Updated: Jan 27, 2024, 08:35 IST

ମୃତ୍ୟୁ ବରଣ କଲେ ଆପଣଙ୍କ ଲୋକପ୍ରିୟ ଅଭିନେତା !! କିଏ ଜାଣିଲେ କାନ୍ଦି ପକାଇବେ ଆପଣ ଦେଖନ୍ତୁ କେଉଁ ଅଭିନେତାଙ୍କ ହେଲା ପରଲୋକ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଯାଉଛି। 
ତେବେ ବନ୍ଧୁଗଣ ପୁଣି ଆସିଲା ଏକ ବଡ ଦୁଃଖଦ ଖବର। ଆପଣ ମାନଙ୍କର ପ୍ରିୟ ତରଙ୍ଗ ଟିଭିରେ ପ୍ରସାରିତ ହୋଉଥିବା ସିନ୍ଦୂରର ଅଧିକାର ଏହି ସିରୀୟଲର ଜଣେ ସଦସ୍ୟଙ୍କର ଅଚାନକ ମୃ-ତ୍ୟୁ ଘଟିଛି।
Special report
ଏନେଇ ନିଜେ ଏହି ସିରୀୟଲର ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଏହି ଦେଶ ହେଉଛି କଳା ସଂସ୍କୃତିର ଦେଶ କିନ୍ତୁ ଅଚାନକ ଏମିତି ଅଭିନେତା ଅଭିନେତ୍ରୀଙ୍କ ମୃ-ତ୍ୟୁ ଘଟିବା ଦ୍ବାରା ସିରୀୟଲ ଜଗତରେ ଶୋକର ଲହରୀ ଖେଳି ଯାଇଥାଏ।
ସିନ୍ଦୂରର ଅଧିକାର ସିରିୟଲର ପୂର୍ବ ଅଭିନେତ୍ରୀ ଇତି ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଯେଉଁଥିରେ ନିଜ ଫ୍ୟାନ୍ସ ମାନଙ୍କ ସହିତ ଏହି ଦୁଃଖଦ ଖବର ସେୟାର କରିଛନ୍ତି।
Special report
ସିନ୍ଦୁର ଅଧିକାର ସିରିୟଲର ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଇତି ନିଜ ପୋଷ୍ଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ସେ ଯାହା ଠାରୁ ପ୍ରଥମେ ଆକ୍ଟିଂ ଶିଖିଥିଲେ ସିଏ ଆଜି ତାଙ୍କ ଗ୍ରହଣରେ ନାହାଁନ୍ତି। 
ଇତିଙ୍କର ଜଣେ ଭଲ ବନ୍ଧୁ ଭଲ ସାଙ୍ଗ ତାଙ୍କ ଠାରୁ ଆଜି ଦୂରେଇ ଯାଇଛନ୍ତି। ମାତ୍ର ଅଳ୍ପ ବୟସରେ ଏହି ଦୁନିଆକୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ଇତି ସୋସିଆଲ ମିଡିଆରେ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ
ଯାହାକୁ ଦେଖି ତାଙ୍କର ସାଙ୍ଗସାଥୀ ଏବଂ ଫ୍ୟାନ୍ସ ମାନଙ୍କ ମନରେ ଦୁଃଖର ଲହରୀ ଖେଳିଯାଇଛି। ସମସ୍ତେ ଏହି ପୋଷ୍ଟକୁ ଦେଖି ଦୁଃଖ ପ୍ରକାଶ କରିବା ସହିତ ଶୋକର ଲହରୀ ମଧ୍ୟ ଖେଳି ଯାଇଛି।

Advertisement