Dec 29, 2023, 09:59 IST

ଦେଖନ୍ତୁ କଣ ଥିଲା ଏବଂ କେମିତି ଥିଲା ଚନ୍ଦନ ଲିସାଙ୍କ ମଧ୍ୟରେ ସମ୍ପର୍କ ମୁଁହ ଖୋଲି ନିଜେ କହିଲେ ତୃଷାର

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ତ ଓଲିଉଡ଼ ଅଭିନେତା ତୁଷାରଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ଦୀର୍ଘ ଦିନ ହେବ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି।
Special Report
ବହୁତ ସାରା ସିରିଏଲ ଏବଂ ଆଲବମରେ ବହୁତ ସାରା ଅଭିନୟ କରୁଥିବାର ଦେଖିବାକୁ ମିଳିଛି। ପ୍ରେମ ବର୍ଷେ କି ଦୁଇ ବର୍ଷ ର ନୁହେଁ ଦୀର୍ଘ ଛଅ ବର୍ଷର ଲୋକେ ବି ବେଶ୍ ପସନ୍ଦ କରୁଥିଲେ ଯୋଡିକୁ ହେଲେ ଏମିତି କଣ ହେଲା ଦୁହେଁ ଦୁଂହିକ ବାଟରେ ସମ୍ପୂର୍ଣ୍ଣ ଅଲଗା। 
ତୋ ଅଗଣାର ତୁଳସୀ ରୁ ଆରମ୍ଭ ହୋଇଥିଲା ଯାତ୍ରା ତାଙ୍କର। ଜଣେ ଖଳନାୟିକା ଓ ଜଣେ ନାୟକ ଭାବେ କାମ କରୁଥିବା ବେଳେ ବି ବେଶ୍ ଚର୍ଚ୍ଚା ରେ ଥିଲା ଯୋଡ଼ି ତାଙ୍କର।
Special Report
ଓଡ଼ିଆ ଅଭିନୟ ଜଗତର ଅତି ପରିଚୟ ନା ଲିଶା ଓ ଚନ୍ଦନ ଦୁହେଁ ଅନେକ ଦିନ ଧରି ସମ୍ପର୍କ ରେ ରହିଥିବା ବେଳେ ହଠାତ୍ ଦିନେ ଅଲଗା ହୋଇଯାଇଥିଲେ। ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ଦର୍ଶକଙ୍କ ମନରେ। 
ସମ୍ପର୍କ ଭାଙ୍ଗିବା ର କିଛିଦିନ ପରେ ଚନ୍ଦନ ବିବାହ କରିନେଇଥିଲେ ଆଉ ଜଣେ ଅଭିନେତ୍ରୀଙ୍କୁ। ଆଉ ମଙ୍ଗୁଳା କନ୍ୟା ସିରିଏଲ ରେ ମଧ୍ୟ ସେ ସୁନ୍ଦର ଅଭିନୟ କରିଥିଲେ ହେଲେ ସିରିଏଲ ଟିକୁ ସେ ଅଧାରେ ମଧ୍ୟ ଛାଡ଼ି ଦେଇଥିଲେ।
Special Report
ହେଲେ ଗତ କିଛି ଦିନ ହେବ କିଛି ୱେବ ସିରିଜ ଏବଂ ସିନେମା କରିବାର ନଜର ଆସିଛନ୍ତି ଓଲିଉଡ଼ର ଏହି ଜବରଦସ୍ତ ଅଭିନେତା। ସେ ସୁଟିଙ୍ଗ ସେଟରୁ ଭଲ ପାଇ ମାହିଙ୍କୁ ବିବାହ କରିଛନ୍ତି ଆଉ ବାହାଘର ପରେ ତାଙ୍କର ଏକ କୁନି ଝିଅ ମଧ୍ୟ ହୋଇଛି। 
ତେବେ ନିଜ ପରିବାର ଲୋକଙ୍କ ସହିତ ବହୁତ ଖୁସିରେ ସମୟ ବିତାଉଥିବାର ନଜରରେ ଆସିଥାନ୍ତି ତୁଷାର। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଗଣମାଧ୍ୟମ ସାକ୍ଷାତକାରରେ ଛନ୍ଦିତାଙ୍କ ସହ ନିଜ ସମ୍ପର୍କ ବିଷୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ତୁଷାର।
ତୁଷାରଙ୍କର ଲିସା ସହିତ ଭଲ ବନ୍ଧୁତା ଥିବାରୁ ଲୋକ ମାନେ ତାଙ୍କ ଯୋଡିକୁ ନେଇ ଅନେକ କିଛି ଭାବନ୍ତି ବୋଲି ତୁଷାର କହିଛନ୍ତି। ଏବଂ ତାଙ୍କ ଝିଅ ତାଙ୍କ ପାଇଁ ବହୁତ୍ ଭାଗ୍ୟବାନ ବୋଲି କହିଛନ୍ତି।

Advertisement