ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ କେମିତି ଜଣେ ଯୁବକ ହାତରେ ସିନ୍ଦୁର ଧରି ଯୁବତୀଙ୍କ ମଥାରେ ଲଗାଇଦେଉଛନ୍ତି।
ଯୁବକଙ୍କ ନାମ ନିଖିଲ ହୋଇଥିବା ବେଳେ ବାରବି ନାମକ ଜଣେ କିନ୍ନରକୁ ନିଜ ପ୍ରେମ ଜାଲରେ ଫସାଇ ତାଠାରୁ ଦେହସୁଖ ନେଉଥିଲା। ଆଉ ବାରବି କାଳେ କାହା ଆଗରେ ଉଭୟଙ୍କ ସଂପର୍କ ବିଷୟରେ କହିଦେବ ବୋଲି ସେଇ ଭୟରେ ବାରବିଙ୍କ ମଥାରେ ନିଖିଲ ସିନ୍ଦୁର ଦେଇଥିଲା।

ଯୁବକଙ୍କ ମନ ଶାନ୍ତି ହେଇଗଲା ପରେ ବାରବିଙ୍କୁ କିନ୍ନର କହି ତାଙ୍କୁ ଧୋକା ଦେଇଛନ୍ତି ନିଖିଲ। ଶା-ରୀ-ରି-କ ସଂପର୍କ ରଖିବାକୁ ପାଗଳ ଥିବା ନିଖିଲ ବାରବି ନାମକ ଜଣେ କିନ୍ନରକୁ ନିଜ ପ୍ରେମ ଜାଲରେ ଫସାଇଥିଲା।
ପ୍ରଥମେ ନିଖିଲ ମିଠା ମିଠା କଥା କହି ବାରବିଙ୍କ ସହିତ ବନ୍ଧୁତ୍ୱ କରିବା ପରେ ତାଙ୍କୁ ନିଜ ଘରକୁ ଡ଼ାକି ନେଇଥିଲେ। ଆଉ ଚାହା ପିଇବା ବାହାନାରେ ଚାହାରେ ନିଶା ଔଷଧ ପକାଇ ଯୁବକ ଜଣକ ବେହୋସ୍ କରିଦେଇଥିଲେ ଯୁବତୀଙ୍କୁ।

ଆଉ ସେହି ସମୟରେ ନିଖିଲ ଯୁବତୀଙ୍କୁ ସାରାରାତି ଦୁ-ଷ୍କ-ର୍ମ କରିଥିଲେ। ସକାଳେ ବାରବିଙ୍କ ହୋସ ଆସିବା ପରେ ସବୁ ସତ ଜାଣି ପୋଲିସ ଆଗରେ ଅଭିଯୋଗ ଦେବାକୁ ଚାହୁଁଥିଲେ।
ହେଲେ ନିଖିଲ ନିଜକୁ ବଞ୍ଚାଇବା ପାଇଁ ବାରବିଙ୍କ ମଥାରେ ସିନ୍ଦୁର ଲଗାଇ ବାହା ମଧ୍ୟ ହୋଇଥିଲେ। ଆଉ ସେହି ବାହାନାରେ ବାରବିଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
କିନ୍ତୁ ଏବେ ମନ ବୁଝିଗଲା ପରେ ନିଖିଲ ଘର ଲୋକ ରାଜି ହୋଇନାହାନ୍ତି କହି ଧୋକା ଦେଇ ଚାଲି ଯାଉଥିଲେ। କିନ୍ତୁ ବାରବିଙ୍କ ସହ ହୋଇଥିବା ଅନ୍ୟାୟକୁ ନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଯାହାକୁ ତଦନ୍ତ କରି ପୋଲିସ ନିଖିଲକୁ ଗିରଫ କରିଛି।