Oct 24, 2023, 11:04 IST

ଛାତ୍ର କୁ ପାଖକୁ ଡାକି ଏମିତି କଣ ହେଲେ ଶିକ୍ଷୟତ୍ରୀ !! ଦେଖନ୍ତୁ ଭାଇରାଲ ଭିଡିଓ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନାବାଳକ ଯୁବକ ସହ ଜଣେ ମ୍ୟାଡମ ଏଭଳି କିଛି କରିଛନ୍ତି ଯାହାକି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
Special report
ଏପଟେ କ୍ଲାସ ରୁମ୍ ଭିତରେ ଅନେକ ଛାତ୍ରଛାତ୍ରୀ ବସିଥିବା ସମୟରେ ସେହି ଛାତ୍ରକୁ ସମସ୍ତଙ୍କ ସାମ୍ନା କୁ ଡାକି ଆଣିଥିଲେ ମ୍ୟାଡ଼ମ। ଆଉ ସବୁ ଛାତ୍ର ଙ୍କ ଆଗରେ ଠିଆ କରି ଏଭଳି କିଛି କରିଥିଲେ ଯାହାକୁ ଦେଖିବା ପରେ ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ।
କ୍ଲାସରୁମ୍ ଭିତରେ ଚାଲିଥିଲା ପାଠପଢା। କ୍ଲାସରୁମ ରେ ମ୍ୟାଡମ ପଢ଼ାଇବା ବଦଳରେ ସେ କରୁଥିଲେ ଏମିତି କିଛି।ବହି ଧରି ସମସ୍ତ ଛାତ୍ରଛାତ୍ରୀ ମାନେ ବସିଥିବା ବେଳେ ଜଣେ ଛାତ୍ର ସହ ମ୍ୟାଡମ ଜଣକ ଏଭଳି କିଛି କରିଥିଲେ
ଯାହାକୁ ଦେଖିବା ପରେ ସମସ୍ତଙ୍କ ହୋସ ଉଡ଼ି ଯାଇଥିଲା। ଛୋଟ ପିଲାଟି ନିଜ ହାତ ଧରି ଏତେ କହୁଥିଲେ କି ମ୍ୟାଡମ ମତେ ଛାଡ଼ି ଦିଅନ୍ତୁ ବୋଲି ହେଲେ ସେ ମ୍ୟାଡମ ଜଣକ କିଛି ଶୁଣି ନଥିଲେ।
Special report
ତାଙ୍କ ମୁହଁକୁ ଯାହା ଆସିଥିଲା ସେ ନିରୀହ ଛାତ୍ର ସହ କରିଥିଲେ। ସ୍କୁଲ୍ କୁ ପିଲାଟି ନିଜର ହୋମ ୱର୍କ କରି ଆସି ନଥିଲା। ଏହାପରେ ମ୍ୟାଡମ ପିଲାଟିକୁ ପାଠ ଦେଖିବାକୁ କହିଥିଲେ।
ଆଉ ପିଲାଟି କହିଥିଲା କି ସେ ପାଠ କରି ଆସି ନାହିଁ। ଏହାପରେ ପିଲାଟିର କଥାରେ ମ୍ୟାଡମ ଜଣକ ରାଗି ଯାଇଥିଲେ। ପିଲାଟିକୁ ତାଙ୍କର ସାମ୍ନାରେ ଛିଡ଼ା କରି ଦେଇଥିଲେ। ଏହାପରେ ଗୋଟେ ଗୋଟେ ପିଲାଙ୍କୁ ଡାକି ତାକୁ ମାରିବାକୁ କହିଥିଲେ।
ଏହାପରେ ମଧ୍ୟ ଗୋଟେ ପରେ ଗୋଟେ ପିଲା ଯାଇ ତାକୁ ଚାପୁଡ଼ା ଉପରେ ଚାପୁଡ଼ା ସେକି ଚାଲିଥିଲେ। ଆଉ ଛୋଟ ପିଲାଟି ମଧ୍ଯ ସେଭଳି ଛିଡ଼ା ହୋଇ ମ୍ୟାଡମ ଙ୍କ ନିର୍ଯାତନା ସହି ଚାଲିଥିଲା।
ଏହି ମ୍ୟାଡମ ଙ୍କ କାରନାମା କୁ କେହି ଫୋନ ରେ ରେକର୍ଡ ମଧ୍ଯ କରିଥିଲା। ଆଉ ଏବେ ଏହା ମଧ୍ଯ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଏବେ ଲୋକମାନେ ମଧ୍ୟ ଖୁବ୍ ନିନ୍ଦା କରିବାରେ ଲାଗି ପଡ଼ିଛନ୍ତି।

Advertisement