ନମସ୍କାର ପାଠକ ବନ୍ଧୁ।ଜେଲ ରୁ ମୁକୁଳିବାକୁ ଯାଉଛନ୍ତି ବହୁ ଚର୍ଚ୍ଚିତ ଚେହେରା ଅର୍ଚ୍ଚନା ନାଗ।ନିଜ ରୂପ ର ଜାଲ ରେ ବଡ ବଡ ନେତା ମାନଙ୍କୁ ଫସାଇ କରୁଥିଲେ ଅର୍ଥ ରୋଜଗାର।ପୂର୍ବ ରୁ ଦୁଇଟି ମାମଲା ରେ ତାଙ୍କୁ ଜାମିନ ଦିଆ ଯାଇଥିଲା।
![Special Report](https://news38times.com/static/c1e/client/93724/uploaded/9d5cbfc6ab1100a89081ab3016288fa8.jpg)
ଏବେ ଆଉ ଏକ ମାମଲା ରେ ତାଙ୍କୁ ଜାମିନ ଦିଆ ଯାଇ ଅଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଉଭୟ ସ୍ବାମୀ ସ୍ତ୍ରୀ ଏବେ ଜେଲ ରେ ଅଛନ୍ତି।ଏବେ ଖବର ଆସି ପହଞ୍ଚି ଯେ ଅର୍ଚ୍ଚନା ନାଗ ଙ୍କୁ ଜାମିନ ମିଳିବା ପାଇଁ ଯାଉଛି।
ସୂଚନା ଅନୁସାରେ ଅର୍ଚ୍ଚନା ନାଗ ନାମରେ ଜଣେ ମହିଳା ଗତ କିଛି ଦିନ ହେବ ଯୁବକ ମାନଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ଦେଉଥିଲେ।ଅର୍ଚ୍ଚନା ନିଜେ ଆଗରୁ ବିବାହିତ ଥିଲେ।ତାଙ୍କ ସ୍ଵାମୀ ଙ୍କ ନାମ ହେଉଚି ଜଗଦୀଶ।ଯିଏ କି ତାଙ୍କ ସ୍ତ୍ରୀ କୁ ଏପରି କରିବା ପାଇଁ କହୁ କରୁଥିଲା।
ଉଭୟ ସ୍ବାମୀ ସ୍ତ୍ରୀ ମିଶି ବଡ ବଡ଼ିଆ ବାବୁ ମାନଙ୍କୁ ନିଜ ଜାଲ ରେ ଫସାଇ ଦେଉଥିଲେ।ଏହା ପରେ ତାଙ୍କ ଠାରୁ ଖୁବ୍ ଟଙ୍କା ନେଉ ଥିଲେ।ଯଦି ସେ ଦେଉ ନ ଥିଲେ ତେବେ ସେମାନେ ତାଙ୍କୁ ବ୍ଲାକ ମେଲ କରୁଥିଲେ।
![Special Report](https://news38times.com/static/c1e/client/93724/uploaded/d414069ccc735b44eee70f5623adeb1b.jpg)
ଏପରି ଅନେକ ଲୋକ ଙ୍କ ସହିତ ସେମାନେ ଏପରି କରୁଥିଲେ।ଶେଷ ରେ ପ୍ରଭଞ୍ଜନ ନାମକ ଜଣେ ବ୍ୟକ୍ତି ଅର୍ଚ୍ଚନା ନାଗ ଙ୍କ ସବୁ ଯୋଜନା କୁ ପଦା ରେ ପକାଇ ଦେଇଛନ୍ତି।ସେ ଏ ନେଇ ରାଜଧାନୀ ର ଥାନା ରେ ଅଭିଯୋଗ କରିଥିଲେ।
ତାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗଦୀଶ ଙ୍କୁ ଗିରଫ କରିଥିଲା।ତାଙ୍କ ଉପରେ ତିନୋଟି ଅଭିଯୋଗ ଲଗା ଯାଇ ଥିଲା।
ଆଗରୁ ଦୁଇଟି ଅଭିଯୋଗ ରେ ତାଙ୍କୁ ବେଲ୍ ଦିଆ ଯାଇଥିଲା।ହେଲେ ଏବେ ଆଉ ଗୋଟିଏ ବେଲ୍ ମଧ୍ୟ ଦିଆ ଯାଇଛି।ଏହି କିଛି ଦିନ ପରେ ସେ ଜେଲ ରୁ ଫେରିବେ।
ଏବଂ ସେ ଜେଲ ରୁ ଫେରିଲେ ସମସ୍ତଙ୍କ ଉପରେ ପ୍ରତିଶୋଧ ନେବେ ବୋଲି କୁହା ଯାଇଛି।ଏବେ ଦେଖିବାକୁ ବାକି ରହିଲା କେବେ ସେ ଜେଲ ରୁ ଫେରିଛନ୍ତି।