ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି। ବେଦୀ ଉପରେ କାଳିଆ ସ୍ୱାମୀ କୁ ଦେଖି ଏଭଳି କିଛି ସ୍ତ୍ରୀ କରିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଏପଟେ ବାହାଘର ପାଇଁ ସମସ୍ତେ ଖୁବ ଖୁସୀ ଥିଲେ। ହେଲେ ସ୍ତ୍ରୀ ଏଭଳି କିଛି କରିବ ବୋଲି କେହି ହେଲେ ମଧ୍ୟ ଆଶା କରି ନଥିଲେ। ନିଜ ବାହା ବେଦୀ ଉପରେ ହିଁ ସ୍ତ୍ରୀ ଏକ ବଡ଼ କାଣ୍ଡ ଘଟାଇ ଦେଇଥିଲା।
ବାହାଘର ର ଭୋଜି ଭାତରେ ସମସ୍ତେ ହସ ଖୁସୀ ଓ ନାଚ ଗୀତରେ ଖୁବ ବ୍ୟସ୍ତ ଥିଲେ। ବର ମଧ୍ଯ ସଜବାଜ ହୋଇ ଅନେକ ଆଶା ନେଇ ବାହା ହେବା ପାଇଁ ଆସିଥିଲା। ହେଲେ ବରର ଆଶା ଆଶାରେ ହି ରହି ଯାଇଥିଲା।
ସୁନ୍ଦରୀ ସ୍ତ୍ରୀ କୁ ନେଇ ଆସିବା ପାଇଁ ଯେଉଁ ସ୍ବପ୍ନ ରଖିଥିଲା ବର ତାହା ସେହି ବେଦୀ ଉପରେ ହିଁ ସବୁ ଚୁରମାର ହୋଇ ଯାଇଥିଲା। କାରଣ ବାହା ବେଦୀ ରେ ହିଁ ସ୍ୱାମୀ କୁ ବାହା ହେବା ପାଇଁ ମନା କରିଦେଇଥିଲା ଝିଅ।
ଏହାକୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ୟ୍ଯ ଲାଗୁଥିଲେ ମଧ୍ୟ ଏହା ହେଉଛି ଏକ ସତ ଘଟଣା। ଘର ଲୋକଙ୍କ ଇଛା ରେ ବାହା ହେବାକୁ ରାଜି ହୋଇଥିଲା ଝିଅ ମାତ୍ର ପୁଅକୁ ଝିଅ ଆଗରୁ କେବେ ହେଲେ ମଧ୍ୟ ଦେଖି ନଥିଲା।
ଯେତେବେଳେ ପୁଅ ବର ବେଶ ହୋଇ ଆସିଥିଲା ସେତେବେଳେ ଝିଅ ଦେଖିଥିଲା କି ସେ ବାହା ହେବାକୁ ଯାଉଥିବା ସ୍ୱାମୀ ହେଉଛି କାଳିଆ। ଆଉ ସେ ନିଜେ ଗୋଟେ ଗୋରା ଝିଅ ହୋଇ ଏକ କାଳିଆ ପୁଅକୁ ବାହା ହେବାକୁ ବେଦୀ ଉପରେ ହିଁ ମନା କରି ଦେଇଥିଲା।
ଆଉ ସେଠାରେ ହିଁ ବାହାଘର ଭାଙ୍ଗି ଦେଇଥିଲା। ବରକୁ ବରଣ ମାଳା ପିନ୍ଧେଇବା ପାଇଁ କୁହା ଯାଇଥିବା ବେଳେ ସେଠାରୁ ହିଁ ବରଣ ମାଳା ଫୋପାଡି ଦେଇ ଝିଅ ସେଠାରୁ ଚାଲି ଆସିଥିଲା। ଘର ଲୋକେ ଯେତେ ବୁଝାଇଥିଲେ ମଧ୍ୟ ଝିଅ ଆଦୌ ଶୁଣି ନଥିଲା।
ବେଦୀ ଉପରୁ ସିଧା ଘର ଭିତରକୁ ହିଁ ପଳେଇ ଆସିଥିଲା। ଘର ଲୋକଙ୍କୁ ମଧ୍ୟ ସିଧା ସିଧା ବାହା ହେବା ପାଇଁ ବାରଣ କରି ଦେଇଥିଲା। ଏଭଳି ଏକ ଘଟଣା ବିହାର ରେ ଦେଖିବାକୁ ମିଳିଛି।