୟ ରେ ଏହା ହେଉଚି ସବୁଠାରୁ ବଡ ଖବର।
Special report
ମୃ-ତ ଦେହ ପାଖରେ ଉପସ୍ଥିତ ଥିଲେ ବଡ ପୁଅ ଅନୁଭବ ମହାନ୍ତି ଓ ସାନ ପୁଅ ଅନୁପ୍ରାସ ମହାନ୍ତି।ଶେଷ ଦର୍ଶନ ପାଇଁ ବହୁ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନେ ସେଠାକୁ ଯାଇ ଥିଲେ।ତାଙ୍କର କଟକ ଚୌଧୁରୀ ବଜାର ରେ ଥିବା ବାସ ଭବନ ରେ ମୃ-ତ୍ୟୁ ହୋଇ ଯାଇଚି।
ସୂଚନା ଅନୁସାରେ ଓଡ଼ିଆ ସିନେ ଜଗତ ର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ବାପା ଅଭୟ ମହାନ୍ତି ଆଜି ପର ଲୋକ ହୋଇ ଯାଇଚି।ଏହା ପରେ ସେଠାରେ ସିନେ ଜଗତ ର ଅନେକ କଳାକାର ମାନେ ଉପସ୍ଥିତ ହୋଇ ତାଙ୍କର ଶେଷ ଦର୍ଶନ କରି ଥିଲେ।
Special report
ଦୀର୍ଘ ଦିନ ରୁ ସେ ଅସୁସ୍ଥ ଥିଲେ।ଆଜି ତାଙ୍କର ଦେହ ବହୁତ ଖରାପ ହେବାରୁ ତାଙ୍କ ଦୁଇ ପୁଅ ତାଙ୍କୁ ହସ୍ପିଟାଲ୍ ନେବାକୁ ବାହାରି ଥିଲେ।ହେଲେ ଏହି ସମୟ ରେ ତାଙ୍କର ହଟାତ ମୃ-ତ୍ୟୁ ହୋଇ ଯାଇଚି।ମୃ-ତ୍ୟୁ ବେଳ କୁ ତାଙ୍କୁ ୭୪ ବର୍ଷ ହୋଇ ଥିବାର ସୂଚନା ମିଳିଛି।
Special report
ଗତ କିଛି ଦିନ ହେବ ଅଭୟ ମହାନ୍ତି ଅସୁସ୍ଥ ଥିଲେ।ତାଙ୍କର ଚିକିତ୍ସା କରା ଯାଉ ଥିଲା।ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ପରଲୋକ ହୋଇ ଯାଇଚି।ତାଙ୍କ ମୃ-ତ୍ୟୁ ରେ ଚାରି ଆଡେ଼ ଶୋକ ର ଛାୟା ଖେଳି ଯାଇଛି।
Special report
ତାଙ୍କ ପରିବାର ଲୋକେ ଏବେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ତାଙ୍କର ଦୁଇ ପୁଅ ଅଛନ୍ତି।ବଡ ପୁଅ ଅନୁଭବ ମହାନ୍ତି ଓ ସାନ ପୁଅ ଅନୁପ୍ରାସ ମହାନ୍ତି।ଆଜି କଟକ ର ସତୀ ଚଉରା ନିକଟ ରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ବୋଲି ସୂଚନା ରହିଛି।
ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଓଲିଉଡ ର ଅନେକ କଳାକାର ମାନେ ତାଙ୍କ ବାସ ଭବନ ନିକଟ ରେ ପହଞ୍ଚି ଛନ୍ତି।୭୪ ବର୍ଷ ବୟସ ରେ ତାଙ୍କର ମୃ-ତ୍ୟୁ ହୋଇଛି।ଏଥିରେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ।ଏହା ବର୍ତ୍ତମାନ ସମୟ ର ସବୁ ଠାରୁ ବଡ ଖବର।

Advertisement