Jan 6, 2024, 14:45 IST

ଚତୁର୍ଥୀ ରାତି ରେ ନିଜ ପ୍ରେମିକା ର ଶାରୀରିକ ସମ୍ପର୍କ ଲୁଚି ରହି ଦେଖୁଥିଲା ପୁରୁଣା ପ୍ରେମିକ, ହେଲେ ଯେତେବେଳେ ସତ ଜଣା ପଡିଲା..

Special Report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସମୟରେ ମହିଳା ମାନେ ପର ପୁରୁଷ ପାଇଁ ନିଜ ସ୍ଵାମୀ ଙ୍କୁ ମାରି ଦେଉଛନ୍ତି।ଆମେ ଆଜି ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ମହିଳା ଜଣକ ନିଜ ୬ ବର୍ଷ ର ପ୍ରେମ ପାଇଁ ନିଜ ୬ ମାସ ହେଲା ବିବାହ କରି ଥିବା ସ୍ଵାମୀ କୁ ମାରି ଦେଇଛନ୍ତି।
Special Report
ଏହି ଘଟଣା ଏବେ ସେ ଅଞ୍ଚଳ ର ଚର୍ଚ୍ଚା ର ବିଷୟ ପାଲଟିଛି।ମହିଳା ଜଣକ ନିଜ ସ୍ଵାମୀ ଙ୍କୁ ଡାକି ନେଇ ରାସ୍ତା କଡ ରେ ମାରି ଦେଇଥିଲେ। ଯାହାକୁ କେହି ବି ଜାଣି ପାରି ନ ଥିଲେ।ଶେଷ ରେ ଧରା ପଡ଼ି ଯାଇ ଥିଲେ ମହିଳା ଜଣକ।
ସୂଚନା ଅନୁସାରେ ଅର୍ଚ୍ଚନା ନାମକ ଝିଅ ଟି ଗତ ଛଅ ମାସ ତଳେ ନିଜ ପରିବାର ର ସହମତି ରେ ଅରୁଣ ଙ୍କୁ ବିବାହ କରିଥିଲେ।ବିବାହ ସମୟ ରେ ସବୁ କିଛି ଠିକ୍ ଥିଲା।ବହୁତ ଧୁମ୍ ଧାମରେ ଏହି ବିବାହ କରା ଯାଇ ଥିଲା।ହେଲେ ଅର୍ଚ୍ଚନା ଏଭଳି କିଛି ନିଜ ସ୍ଵାମୀ ଙ୍କ ସହିତ କରିବେ ତାହାକୁ କେହି ବିଶ୍ଵାସ କରି ନ ଥିଲେ।
ସେ ଆଗରୁ ଜଣକୁ ପ୍ରେମ କରିଥିଲେ।ହେଲେ ସେ ଘରେ ଏ କଥା କୁ କହି ପାରି ନ ଥିଲେ।ତାଙ୍କ ନାମ ହେଉଚି ସୌରଭ।ଅର୍ଚ୍ଚନା ଓ ସୌରଭ ଙ୍କ ମଧ୍ୟରେ ଦୀର୍ଘ ଛଅ ବର୍ଷ ର ପ୍ରେମ ସଂପର୍କ ରହିଥିଲା।ହେଲେ ଏହାକୁ କେହି ବି ଜାଣି ପାରି ନ ଥିଲେ।
Special Report
ବିବାହ ପୂର୍ବ ରୁ ଅର୍ଚ୍ଚନା ସୌରଭ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ହେଲେ ବିବାହ ପରେ ଏହା ସମ୍ଭବ ହୋଇ ପାରି ନ ଥିଲା।ନିଜ ସ୍ଵାମୀ ମଧ୍ୟ ତାଙ୍କୁ ସେଭଳି ଖୁସି ଦେଇ ପାରି ନ ଥିଲେ।ସେଇଥିପାଇଁ ସେ ନିଷ୍ପତି ନେଲେ କି ତାଙ୍କ ରାସ୍ତା ରୁ ସେ ତାଙ୍କ ସ୍ଵାମୀ ଙ୍କୁ ବାହାର କରିବେ।
ତାଙ୍କ ସ୍ଵାମୀ ଙ୍କୁ ସେ ବୁଝେଇ ବାହାରକୁ କିଣା କିଣି କରିବା ପାଇଁ ନେଇ ଥିଲେ।ଏହା ପରେ ନିଜ ପ୍ରେମିକ ଓ ତାର କିଛି ସାଙ୍ଗ ମାନଙ୍କୁ ନେଇ ସେ ନିଜ ସ୍ଵାମୀ ଙ୍କୁ ତାଙ୍କୁ ଧରାଇ ଦେଲେ।ଏହା ପରେ ସୌରଭ ଓ ତାଙ୍କ ସାଙ୍ଗ ମାନେ ଅରୁଣ ଙ୍କୁ ପିଟି ପିଟି ମାରି ଦେଲେ।
ଏହି ଘଟଣା ବିଷୟରେ ଅର୍ଚ୍ଚନା ସମସ୍ତ ଙ୍କୁ କହିଥିଲା କି ଗୁଣ୍ଡା ମାନେ ତାଙ୍କ ଠାରୁ ଟଙ୍କା ସୁନା ନେବା ପାଇଁ ସୌରଭ ଙ୍କୁ ମାରି ଦେଇଛନ୍ତି।ହେଲେ କିଛି ସମୟ ରେ ପାଇଁ କେହି ବି ଜାଣି ପାରି ନ ଥିଲେ କି ଅର୍ଚ୍ଚନା ହିଁ ନିଜ ସ୍ଵାମୀ ଙ୍କୁ ମାରିଚି।ପୋଲିସ ର ଏହି ଘଟଣା କୁ ନେଇ ସନ୍ଦେହ ହେଲା।
ରାସ୍ତା ରେ ଦୁଇ ଜଣ ଥିବା ବେଳେ କେବଳ ଅରୁଣ କୁ କାହିଁକି ଗୁଣ୍ଡା ମାନେ ମାରିଲେ।ଅର୍ଚ୍ଚନା ଙ୍କୁ କାହିଁକି କିଛି ବୀ କ୍ଷତି ପହଞ୍ଚାଇଲେ ନାହିଁ।ଏହା ପରେ ପୋଲିସ ତଦନ୍ତ କରିବା ପରେ ସବୁ କିଛି ଜଣା ପଡ଼ି ଥିଲା।ଅର୍ଚ୍ଚନା ପୋଲିସ ଆଗରେ ସବୁ କିଛି ମାନି ଯାଇଥିଲା।ଏବେ ଉଭୟ ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

Advertisement